ବାଃ ! କି ସଂସ୍କାର ଦେଇଛନ୍ତି Mahesh Babu ନିଜ ଝିଅକୁ…Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି କିଛି ଦିନ ପୂର୍ବରୁ ରାମ ନବମୀ ଉତ୍ସବ ଯାଇଛି । ଏହି ରାମ ନବମୀ କୁ ସମସ୍ତେ ଧୂମଧାମର ସହିତ ପାଳନ ମଧ୍ୟ କରିଛନ୍ତି । ତେବେ ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତେବେ କଣ ଆପଣ ଜାଣିଛନ୍ତି କି ଏହି ରାମ ନବମୀର ଶୁଭକାମନା କୌଣସି ବଲିଉଡ କିଡ୍ ଦେଇଛନ୍ତି କି ତେବେ ଉତ୍ତରରେ ଆପଣ ନା ହିଁ ଶୁଣିବେ ।


ତେବେ ସେମାନଙ୍କୁ ରାମ ନବମୀ ବିଷୟରେ କୌଣସି ଜ୍ଞାନ ମଧ୍ୟ ନଥିବ ଆମ ଭାରତୀୟ ଧର୍ମ ସଂସ୍କୃତି ବିଷୟ ରେ ସେମାନଙ୍କୁ କୌଣସି ଜ୍ଞାନ ମଧ୍ୟ ନାହିଁ । କିମ୍ବା ସେମାନଙ୍କ ବାପା ମାଆ ମଧ୍ୟ ତାଙ୍କୁ ସେହିଭଳି ଗଢି ମଧ୍ୟ ନାହାନ୍ତି । ତେବେ କିନ୍ତୁ ଏହାର ବିପରୀତ ରେ ସାଉଥ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ମହେଶ ବାବୁ ଙ୍କ ଝିଅ ଏହି ପବିତ୍ର ରାମ ନବମୀର ଶୁଭ କାମନା ଦେବା ସହ ନିଜ ବାପାଙ୍କୁ ଏକ ସରପ୍ରାଇଜ ମଧ୍ୟ ଦେଇଛନ୍ତି ।

ତେବେ ମହେଶ ବାବୁ ଙ୍କ ଝିଅ ସିତାରା ଏକ କୁଚିପୁଡି ନୃତ୍ୟ ପ୍ରସ୍ତୁତ କରି ଶ୍ରୀରାମ ନବମୀ ଦିନ ରାମଚନ୍ଦ୍ର ଙ୍କୁ ସ୍ମରଣ କରି ନୃତ୍ୟ କରିଛନ୍ତି ଏବଂ ଏହା ସେ ନିଜ ବାପାଙ୍କ ପାଇଁ କରିଛନ୍ତି ।
ତେବେ ମହେଶ ବାବୁ ନିଜ ଝିଅର ଏଭଳି ନୃତ୍ୟ ଦେଖି ଖୁବ ପ୍ରସନ୍ନ ହେବା ସହ ନିଜ ଝିଅର ଏହି ଭିଡିଓ କୁ ସେୟାର କରି ଲେଖିଛନ୍ତି କି ମୁଁ ମୋ ଝିଅର ଏହି ନୃତ୍ୟ ଦେଖି ଖୁବ ପ୍ରସନ୍ନ ଏବଂ ଏହି ନୃତ୍ୟ ର ପ୍ରସ୍ତୁତି ରାମ ନବମୀ ଠାରୁ ଆଉ ଭଲ ଦିନ କିଛି ହୋଇ ନ ପାରେ । ସମସ୍ତେ ଜାଣିଛନ୍ତି କି ରାମ ନବମୀ ଆମ ପାଇଁ କଣ ।

ତେବେ ଏହା ପରେ ଫ୍ୟାନ ମାନେ ମହେଶ ବାବୁ ଏବଂ ସିତାରା ଙ୍କ ର ଭରପୁର ପ୍ରଶଂସା କରିବାରେ ଲାଗିଛନ୍ତି ଏବଂ ବଲିଉଡ ର ନିନ୍ଦା କରିବାରେ ଲାଗିଛନ୍ତି । ତେବେ ମହେଶ ବାବୁଙ୍କ ଫିଲ୍ମ ‘ ସରକାରୁ ବାରୀ ପାଟା’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ।   ଫିଲ୍ମର ଗୀତ ରିଲିଜ ହେଉଥିବାବେଳେ ତାହା ମଧ୍ୟ ଲୋକମାନଙ୍କ ପସନ୍ଦ ଆସୁଛି । କିନ୍ତୁ ମହେଶ ବାବୁଙ୍କୁ ନେଇ ଏକ ବଡ଼ ଖବର ଆସୁଛି ।

ମହେଶ ବାବୁଙ୍କ ଝିଅ ସିତାରା ବାପାଙ୍କ ଫିଲ୍ମରେ ତଥା ‘ସରକାରୁ ବାରୀ ପାଟା’ରୁ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଗୀତ ‘ପେନୀ’ର ଗୀତ ରିଲିଜ୍ ହୋଇଯାଇଛି । ଯେଉଁଥିରେ ସିତାରା ନଜର ଆସୁଛନ୍ତି । ସେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି, ଏହି ଷ୍ଟାର କିଡ୍‌ଙ୍କ ଅନ୍ଦାଜକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।


ତେବେ ସିତାରା ୯ବର୍ଷର ଅଟେ । କିନ୍ତୁ ସେ ଏହି ଭିଡ଼ିଓରେ ଖୁବ୍ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି । ‘ସରକାରୁ ବାରୀ ପାଟା’ରେ ମହେଶ ବାବୁଙ୍କ ସହ କିର୍ତ୍ତି ସୁରେଶା ଲିଡ୍ ରୋଲରେ ଏବଂ ଏହି ଫିଲ୍ମକୁ ପରଶୁରାମ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ୧୨ମଇରେ ରିଲିଜ୍ ହେବାକୁ ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *