କେବେ ବି ମା’ ହେବାକୁ ଯାଉଥିବା Anushka Sharma ଟାଇଟ ଫିଟିଙ୍ଗ ଡ୍ରେସ ରେ ଘରୁ ବାହାରିଲେ ବୁଲିବା ପାଇଁ, ଭାଇରାଲ ହେଉଛି ଫଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ସେ କ୍ରିକେଟର ବିରାଟ କୋହଲି ଙ୍କ ସହ ୨୦୧୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ବର୍ତ୍ତମାନ ଏହି ଦମ୍ପତି ମାତା ପିତା ହେବାକୁ ଯାଉଛନ୍ତି। ଅନୁଷ୍କା ଙ୍କ ପ୍ରେଗନେନସି ର ଏହି ମାସ ଶେଷ ଅଟେ ଏବଂ ସେ ଏଭଳି ସ୍ଥିତିରେ ମଧ୍ୟ ନିଜର ସମସ୍ତ ଦାୟିତ୍ୱ କୁ ପୁରା କରୁଥିବାର ଦେଖିବାକୁ ମିଳୁଛି।

ଅନୁଷ୍କା ନିଜର ରୁଟିନ ଚେକ ଅପ କରିବା ନିମନ୍ତେ ହସ୍ପିଟାଲ ରେ ପହଞ୍ଚିଥିଲେ ଏବଂ ଏହାକୁ ମିଡିଆ ନିଜର କ୍ୟାମେରା ରେ କ୍ୟାପଚର ମଧ୍ୟ କରିଛନ୍ତି। ଅନୁଷ୍କା ଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି। ଅନୁଷ୍କା ନିଜର ଚେକଅପ କରିବା ପାଇଁ ହସ୍ପିଟାଲ ଯିବା ସମୟରେ ତାଙ୍କୁ ଏକୁଟିଆ ଦେଖିବାକୁ ମିଳିଥିଲା। ତାଙ୍କ ସାଥିରେ ତାଙ୍କ ପତି ବିରାଟ କୋହଲି ନଥିଲେ।

ଅନୁଷ୍କା ନିଜର ଚେକଅପ କରିବା ନିମନ୍ତେ ମୁମ୍ବାଇ ହସ୍ପିଟାଲ କୁ ଆସିଥିଲେ ଏବଂ ଏତ ଦ୍ଦ୍ୱାରା ଦେଖିବାକୁ ମିଳିଥିଲା ଯେ, ଅନୁଷ୍କା ଏହି ପରିସ୍ଥିତି ରେ ମଧ୍ୟ କୋଭିଡ଼ ର ସମସ୍ତ ନିୟମ କୁ ସଠିକ ଭାବରେ ପାଳନ କରିଥିଲେ। ସେ ମାସ୍କ ପରିଧାନ କରି ହଁ ହସ୍ପିଟାଲ କୁ ପ୍ରବେଶ କରିଥିଲେ ଏବଂ ଏହା ସହ ସେ ସୋସିଆଲ ଡିଷ୍ଟାନ୍ସ ର ମଧ୍ୟ ସଠିକ ଭାବରେ ପାଳନ କରିଥିଲେ ଏବଂ ଏଥିପ୍ରତି ଧ୍ୟାନ ରଖିଥିଲେ।

 

ବନ୍ଧୁଗଣ ଯଦି ଅନୁଷ୍କା ଙ୍କ ଲୁକ ସମ୍ବନ୍ଧରେ କହିବା ତେବେ ତାଙ୍କୁ ବିନା ମେକଅପ ରେ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ପ୍ରେଗନେନସି ଲୁକ ବହୁତ ମାତ୍ରା ରେ ଚର୍ଚ୍ଚା ରେ ଆସିଥିଲା।
ବନ୍ଧୁଗଣ ଏହା ବ୍ୟତୀତ ଆଉ ଥରେ ମଧ୍ୟ ଅନୁଷ୍କା ହସ୍ପିଟାଲକୁ ଚେକଅପ କରିବା ନିମନ୍ତେ ଆସିଥିବା ସମୟରେ ମିଡିଆ ତାଙ୍କୁ କ୍ୟାପଚର କରିଥିଲା ଏବଂ ଅନୁଷ୍କା ସେହି ସମୟରେ ବ୍ଲାକ ଡ୍ରେସ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ଏହାସହିତ ତାଙ୍କ ଚେହେରା ରେ ପ୍ରେଗନେନସି ଗ୍ଲୋ ମଧ୍ୟ ଦେଖିବାକୁ ମିଳିଥିଲା।

 

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅନୁଷ୍କା ଏହି ସମୟରେ ମଧ୍ୟ ମ୍ୟାଟେରନିଟି ଲିଭ ନେଇ ନଥିଲେ ଏବଂ ନିଜ ସୋ ରେ ବ୍ୟସ୍ତ ଥିଲେ। କିନ୍ତୁ ଅନୁଷ୍କା ନିଜର ଧ୍ୟାନ ବହୁତ ମାତ୍ରା ରେ ନେଇଥିଲେ ଏବଂ ରେଗୁଲାର ଯୋଗ ଏବଂ ଏକ୍ସରସାଇଜ ମଧ୍ୟ କରିଥିଲେ। ଏହା ସହିତ ସେ ନିଜର ହେଲଦୀ ଡାଏଟ ରୁଟିନ କୁ ମଧ୍ୟ ଭଲ ଭାବରେ ଫଲୋ କରିଥିଲେ।

 

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କିଛି ଦିନ ପୂର୍ବରୁ ଅନୁଷ୍କା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ନିଜର ବେବି ବମ୍ପ କୁ ଦେଖାଇଥିଲେ ଏବଂ ସେଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ଏହି ଫଟୋକୁ ତାଙ୍କ ଫାନ୍ସ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଥିଲେ।

ଅନୁଷ୍କା ଏବଂ ବିରାଟ ନିଉ ୟର ପାର୍ଟି କରୁଥିବାର ମଧ୍ୟ କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ ଏବଂ ଏହି ପାର୍ଟି ରେ ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପାର୍ଟି ରେ ଅନୁଷ୍କା ଏକ ବ୍ଲାକ ରଙ୍ଗର ଫ୍ଲୋରାଲ ଡ୍ରେସ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ। ବିରାଟ ଏବଂ ଅନୁଷ୍କା ଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା ଏବଂ ଯେଉଁଥିରେ ଏହି ଦୁଇ ଯୋଡି ଏକାଠି ଖୁବ ସୁନ୍ଦର ଦେଖା ଯାଉଥିଲେ। ଅନୁଷ୍କା ବର୍ତ୍ତମାନ ନିଜର ଖୁବ ଯତ୍ନ ନେଉଛନ୍ତି ଏବଂ ବନ୍ଧୁଗଣ ଏହି ଯୋଡି ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *