ଲାଜ ନକରି ସ୍ତ୍ରୀଙ୍କ ସହିତ କରନ୍ତୁ ଏହି 1 କାମ, ନହେଲେ ସାରା ଜୀବନ ପସ୍ତେଇବେ- Chanakya Niti

ଆସନ୍ତୁ ଏହି ଲେଖା ଦ୍ଵାରା ଜାଣିବା ନିଜର ପତ୍ନୀଙ୍କ ସହ ବେଶରମ ହୋଇ କିଛି କାମ କରିବା ଉଚିତ । ଯାହା କରିବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ ସହିତ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ତାହା ପୂର୍ବରୁ ବନ୍ଧୁଗଣ ଗୋଟିଏ ମହତ ପୂର୍ଣ କଥା କହି ରଖୁଚୁ , ଯେ ଆପଣଙ୍କର ଏହି ଗୋଟିଏ ଜିନିଷ ଭୁଲରେ ବି କାହାରିକୁ ଦେବେ ନାହିଁ, ଯାହା ଦ୍ୱାରା ପୁରା ପରିବାର ଭିକାରି ହୋଇଯାଏ । ଦାନ କରିବା ସେମିତିରେ ବଡ ପୂଣ୍ୟ କାମ । ଏହାର ଫାଇଦା ବି ଅନେକ କୁହାଯାଇଛି , କିନ୍ତୁ ଦାନ କଲା ସମୟରେ ସବୁବେଳେ ଧ୍ୟାନ ରଖନ୍ତୁ କି ଆପଣ କଣ ଦାନ କରୁଛନ୍ତି , ଆଉ ଏହାର ଆପଣଙ୍କ ଉପରେ କଣ ପ୍ରଭାବ ପଡୁଛି ।

ଅନେକ ସମୟରେ ଅଜାଣତରେ ଆମେ ଏମିତି ବସ୍ତୁ ଦାନ କରିଦେଇଥାଉ ଯାହା ଆମର କ୍ଷତି କରିଥାଏ, ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଏ । ତେବେ ଚାଲନ୍ତୁ ଜାଣିବା ସେ ସବୁ କେଉଁ ଜିନିଷ ଯାହାକୁ ଦାନ କରିବା ଦ୍ଵାରା ଆପଣଙ୍କୁ ଫାଇଦା ଜାଗାରେ କ୍ଷତି ସହିବାକୁ ପଡିପାରେ , ଆଉ ଯାହା ଆପଣଙ୍କୁ କେବେବି ଦାନ କରିବା ଉଚିତ ନୁହଁ ।

ପ୍ରଥମରେ ପିନ୍ଧୁ ଥିବା ପୁରୁଣା କପଡା , ପୁରୁଣା କପଡା କେବେବି କେଉଁ ପଣ୍ଡିତଙ୍କୁ ଦାନ କରିବା ଉଚିତ ନୁହେଁ । ଯଦି ଆପଣ ଏହି କପଡାକୁ କୌଣସି ଗରିବକୁ ଦାନ ଦେଉଛନ୍ତି ଏହା ଉଚିତ , କିନ୍ତୁ କେବେ ବି କେଉଁ ବ୍ରାହ୍ମଣ କୁ ପୁରୁଣା କପଡା ଦାନ କରିବା ଅନୁଚିତ ।

ତାପରେ ହେଉଛି ଛାଡୁ , କେବେ ବି କୌଣସି ବ୍ୟକ୍ତିଙ୍କୁ ଛାଡୁ ଦାନ କରିବେ ନାହିଁ ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି ଓ ଘରେ ଧନର ଅଭାବ ହେବାକୁ ଲାଗେ । ତେଣୁ ଛାଡୁ କେବେ ବି ଦାନ କରନ୍ତୁ ନାହିଁ  ।

ତିନିରେ ହେଉଛି ପ୍ଲାଷ୍ଟିକ ଜିନିଷ । ଘର ଉପକରଣରେ ଯଦି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଛନ୍ତି କିଛି ଖରାପ ନୁହେଁ କିନ୍ତୁ କେବେ ବି ପ୍ଲାଷ୍ଟିକର ବସ୍ତୁ ଦାନ କରନ୍ତୁ ନାହିଁ । ଏଥିରେ ବେପାରରେ ଆଉ ଆପଣଙ୍କ କ୍ଯାରିୟରରେ ଆପଣଙ୍କର କ୍ଷତି ହୋଇପାରେ । ସେହିପରି ସ୍ଟୀଲର ବାସନ , ଏମିତି କୁହାଯାଏ ଯେ ସ୍ଟୀଲ ବାସନ କେବେ ଦାନ କରନ୍ତୁ ନାହିଁ , ଏମିତି କରିବା ଦ୍ଵାରା ଘରର ସୁଖଶାନ୍ତି ଶେଷ ହୁଏ , ବିନା କାରଣରେ ଝଗଡା ଆଉ ଟେନ୍ସନ ବଢିଯାଏ ।

ଖାଇବା ଜିନିଷ କାହାରୀକୁ ଦାନ କରିବା ବହୁତ ପୂଣ୍ୟ ବୋଲି ବୁଝାଯାଏ , କିନ୍ତୁ କେବେ ବି କାହାରୀକୁ ଖରାପ ହୋଇଯାଇଥିବା ଖାଇବା ଦାନ କରନ୍ତୁ ନାହିଁ , ଏହା ବହୁତ ବଡ ଭୁଲ । ମନେ ରଖିଥାନ୍ତୁ ଆପଣ ଯେଉଁ ଖାଇବା ଖରାପ ବୋଲି ଖାଇପାରୁ ନାହାନ୍ତି ତାକୁ କେବେ ଅନ୍ୟକୁ ଦାନ କରନ୍ତୁ ନାହିଁ । ଆପଣ ଏମିତି କରିବା ଦ୍ଵାରା ଠାକୁର ଆପଣଙ୍କ ଉପରେ ରାଗିଯିବେ ।

ଧାରୁଆ ଜିନିଷ କେବେ କାହାରୀକୁ ଦାନରେ ଦେବା ଉଚିତ ନୁହେଇନ , ଏହା ଦ୍ଵାରା ଲୋକଙ୍କ ଭିତରେ ଟେନ୍ସନ ରହିବା ସହ ପରିବାରରେ ଝଗଡା ସୃଷ୍ଟି ହୁଏ ।

ବ୍ୟବହାର ହୋଇ ସାରିଥିବା ବାସି ତେଲ । ଆପଣ ବହୁ ସମୟରେ ଲୋକମାନଙ୍କୁ ତେଲ ଦାନ କରୁଥିବାର ଦେଖିଥିବେ । ତେଲ ଦାନ କରିବା ତ ଅତି ସୁନ୍ଦର କଥା , କିନ୍ତୁ ବ୍ୟବହାର ହୋଇଥିବା ତେଲ, ଖରାପ ତେଲ ଦାନ କରିବା ବହୁତ ବଡ ଭୁଲ ।

ଆସନ୍ତୁ ଏବେ ଜାଣିବା ବେଶରମ ହୋଇ କରିବା କେଉଁ କାମ ଯାହା ଦ୍ୱାରା ସଫଳତା ନିଶ୍ଚିତ ମିଳିବ । ଆପଣ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀ ଙ୍କୁ ପ୍ରେମ କରନ୍ତୁ ପ୍ରେମଭରା ବାର୍ତ୍ତାଳାପ କରନ୍ତୁ ଓ ଶାରୀରିକ ସମ୍ବନ୍ଧ ମଧ୍ୟ ରଖନ୍ତୁ । ଏମିତି ନ କରିବା ଦ୍ଵାରା ସେମାନଙ୍କ ମଝିରେ ଅନ୍ୟ କେହି ବାହାର ପୁରୁଷ ବା ମହିଳା ନିଜର ଜାଗା ନେଇପାରନ୍ତି , ତେଣୁ ସମ୍ବନ୍ଧ ବେଳେ ସ୍ଵାମୀ ସ୍ତ୍ରୀଙ୍କୁ ବିଲକୁଲ ଲାଜ କରିବା ଉଚିତ ନୁହେଁ , ବିନା କିଛି ଚିନ୍ତାରେ ପତି ପତ୍ନୀ ନିଜ ଭିତରେ ପ୍ରେମ କରିବା ଉଚିତ । ଏଥିରେ ଜଣଙ୍କର ଭଲ , ସ୍ଵାମୀକୁ ନିଜ ସ୍ତ୍ରୀ ଠାରୁ ପ୍ରେମ ମାଗିବାରେ କେବେ କୁଣ୍ଠାବୋଧ କରିବା ଉଚିତ ନୁହେଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *