ଏହି କୁନି ପିଲାଟିର କଥା ଶୁଣିଲେ ଆପଣ ହସି ହସି ବେଦମ ହେଇଯିବେ, ଥରେ ଦେଖନ୍ତୁ ଏହି Video, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡି-ଆ ରେ ଅନେକ କିଛି ଭି-ଡି-ଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆ-ଲ ମି-ଡି-ଆ ରେ କେତେବେଳେ କୌଣସି ଅ-ଘ-ଟଣ କୁ ନେଇ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭି-ଡି-ଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ଓ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି ।

ଯାହାକୁ ଦେଖି ଦର୍ଶକ ମାନେ ହସି ହସି ବେଦମ ହୋଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଗତ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆ ରେ ଗୋଟିଏ କୁନି ଝିଅ ଟି ର ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ସେହି କୁନି ଝିଅ ଟି ଭି-ଡି-ଓ ରେ ଯାହା କହୁଛି ଆପଣ ତାହା ଶୁଣିଲେ ନିଜ ହସ କୁ ରୋକି ପାରିବେ ନାହିଁ । କୁନି ଝିଅ ଟି କହୁଛି ‘ଆଜିକାଲି ର ସମୟ ରେ ବହୁତ ଫ୍ୟାମିଲି ପ୍ରବ୍ଲେମ ଦେଖିବାକୁ ମିଳୁଛି । ସେଥିରୁ ମୁଖ୍ୟ ସମସ୍ୟା ହେଉଛି ସ୍ୱାମୀ ସ୍ତ୍ରୀ ଙ୍କ ଝଗଡ଼ା ।

ତେଣୁ ନିଜ ସ୍ୱାମୀ ଙ୍କୁ ସ୍ପେଶାଲ ଫିଲ କରାନ୍ତୁ । ଆପଣଙ୍କ ସ୍ୱାମୀ ଶୋଇଥିବା ବେଳେ ତାଙ୍କୁ ଗେଲ କରି ଉଠାନ୍ତୁ । ଏହାପରେ ବି ଯଦି ସେ ନ ଉଠିବେ ତେବେ ସିଧା ଖଟ ତଳକୁ ପକାଇ ଦିଅନ୍ତୁ । ‘ ଏହିପରି କିଛି କୁନି ଝିଅ ଟି ମଜାଦାରିଆ ଢଙ୍ଗ ରେ ଭି-ଡି-ଓ ରେ କହୁଥିବାର ନଜର ଆସିଛି । ଏହି ଭି-ଡି-ଓ କୁ ଦେଖି ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ନିଜ ହସ କୁ ରୋକି ପାରୁ ନାହାନ୍ତି ।

କୁନି ଝିଅ ଟି ର ଏହି ଭି-ଡି-ଓ ରେ କଥା ଶୁଣିବା ବହୁତ ମଜାଦାର ଲାଗୁଛି । ଅନେକ ଲୋକ ଏହି କୁନି ପିଲା ଟି ର ଭି-ଡି-ଓ କୁ ନିଜ ଷ୍ଟେଟସ ଓ ଷ୍ଟୋରୀ ରେ ମଧ୍ୟ ସେୟାର କରୁଛନ୍ତି । ଆପଣ ମାନେ ମଧ୍ୟ ଏହି କୁନି ଝିଅ ଟି ର ଭି-ଡି-ଓ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ସେହି ଭି-ଡି-ଓ ରେ କୁନି ଝିଅ ଟି ର ମଜାଦାରିଆ କଥା କିପରି ଲାଗିଛି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *