ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମଧ୍ୟପ୍ରଦେଶ ବଡ଼ ମେଡ଼ିକାଲ ର ଶ-ବ ଗୃହ ରେ ଚାଲିଛି ରାସଲୀଳା । କା-ମ-ନା ନି-ଆଁ ରେ ଅ-ନ୍ଧ । ସ୍ଥାନ, କାଳ, ପାତ୍ର କିଛି ଦେଖିଲେ ନାହିଁ । ସବୁଠାରୁ ବଡ଼ ମେଡ଼ିକାଲ ରେ ଅ-ର୍ଦ୍ଧ ନ-ଗ୍ନ ଅବସ୍ଥାରେ ଧ-ରା ପଡ଼ିଲେ ଯୁବତୀ ଓ ଦୁଇ ଯୁବକ । ତେବେ ଯୁବକ ଦୁଇ ଜଣ ମେଡ଼ିକାଲ କୁ ଠିକା ରେ ନେଇଥିବା କମ୍ପାନୀ ର କର୍ମଚାରୀ ବୋଲି ଜଣା ପଡ଼ିଛି । ମଧ୍ୟପ୍ରଦେଶ ର ଇନ୍ଦ୍ଓର ରେ ମହାରାଜ ଯଶବନ୍ତ ରାଓ ହସ୍ପିଟାଲରେ ଏପରି ଲ-ଜ୍ଜା ଜ-ନ-କ ଘଟଣା ଦେଖିବାକୁ ମିଳିଛି ।
ମେଡ଼ିକାଲ ଭିତର ର କିଛି ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଭା-ଇ-ରା-ଲ ହେଉଛି । ଯେଉଁଥିରେ ଅ-ସଂ-ଯ-ତ ଅବସ୍ଥାରେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକ ଙ୍କୁ ଦେଖିବାକୁ ମିଳିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ସମ୍ବନ୍ଧରେ ଅବଗତ ନୁହଁନ୍ତି । ୟୁଟିଏସ ନାମକ ଏକ ଘରୋଇ କମ୍ପାନୀ ମହାରାଜ ଯସବନ୍ତ ରାଓ ହସ୍ପିଟାଲ ର କିଛି କାମ ଠିକା ରେ ନେଇଛି ଏବଂ ସଂପୃକ୍ତ କମ୍ପାନୀ ର କର୍ମଚାରୀ ମାନେ ଏଭଳି କାରନାମା କରି ସମ୍ପୂର୍ଣ୍ଣ ମେଡ଼ିକାଲ ର ନାମ କୁ ବ-ଦ-ନା-ମ କରିଛନ୍ତି ।
ମଙ୍ଗଳବାର ଦିନ ଜଣେ ମୃ-ତ ଲୋକ ର ଶ-ବ କୁ ଧରି ଶ-ବ ଗୃହ ରେ ପହଁଚିବା ପରେ ପ୍ରକୃତ ଘଟଣା ସାମ୍ନା କୁ ଆସିଥିଲା । ଅ-ସଂ-ଯ-ତ ଅବସ୍ଥାରେ ଦୁଇ ଝିଅ ଓ କମ୍ପାନୀ ର ଦୁଇ କର୍ମଚାରୀ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଶ-ବ ରଖିବାକୁ ଆସିଥିବା ଲୋକମାନେ । ସେହି ଘଟଣା କୁ କ୍ୟାମେରା ରେ କଏଦ କରିବାକୁ ଚେଷ୍ଟା କରିଥିଲେ । ତେବେ ସେ ସମୟର ଫଟୋ ଓ ଭି-ଡି-ଓ ଉତ୍ତୋଳନ ସମୟ ରେ ତରବର ହୋଇ ଦୁଇ ଯୁବକ ବାହାରି ଆସି ଧ-ମ-କ ଦେଇଥିଲେ ।
ଏହି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଓଲଟା ନାଲି ଆଖି ଦେଖାଇ କଠୋର ସ୍ୱର ରେ କହିଥିଲେ ଯେ, ଏହା ସହିତ ତୁମର କଣ ସମ୍ପର୍କ ? ତୁମକୁ ଶ-ବ ରଖିବାର ଅଛି, ଶ-ବ ରଖ ଏବଂ ଯାଅ । ଭୁଲ ମାଗିବା ବଦଳ ରେ ଫୁଟାଣି ଦେଖାଇ ରା-ଗ-ରେ ଗା-ଳି ଗୁ-ଲ-ଜ ମଧ୍ୟ କରିଥିଲେ । ସେପଟେ ଫଟୋ ଭା-ଇ-ରା-ଲ କରିଥିବା ବ୍ୟକ୍ତି କହିଛନ୍ତି କମ୍ପାନୀ ର କର୍ମଚାରୀ ମାନେ ଗତ ଚାରି ଦିନ ଧରି ରାତିରେ ଝିଅ ଙ୍କୁ ଆଣି ଶ-ବ ଗୃହରେ ଏପରି କୁ-କା-ର୍ଯ୍ୟ କରୁଛନ୍ତି ।
ଡାକ୍ତରଖାନା କର୍ମଚାରୀ ଏହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି । ଘଟଣା ସାମ୍ନା କୁ ଆସିବା ପରେ ଫଟୋ ରେ ଦେଖା ଯାଇଥିବା ଉଭୟ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟ କର୍ମଚାରୀ ଙ୍କୁ ନିଲମ୍ବନ କରାଯାଇଛି । ଡାକ୍ତରଖାନା ର ଅଧିକ୍ଷକ ପିଏଚ ଠାକୁର ସୂଚନା ଦେଇଛନ୍ତି ଯେ, ଉଭୟ କର୍ମଚାରୀ ଙ୍କୁ ଚାକିରୀ ରୁ ବାହାର କରିଦିଆ ଯାଇଛି ଏବଂ କମ୍ପାନୀ କୁ ନୋଟିସ ମଧ୍ୟ ଜାରି କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।