ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭିରେ ନ୍ୟୁଜ ନିଶ୍ଚୟ ଦେଖିଥିବେ । ନ୍ୟୁଜ କହୁଥିବା ସାମ୍ବାଧିକ ମାନେ ଏକ ନିଆରା ଢଙ୍ଗରେ ନ୍ୟୁଜ ପଢିଥାନ୍ତି ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।
ବନ୍ଧୁଗଣ ସାମ୍ବାଧିକ ହେବାକୁ ହେଲେ ବହୁତ ପାଠ ପଢିବାକୁ ପଡିଥାଏ ଓ ଏହି ଚାକିରି ପାଇଁ ଅଭିଜ୍ଞାତାର ମଧ୍ୟ ବିଶେଷ ଆବଶ୍ୟକତା ପଡିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ସାମ୍ବାଧିକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ବର୍ଷରେ ବହୁତ ଭଲ ନ୍ୟୁଜ ପଢୁ ଛନ୍ତି । ଏହି କୁନି ସାମ୍ବାଧିକ ଜଣକଙ୍କ କୌଣସି ଅଭିଜ୍ଞାତା ନାହିଁ ହେଲେ ସେ ଯେଉଁ ଭଳି ଢଙ୍ଗରେ ନ୍ୟୁଜ ପଢୁଛନ୍ତି ତାକୁ ଦେଖି ଲୋକମାନେ ବହୁତ ଖୁସି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହ ଭି-ଡି-ଓରେ ଏକ କୁନି ଝିଅଟି ସାମ୍ବାଧିକଙ୍କ ପରି ନ୍ୟୁଜ ପଢୁଛି । ଝିଅଟିର ନ୍ୟୁଜ ପଢିବାରେ ଢଙ୍ଗ ମଧ୍ୟ ବହୁତ ନିଆରା ରହିଛି । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଝିଅର ନାମ ହେଉଛି ଅନୋଖି ଶର୍ମା । ଝିଅଟିର ଘର ହେଉଛି ବାରିପଦାରେ ।
ଝିଅଟି ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ନ୍ୟୁଜ କହୁଛି । ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ପୁଅ ତେମୁର ଖାନଙ୍କ ବିଷୟରେ ଝିଅଟି କହୁଛି । ଏହା ସହିତ ସେ ବଲିଉଡ ଅଭିନେତା ଅମିତାବ ବଚ୍ଚନଙ୍କ ବିଷୟରେ ମଧ୍ୟ କହୁଛି । କରୋନା ବିଷୟରେ ମଧ୍ୟ ଝିଅଟି ବହୁତ ଭଲ ଖବର ଦେଉଛି ।
ଝିଅଟି ନାସା, ମଙ୍ଗଳ ଗ୍ରହ ଓ ଏଲିୟେନ ମାନଙ୍କ ବିଷୟରେ ମଧ୍ୟ ବହୁତ ଭଲ ଖବର କହୁଛି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭି-ଡି-ଓକୁ ଦେଖି ଉପଭୋଗ କରୁଛନ୍ତି । କେତେକ ଲୋକ କୁନି ଝିଅର ଏହି ସବୁ କଥା ଗୁଡିକ ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ।
କାରଣ ଗୋଟିଏ ସୁଟିଙ୍ଗରେ ଝିଅଟି ନନଷ୍ଟପ କହି ଚାଲିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ସାମ୍ବାଧିକଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯଦି ଆପଣଙ୍କୁ ଏହି କୁନି ସାମ୍ବାଦିକାଙ୍କ ନ୍ଯୁଜ ରୀଡିଂ ଭଲ ଲାଗିଥାଏ , ଗୁଡ ବୋଲି ନିଶ୍ଚୟ କମେନ୍ଟ କରିବେ । ଧନ୍ୟବାଦ ।