ମହଙ୍ଗା ପଡିଲା ଖେଳ, ଷ୍ଟଣ୍ଟ ବେଳେ ମାଡି ଆସିଲା ଟ୍ରେନ, ଆଉ ତା’ ପରେ ଯାହା ହେଲା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଆମେମାନେ ଦେଶ ବିଦେଶ ହେଉଥିବା ସମସ୍ତ ଘ-ଟ-ଣା ବିଷୟରେ ଜାଣିବାକୁ ପାଇଥାଉ ।

ହେଲେ ସୋସିଆଲ ମିଡିଆରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଫେମସ ହେବା ପାଇଁ କିଛି ବି କରିଥାନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେମସ ହେବା ପାଇଁ କିଛି ଲୋକ ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ହେଲେ ବନ୍ଧୁଗଣ ଏହି ଷ୍ଟଣ୍ଟ କିଛି ତା ଲୋକଙ୍କ ଜୀବନ ପାଇଁ ବି-ପ-ଦ ମଧ୍ୟ ନେଇ ଆସିଯାଇଥାଏ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଚର୍ଚାରେ ରହିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ରେଲୱେ ଟ୍ରାକରେ ଷ୍ଟଣ୍ଟ ମା-ରୁ-ଥି-ବା ସମୟରେ ଟ୍ରେନ ଆସିଯାଇଥିଲା ଓ ତା ପରେ ଯାହା ହେଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ସହ ଲୋକ ମାନେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଟ୍ରେନ ଟ୍ରାକରେ ଗୋଟେ ଲୋକ ତାର ସ୍କୁଟର ସହ ଫ-ସି ଯାଇଥିବାର ନଜର ଆସୁଛି । ବ୍ୟକ୍ତି ଜଣକ ନିଜ ସ୍କୁଟରକୁ ଟ୍ରାକରୁ ବାହାର କରେଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ହେଲେ ସେହି ସମୟରେ ସାମ୍ନାରୁ ଟ୍ରେନ ଆସି ଯାଉଛି ।

ଟ୍ରେନକୁ ଦେଖି ବ୍ୟକ୍ତି ଜଣକ ବିଚଳିତ ହେଉ ନାହାନ୍ତି ଓ ନିଜ ସ୍କୁଟରକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଯେତେବେଳେ ଟ୍ରେନ ବ୍ୟକ୍ତିର ଅଧିକ ପାଖକୁ ଆସିଯାଉଛି ସେତେବେଳେ ବ୍ୟକ୍ତି ଜଣକ ନିଜ ଗାଡି ଛାଡି ଟ୍ରାକରୁ ବାହାରି ଯାଉଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଏହି ଘ-ଟ-ଣାଟି ହେଉଛି ଗୁଜୁରାଟର । ଏହି ସ୍ଥାନରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ମା-ରି-ବା ପାଇଁ ଟ୍ରେନ ଟ୍ରାକକୁ ଯାଇଥିଲା ।

ସେହି ସ୍ଥାନରେ ତାର ଏକ ସାଙ୍ଗ ଷ୍ଟଣ୍ଟର ଭିଡିଓ କରିଥିଲା ।  ବ୍ୟକ୍ତି ଜଣକ ଟ୍ରେନ ଟ୍ରାକରେ ଷ୍ଟଣ୍ଟ କରୁଥିବା ସମୟରେ ତାର ଗାଡି ଟ୍ରାକରେ ଫ-ସି ଯାଇଥିଲା । ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ଜାମନଗରର ସନ୍ଧ୍ୟା ବ୍ରିଜରେ ଏହି ଘ-ଟ-ଣାଟି ଘଟିଛି । ଟ୍ରେନଟି ସେହି ସମୟରେ ଦ୍ରୁତ ଗତିରେ ହରିଆ କଲେଜ ଦେଇ ଅତିକ୍ରମ କରୁଥିଲା ।

ବ୍ୟକ୍ତି ଜଣକ ଷ୍ଟଣ୍ଟ ମା-ରୁ-ଥି-ବା ସମୟରେ ତାଙ୍କ ସାମ୍ନାକୁ ଟ୍ରେନ ଆସିଯାଇଥିଲା । ଯାହାଫଳରେ ନିଜ ଜୀବନ ବଞ୍ଚେଇ ସେ ଟ୍ରାକରୁ ବାହାରି ଯାଇଥିଲେ ହେଲେ ତାଙ୍କ ଗାଡିଟିକୁ ଟ୍ରେନ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା ଓ ନଷ୍ଟ କରିଦେଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *