‘ଆମରି ଭାଇ ମାନେ ହିଁ ଆମକୁ …’ ଶୁଣନ୍ତୁ କଣ କହିଲେ ଏହି ମହିଳା ଡ୍ରାଇଭର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଡ୍ରାଇଭର ଭାଇ ଆମକୁ ହିଁ churi maruଛନ୍ତି । ତେବେ ହଁ ବନ୍ଧୁଗଣ ଗତକାଲି ଠାରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଗାଡି ବନ୍ଦ ଡାକରା ଆନ୍ଦୋଳନ ବଳବତ୍ତର ରହିଛି । ତେବେ ଯାହାକୁ ନେଇ ସବୁଆଡେ ଚର୍ଚା ଜୋରସୋରରେ ଚାଲିଛି । ତେବେ ସରକାରଙ୍କ ନିକଟରେ ଡ୍ରାଇଭରଙ୍କର ରହୁଥିବା ବହୁ ବର୍ଷର ପଡିରହିଥିବା ଦାବୀ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନ ମୁହାଁ ହୋଇଛନ୍ତି ଡ୍ରାଇଭରସଂଘ ।

ତେବେ ଯେଉଁ କାର୍ଯ୍ୟ ସରକାର ଭଲରେ କରିଲେ ନାହିଁ । ସେହି ସବୁ ଦାବୀକୁ ପୂରଣ କରିବା ପାଇ କାର୍ଯ୍ୟରେ କରି ଦେଖାଇବା ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲୁ ରହିଛି । ତେବେ ରାଜ୍ୟବ୍ୟାପୀ ବହୁ ସଂଖ୍ୟକ ଡ୍ରାଇଭର ମାନେ ଏହି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନରେ ବସିରହିଛନ୍ତି । ତେବେ ଏହାର ବିପକ୍ଷରେ ଏପରି ମଧ୍ୟ ବହୁ ଡ୍ରାଇଭର ରହିଅଛନ୍ତି । ଯେଉଁ ମାନଙ୍କର ଏହି ଗାଡି ବନ୍ଦ ଆନ୍ଦୋଳନ ଡାକରା ଯେପରି ତାଙ୍କର କିଛି ବି ଫରକ ପଡୁନାହିଁ ।

ସେହିଭଳି ଆନ୍ଦୋଳନ ବଳବତ୍ତର ଥିବା ସମୟରେ ବି ରାସ୍ତାରେ ଗାଡି ଚଳାଇବା ନୀତିଦିନିଆ ପରି ବନ୍ଦ କରିନନାହାନ୍ତି । ତେବେ ସେହି ସବୁ ଅମାନିଆ ଡ୍ରାଇଭର ଯେଉଁ ମାନେ କି ଷ୍ଟିୟରିଂ ଛାଡ ଡାକରା ଶୁଣିକି ମଧ୍ୟ ଷ୍ଟିୟରିଂ ଧରି ଗାଡି ଚଳଉଛନ୍ତି । ସେମାନଙ୍କ ଉଦ୍ଧେଶ୍ୟରେ ଆନ୍ଦୋଳନକାରୀ ଡ୍ରାଇଭର ଭାଇ ମାନେ କହିଛନ୍ତି । ଏହା କି ଯେ ଆମ ଡ୍ରାଇଭର ଭାଇ ହିଁ ଆମକୁ churi maruଛନ୍ତି । ସେମାନେ ମଧ୍ୟ ଜଣେ ଜଣେ ଡ୍ରାଇଭର ।

ତେବେ ସବୁ ଡ୍ରାଇଭର ଯଦି ଏକତ୍ରିତ ହୋଇ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇବେ । ତେବେ ଯାଇ ଆନ୍ଦୋଳନଟି ସଫଳ ହୋଇବ । ହେଲେ ବହୁ ସଂଖ୍ୟକ ଡ୍ରାଇଭର ଆନ୍ଦୋଳନରେ ଏକାଠି ହୋଇଥିଲେ । ସୁଦ୍ଧା ଅନ୍ୟ ମଧ୍ୟ କିଛି ଡ୍ରାଇଭର ଭାଇ ମାନେ ଅଛନ୍ତି । ଯେଉଁ ମାନେ କିଛି ଖାତିର ନକରି ରାସ୍ତାରେ ଗାଡି ଚଳାଚଳ ଜାରୀ ରଖିଛନ୍ତି ।

ତେଣୁ ସେ ଯାହା ବି ହେଉ ଆମେ ଯେତିକି ସଂଖ୍ୟକ ଡ୍ରାଇଭର ମାନେ ଏକତ୍ରିତ ହୋଇଛି । ଆମେ ସମସ୍ତେ ଏକଜୁଟ ହୋଇ ଆମର ଡ୍ରାଇଭରଙ୍କ ଦାବୀ ପୂରଣ ନିମତେ ସରକାରଙ୍କ ନିକଟରେ ଜଣାଇବୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *