ଏହି କୁନି ପିଲାଟି ଗାଉଛି ଏମିତି ଗୀତ, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ସୋସିଆଲ ମିଡିଆର ଅଧିକାଂଶ ବ୍ୟବହାର ମନୋରଞ୍ଜନ ପାଇଁ କରାଯାଉଛି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ ଏବଂ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହା ଦେଖି ପାରନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ପିଲା ମାନଙ୍କର କଥା ବହୁତ କୌତୁହଳ ପୂର୍ଣ୍ଣ ହୋଇଥାଏ ।

ଦେଖିବାକୁ ଗଲେ କୁନି ପିଲା ମାନଙ୍କର ପ୍ରତ୍ୟକ କାର୍ଯ୍ୟକଳାପ ବେସ୍ ମନ ଛୁଆଁ ହୋଇଥାଏ । ୟୁଜର୍ସ ମାନେ ଛୋଟ ପିଲାଙ୍କର ଭିଡିଓ ଦେଖି ବେସ ମଜା ନିଅନ୍ତି । ଛୋଟ ଛୁଆଙ୍କ ବଦମାସୀ ହେଉ କି କିଛି କାର୍ଯ୍ୟ ହେଉ ତାହା ବେସ ସୁନ୍ଦର ଲାଗିଥାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ କୁନି ଛୁଆର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଏହି ଭିଡିଓରେ ଏକ କୁନି ଛୁଆ ବଲିଉଡ ଫିଲ୍ମ ‘କଳିଯୁଗ’ର ଲୋକପ୍ରିୟ ଗୀତ ‘ଜିଆ ଧଡକ ଧଡକ’ ଗୀତ ଗାଉଥିବାର ନଜର ଆସୁଛି । ବନ୍ଧୁଗଣ ଛୁଆଟି ଗୀତଟିକୁ ଏମିତି ଗାଉଛି ଯାହା ଦେଖିଲେ ଲୋକ ମାନେ ନିଜ ହସ ରୋକିପାରୁ ନାହାନ୍ତି । ଛୁଆଟି ଏକ ନିଆରା ଢଙ୍ଗରେ ଗୀତ ଗାଇବା ସହ ଏକ ଅଜବ ଡ୍ୟାନ୍ସ କରୁଛି ।

ଆପଣ ମାନେ ଏହି ଭିଡିଓରେ ଛୁଆଟି ଡ୍ୟାନ୍ସ ଦେଖୁ ପାରୁ ଥିବେ । ବର୍ତ୍ତମାନ ଏହି ଛୁଆଟି ସୋସିଆଲ ମିଡିଆରେ ନିଜ ଗୀତ ପାଇଁ ବହୁତ ଚର୍ଚା ଅଛି ଓ ଲୋକମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କୁନି ଛୁଆର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *