ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମା ମାନେ ନିଜ ଛୁଆକୁ ଜୀବନରୁ ଅଧିକ ଭଲ ପାନ୍ତି । ନିଜ ଛୁଆର ସୁରକ୍ଷା ପାଇଁ ମା ମାନେ ନିଜ ଜୀବନକୁ ବିପଦରେ ପକେଇ ଦିଅନ୍ତି । ପଶୁ ହେଉ ବା ମଣିଷ ସବୁ ମା ନିଜ ଛୁଆକୁ ବହୁତ ଅଧିକ ଭଲ ପାନ୍ତି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଭି-ଡିଓ- ବହୁତ ଚର୍ଚାରେ ରହିଛି ଯେଉଁଥିରେ ମା ମାନେ ନିଜ ଛୁଆ ମାନଙ୍କ ରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭି-ଡି-ଓ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଭା-ଇ-ରା-ଲ ହେଉଛି ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଯେଉଁ ଭି-ଡି-ଓ-ଟି ଅଛି ତାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଭି-ଡି-ଓ-ରେ ଏକ କୁକୁର ମାଟି ତାଡୁଥିବାର ନଜର ଆସୁଛି । କୁକୁର ପାଖରେ ଏକ ଲୋକ ଛିଡା ହୋଇ ମାଟି ତାଡୁଛି । ଅସଲରେ କୁକୁରଟି ନିଜ ଛୁଆ ମାନଙ୍କୁ ଏକ ଗାତରେ ରଖିଥିଲା ବର୍ଷା ହେବା କାରଣରୁ ସେହି ଗାତରେ ପାଣି ଭରି ଯାଇଥିଲା । ନିଜ ଛୁଆ ମାନଙ୍କୁ ବଞ୍ଚେଇବା ପାଇଁ କୁକୁରଟି ଆପ୍ରାଣ ଚେଷ୍ଟା କରି ମାଟି ତାଡୁଥିଲା । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ-ଟିକୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି ।
୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ କାନାଡା କ୍ୟୁବାଗର ଏକ ଘଟଣା ରହିଛି ଯେଉଁଠି ଏକ ନଦୀରେ ଏକ ମୁସକ ଛୁଆ ( ମୂଷାର ବଡ ପ୍ରଜାତି) ପାଣିରେ ପଡିଯାଇଛି । ନିଜ ଛୁଆକୁ ବଞ୍ଚେଇବା ପାଇଁ ମା ମୁସକ ତୁରନ୍ତ ପାଣିକୁ ଆସୁଛି ଓ ନିଜ ଛୁଆକୁ ବଞ୍ଚେଇ ଦେଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓ-ଟିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଯଦି ସେହି ମୁସକର ମା ସେହି ସ୍ଥାନରେ ନଥାନ୍ତା ତା ହେଲେ ସେହି ମୁସକଟି ନିଜ ପ୍ରାଣ ହରାଇ ଥାନ୍ତା ।
୩. ବନ୍ଧୁଗଣ ସିଂହକୁ ଜଙ୍ଗଲର ରାଜା କୁହାଯାଏ । ହେଲେ ମା’ର ମମତା ଆଗରେ ରାଜାକୁ ମଧ୍ୟ ହାର ମାନିବାକୁ ପଡିଥାଏ । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ଚର୍ଚାରେ ରହିଛି । ଏହି ଭି-ଡି-ଓ-ରେ ଏକ ଜେବ୍ରା ଛୁଆକୁ ଏକ ସିଂହ ଶି-କା-ର କରୁଛି ହେଲେ ସିଂହ ଜେବ୍ରା ଛୁଆର ଜୀବନ ନେବା ପୂର୍ବରୁ ସେହି ସ୍ଥାନକୁ ଜେବ୍ରାର ମା ଆସିଯାଉଛି । ନିଜ ବାହାଦୁରି ଦେଖାଇ ମା ଜେବ୍ରାଟି ନିଜ ଛୁଆକୁ ସିଂହ ଠାରୁ ବଞ୍ଚେଇ ଦେଲା ଓ ଦୁଇଟି ଜେବ୍ରା ସେହି ସ୍ଥାନରୁ ଚାଲି ଗଲେ ।
୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭି-ଡି-ଓ-ରେ ଏକ କୁକୁର ରାସ୍ତା ଯାଉଥିବା ସମସ୍ତ ଗାଡିକୁ ଭୋକି ରଖିବା ପାଇଁ ଚେଷ୍ଟା କରୁଛି । ରାସ୍ତା କଡରେ ସେହି କୁକୁରର ଛୁଆଟି ଆଘାତ ହୋଇ ପଡି ରହିଥିବା ବେଳେ ମା କୁକୁରଟି ଗାଡି ରୋକି ଲୋକ ମାନଙ୍କୁ ସହାୟତାର ଭିକ ମାଗୁଥିବାର ନଜର ଆସୁଛି । ହେଲେ ବନ୍ଧୁଗଣ ଦୁର୍ଭାଗ୍ୟ ବଶତଃ କେହି ଗାଡି ସେହି ସ୍ଥାନରେ ରହୁ ନାହାନ୍ତି । ଏହି ଭି-ଡି-ଓ-କୁ ଦେଖି ଲୋକ ମାନଙ୍କର ଆଖି ଭରି ଯାଇଛି । ତେବେ ଏସବୁ ଘଟଣା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ