କୁନି ପିଲାଟିର ମଜାଦାର କଥା ଶୁଣିଲେ ଆପଣ ହସି ହସି ଗଡ଼ିଯିବେ, ଯାହା ସୋସିଆଲ ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡି-ଆ- ରେ ଅନେକ କିଛି ଭି-ଡି-ଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆ-ଲ ମି-ଡି-ଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ- ରେ ଭା-ଇ-ରା-ଲ ହୋଇଛି । ଯାହାକୁ ଦେଖି ଦର୍ଶକ ମାନେ ନିଜ ହସକୁ ରୋକିପାରୁ ନାହାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଛୋଟ ବେଳେ କୁନି ପିଲା ମାନେ ପାଠ ନ ପଢ଼ିବା ପାଇଁ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି । ସେମାନଙ୍କ ଅଳି ଅଝଟ ଦେଖିବାକୁ ଖୁବ ମଜା ମଧ୍ୟ ଲାଗିଥାଏ । ତେବେ କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆ- ରେ ସେହିପରି ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ସେହି ଭି-ଡି-ଓ- ରେ ଜଣେ କୁନି ଝିଅ ଟି ପାଠ ପଢ଼ିବନି ବୋଲି ନିଜ ମାଆ ସାମ୍ନା ରେ କାନ୍ଦି କାନ୍ଦି ପ-ରି-ସ୍ରା ଯିବ ବୋଲି କହୁଥିଲା ।

କିନ୍ତୁ ସେହି କୁନି ଝିଅ ଟି ର ମାଆ ଯେତେବେଳେ ତାକୁ ମନା କରିଦେଲା ସେ ନିଜର ଦୁଇ କୁନି କୁନି ହାତକୁ ଯୋଡ଼ି ତା’ ମାଆ କୁ ଅନୁରୋଧ କରୁଥିଲା । ଯାହାକୁ ଦେଖି ଦର୍ଶକ ମାନେ ହସି ହସି ଗଡ଼ି ଯାଉଛନ୍ତି । ଏହି ଭି-ଡି-ଓ- ରେ ସେହି କୁନି ଝିଅ ଟି ର ଖନେଇ ହୋଇ କଥା କହିବା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ସୋ-ସି-ଆ-ଲ ମି-ଡି-ଆ- ରେ ଭା-ଇ-ରା-ଲ ହୋଇଥିବା ଏହି ଭି-ଡି-ଓ- କୁ ଦେଖିବା ପରେ ଅନେକ ଲୋକ ନିଜ ହ୍ଵା-ଟ୍ସ-ଆ-ପ ଷ୍ଟେ-ଟସ ଓ ଷ୍ଟୋରୀ ରେ ସେ-ୟା-ର ମଧ୍ୟ କରୁଛନ୍ତି ।

ଏହି କୁନି ଝିଅ ଟି ର ଭି-ଡି-ଓ ଦେଖି ଦର୍ଶକ ମାନେ ଖୁବ ଆନନ୍ଦ ଉଠାଉଛନ୍ତି ଏବଂ ସେହି କୁନି ପିଲାଟି କୁ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଭି-ଡି-ଓ- କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣଙ୍କୁ କୁନି ଝିଅ ଟି ର ଏହି ଭି-ଡି-ଓ କିପରି ଲାଗିଲା ଆମକୁ ନିଶ୍ଚିତ ଭାବରେ କମେନ୍ଟ କରିବେ ।

Leave a Reply

Your email address will not be published. Required fields are marked *