ମହାଭାରତ ସିରିୟଲର ଶ୍ରୀ କୃଷ୍ଣଙ୍କର ସ୍ତ୍ରୀଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ସୁନ୍ଦରତାରେ ବଲିଉଡ ଅଭିନେତ୍ରୀଙ୍କୁ ବି ଦିଅନ୍ତି ଟକ୍କର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୌରଭ ରାଜ ଜେନ ।

ଆପଣ ମାନେ ସମସ୍ତେ ସୌରବଙ୍କୁ ହିନ୍ଦୀ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ‘ମହାଭାରତ’ ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ ସୌରଭ ଭଗବାନ କୃଷ୍ଣଙ୍କର ଭୂମିକାରେ ନଜର ଆସିଥିଲେ । ସୌରଭଙ୍କ ଅଭିନୟ ଓ ଲୁକ୍ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ବନ୍ଧୁଗଣ ଏହି ସିରିଏଲଟି ଷ୍ଟାରପ୍ଲସ ଚ୍ଯାନେଲରେ ପ୍ରସାରିତ ହୋଇଥିଲା । ସୌରଭ ନିଜ ଅଭିନୟ ଦ୍ଵାରା ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ସୌରଭ ଜେନଙ୍କ ପତ୍ନୀଙ୍କୁ ଦେଖିଛନ୍ତି । ଆଜିଆମେ ଆପଣ ମାନଙ୍କୁ ସୌରଭ ଜେନଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୌରଭ ରାଜ ଜେନଙ୍କ ଜନ୍ମ ୧ ଡିସେମ୍ବର ୧୯୮୫ ମସିହାରେ ହୋଇଥିଲା । ସୌରଭ ଜେନ ବର୍ତ୍ତମାନ ୩୪ ବର୍ଷ ବୟସରେ ହୋଇସାରିଛନ୍ତି । ସୌରଭ ନିଜ ଆଭିନୟ ଦୁନିଆରେ ଏମିତି ବହୁ ଫିଲ୍ମ ଓ ସିରିଏଲରେ କାମ କରି ସଫଳତା ହାସିଲ କରିଛନ୍ତି ।

ମହାଭାରତ ସିରିଏଲ ପରଠୁ ସୌରଭ ଗ୍ଲେମର ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ସୌରଭ ଜେନଙ୍କ ପତ୍ନୀଙ୍କର ନାମ ହେଉଛି ରିଦିମା ଜେନ । ରିଦିମାଙ୍କ ଜନ୍ମ ୪ ଡିସେମ୍ବର ୧୯୮୩ରେ ହୋଇଥିଲା । ରିଦିମା ସୌରଭଙ୍କ ଠାରୁ ଦୁଇ ବର୍ଷ ବଡ ଅଛନ୍ତି । ରିଦିମା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ରିଦିମା ଓ ସୌରଭଙ୍କ ବିବାହ ୨୦୧୦ରେ ହୋଇଥିଲା ।

ସୌରଭ ଓ ରିଦିମା ଏକା ସହ ‘ନାଚ ବଲିଏ ୯’ରେ ମଧ୍ୟ ନଜର ଆସିଥିଲେ । ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ରିସିକା । ସୌରଭ ଓ ରିଦିମା ବହୁତ ଇଭେଣ୍ଟ୍ସରେ ଏକା ସହ ନଜର ଆସିଥାନ୍ତି । ଏହି ଦୁଇଜଣଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମହାଭାରତରେ ସୌରବ ଜେନଙ୍କ ଅଭିନୟ କିପରି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *