ବନ୍ଧୁଗଣ, ମା’ ନିଜ ସନ୍ତାନ କୁ ପ୍ରାଏ ୯ ମାସ ୯ ଦିନ ଗର୍ଭରେ ରଖି ତାହାର ଯତ୍ନ ନେଇ ଶିଶୁଟିକୁ ଦିନେ ଜନ୍ମ ଦେଇଥାଏ । ଶିଶୁଟିଏ ଜନ୍ମ ହେଲାପରେ ବିଭିନ୍ନ ପ୍ରକାରର ସ୍ଥିତି କୁ ଜଗି ରଖି ମା ଜଣକ ନିଜ ସନ୍ତାନ କୁ ଛୋଟରୁ ବଡ କରିଥାଏ । ମାତ୍ର ସେହି ଶିଶୁ ଜଣକ ଜନ୍ମ ଠାରୁ ବଡ ହେବା ପର୍ଯ୍ୟନ୍ତ ଯେଉଁ ସବୁ ଗତି ମଧ୍ୟ ଦେଇ ଅତିବାହିତ କରିଥାଏ, ତାହା ଜଣେ ମା’ ପାଇଁ ବହୁତ ଆନନ୍ଦ ର ସମୟ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ମଜାଦାର କଥା କହିବାକୁ ଯାଉଅଛୁ, ଯାହାକୁ ଶୁଣି ଆପଣଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଉଠିବ ।
ଆସନ୍ତୁ ତେବେ ଜାଣିବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏଠାରେ ଜଣେ ଶିଶୁ ନିଜ ମା’ ଙ୍କୁ ଅନୁରୋଧ କରି କହୁଅଛି;- “ମୁଁ ଟିକେ ଆସେ, ମା ପଚାରୁଛନ୍ତୁ କାହିଁକି ? ପୁନର୍ବାର ଶିଶୁ କନ୍ୟାଟି କହୁଅଛି ମୁଁ ଟିକେ ଆସେ, ପୁନର୍ବାର ମା’ ପଚାରନ୍ତି କଣ ପାଇଁ ତତେ ପଚାରୁଛି ନା ? କୁନି ଝିଅଟି କହୁଛି ମୁଁ ଟିକେ ଦେଖି ଆସେ କିଏ କାମ କରୁଛନ୍ତି ମୁଁ ଟିକେ ଦେଖି ଆସେ, ଶିଶୁଟିର ମା ପୁଣିଥରେ କୁହନ୍ତି ଯେ, କାହିଁକି ଯିବୁ ?
ଝିଅଟି ବିକଳ ହୋଇ କହୁଛି ମୁଁ ଟିକେ ଆସେ ଆସେ, ଏହିଭଳି ବାରମ୍ବାର ଭାବରେ ନିଜ ମା’ଙ୍କୁ କହି ମନେଇ ଚାଲିଛି । ମା ଜଣକ କୁହନ୍ତି ସେମାନେ ତ ସେଠାରେ କାମ କରୁଛନ୍ତି ତୁ କାହିଁକି ଯିବୁ ସେଠାକୁ ଦେଖି ? କୁନି ଝିଅଟି ଯେତେ ପଚାରିଲେ କଣ ହେବ ଆଜ୍ଞା ସେ ନିଜର କଥା କହି ଚାଲିଛି ମୁଁ ଟିକେ ଆସେ ମୁଁ ଟିକେ ଆସେ । ମା ଜଣକ ବାରମ୍ବାର କୁହନ୍ତି ତତେ ପଚାରୁଛି ନା କଣ ପାଇଁ ଯିବୁ ?
ଏହିଭଳି ମା’ ଏବଂ ଝିଅ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ସମସ୍ତ କଥାକୁ କୁନି ଝିଅଟିର ମମତାମୟୀ ମା’ ନିଜ ମୋବାଇଲ ରେ ଶୁ-ଟି-ଙ୍ଗ କରି ସୋ-ସି-ଆ-ଲ ମି-ଡି-ଆ- ରେ ଛାଡିଛନ୍ତି । ଏହି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁଳ ଭାବରେ ଚର୍ଚ୍ଚା ର ବିଷୟ ପାଲଟି ଯାଇ ସାରିଛି । ଲୋକେ ଏହି ଦୃଶ୍ୟ କୁ ଦେଖିବା ପରେ ହସି ହସି ଗଡି ଯାଉଛନ୍ତି । ବନ୍ଧୁଗଣ ଏହି ହାସ୍ୟଦାର ଭିଡିଓ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।