ମହିଳା ମାନଙ୍କ ଏହି କିଛି ଭୁଲ ତାଙ୍କ ସ୍ଵାମୀ ଜୀବନକୁ କରିଦେଇଥାଏ ବର୍ବାଦ ! ଏଥିପ୍ରତି ସର୍ବଦା ସଚେତନ ଦିଅନ୍ତୁ, Bayagita tips

ହିନ୍ଦୁ ଧର୍ମରେ ପ୍ରତ୍ଯେକଟି ନାରୀଙ୍କୁ ମା’ ଲକ୍ଷ୍ମୀଙ୍କର ପ୍ରତିରୂପ ବୋଲି ମନା ଯାଇଥାଏ । ଜଣେ ନାରୀ ଚାହିଁଲେ ଗୋଟେ ଘରକୁ ସ୍ଵର୍ଗ ମଧ୍ୟ କରିଦେଇଥାଏ । ଅନ୍ୟ ପକ୍ଷରେ ନାରୀଙ୍କର କିଛି ଏଭଳି ଭୁଲ ଦ୍ଵାରା ଘର ନର୍କ ପାଲଟି ଯାଇଥାଏ । ଆଜି ଆମେ ଆପଣଙ୍କୁ ମହିଳାଙ୍କର କିଛି ଏପରି ଭୁଲ ସମ୍ପର୍କରେ କହିବାକୁ ଯାଉଛୁ । ଯେଉଁ ମହିଳା ମାନେ ଏହି ସବୁ ଭୁଲ କରିଥାନ୍ତି । ସେହି ମହିଳାଙ୍କ ସ୍ଵାମୀଙ୍କ ଜୀବନରେ ଆସିଥାଏ ମହାବିପଦ । ଏଥିସହ ଘରେ ସବୁବେଳେ ଅଭାବ, ଅନାଟନ ଦେଖାଦେଇଥାଏ ।

1- ମହିଳା ମାନେ ସର୍ବଦା ମଝି ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । କାରଣ ଅନେକ ମହିଳା ମଝିରେ ନଲଗାଇ ଅନ୍ୟ ଆଡେ ସିନ୍ଦୁର ଲଗାଇଥାନ୍ତି । ଯାହା ଦ୍ଵାରା ସେମାନଙ୍କ ସ୍ଵାମୀର ଉନ୍ନତି ହୋଇପାରିନଥାଏ । ତେଣୁ ମହିଳାଙ୍କୁ ନିଜ ମଝି ସିନ୍ଥିରେ ହିଁ ସିନ୍ଦୁର ଲଗାଇବା ଉଚିତ ।

2- ସିନ୍ଦୁର ଲଗାଇବା ସମୟରେ କେବେବି ନିଜ ହାତରେ ବା ଲୁହାକଣ୍ଟାରେ ସିନ୍ଦୁର ଲଗାଇବେ ନାହିଁ । ରୂପା କଣ୍ଟା ଓ ଝିଙ୍କ କାଠି ହିଁ ସିନ୍ଦୁର ଲଗାଇବା ପାଇଁ ଶ୍ରେଷ୍ଠ ହୋଇଥାଏ । ଯାହା ଦ୍ଵାରା ସ୍ଵାମୀର ଅନେକ ମଙ୍ଗଳ ହୋଇଥାଏ । 3-ପୂଜା କରିବା ସମୟରେ ତଳେ ବସି ପୂଜାଅର୍ଚନା କରିବା ଅନୁଚିତ । ଏହା ଶୁଭ ଫଳ ପ୍ରଦାନ କରିନଥାଏ । ତେଣୁ କୁଶ ଆସନ ବା କାଠ ପିଢାରେ ବସି ପୂଜାଅର୍ଚନା କରନ୍ତୁ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ ।

4- ଯେଉଁ ମହିଳା ସ୍ନାନ କରିବା ସମୟରେ ଗାଧୁଆ ଘରେ କିଛି ବସ୍ତ୍ର ନପିନ୍ଧିକି ସ୍ନାନ କରିଥାଏ । ସେହି ଘରକୁ ସବୁବେଳେ ଦୁର୍ଭାଗ୍ୟ ଆସିଥାଏ । ତେଣୁ ଗାଧୋଇବା ସମୟରେ ନିଜ ଦେହରେ କିଛି ବସ୍ତ୍ର ନିହାତି ଭାବେ ରଖିବା ଉଚିତ ।

5- ଗୁରୁବାର ଯଦି କାନ୍ଥରେ ଝିଟିପିଟି ଦେଖନ୍ତି । ତେବେ ଠାକୁର ଘରୁ କିଛି ଅରୁଆ ଚାଉଳ ଆଣି ମନୋସ୍କାମନା କରି ଝିଟିପିଟି ଉପରକୁ ଚାଉଳ ପକାନ୍ତୁ । ଆପଣଙ୍କର ମନବାଞ୍ଛା ନିହାତି ପୂରଣ ହେବ । ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । 6- ସ୍ନାନ କରିସାରିବା ପରେ ଗାଧୁଆ ବସ୍ତ୍ରକୁ ଯଥା ଶୀଘ୍ର ଧୋଇ ଶୁଖାଇ ଦିଅନ୍ତୁ । ହେଲେ ଗାଧୁଆ ବସ୍ତ୍ରର ପାଣି ଯେପରି କାହା ଉପରେ ନପଡେ । ସେଥିପ୍ରତି ମଧ୍ୟ ଧ୍ୟାନ ରଖି କାର୍ଯ୍ୟ କରିବା ଉଚିତ । ନଚେତ ପରିବାର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ଖରାପ ହୋଇଥାଏ ।

7- ସିନ୍ଦୁର ଲଗାଇବା ସମୟରେ ମା’ ପାର୍ବତୀଙ୍କୁ ସ୍ମରଣ କରି ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ସିନ୍ଦୁର ଲଗାନ୍ତୁ । ଯାହା ଦ୍ଵାରା ଆପଣଙ୍କ ସ୍ଵାମୀର ମଙ୍ଗଳ ହେବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *