ରେଖାଙ୍କ କୋଳରେ ବସିଥିବା ଏହି କୁନି ପିଲାଟି Bollywood ର ଜଣେ ପପୁଲାର ହୀରୋ, ଫିଲ୍ମ ନ ମିଳିବା ସତ୍ବେ ବି ଝିଅମାନେ ୟାଙ୍କର ଦିବାନୀ, ଜାଣି ପାରିଲେ କିଏ ?

ବନ୍ଧୁଗଣ ଫିଲ୍ମ ଦୁନିଆ ସହ ଜଡିତ କିଛି ଷ୍ଟାର ମାନଙ୍କର ଫୋଟୋ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ଷ୍ଟାର ମାନେ କେବେ ନିଜ ପରିବାର ସହ ତ ଆଉ କେବେ କୋ-ଷ୍ଟାର ଙ୍କ ସହ ମଜାଦାର ଫୋଟୋ ସେୟାର କରିଥାନ୍ତି । ବଲିଉଡ କଳାକାରଙ୍କର ଛୋଟ ବେଳର ଫୋଟୋ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । ଏହାରି ମଧ୍ୟରେ ହିନ୍ଦୀ ସିନେମାର ସଦାବାହାର ଅଭିନେତ୍ରୀ କୁହାଯାଉଥିବା ରେଖା ଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ସେ ଗୋଟେ ପିଲା ସହ ନଜର ଆସୁଛନ୍ତି । କହି ରଖୁଛୁ ଏହି ପିଲାଟି ଏବେ ବଡ ହୋଇ ବଲିଉଡର ନାମିଦାମି ଷ୍ଟାରଙ୍କ ମଧ୍ୟରେ ଅନ୍ୟତମ ଅଟେ । ତେବେ ଆସନ୍ତୁ ଜାଣିବା ଭାଇରାଲ ହୋଇଥିବା ଫୋଟୋରେ ଥିବା ପିଲାଟି କିଏ ?  ବ୍ଲାକ ଆଣ୍ଡ ୱ୍ହାଇଟ ଫୋଟୋରେ ଦେଖାଯାଉଛି କି ରେଖା ମେକପ ନେଇ ମଧ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ତାଙ୍କର ବଡ ବଡ ଆଖି ତାଙ୍କ ସୁନ୍ଦରତା କୁ ଆହୁରି ଦୁଇ ଗୁଣା କରି ଦେଉଛି ଏହି ଫୋଟୋରେ ନଜର ଆସୁଛି । ସବୁଠାରୁ ମଜାଦାର କଥା ହେଉଛି ଆଜି ବି ଅଭିନେତ୍ରୀ ରେଖାଙ୍କ ଠାରେ କିଛି ବି ଅଭାବ ନାହି । ଯେବେ ବି ସେ କ୍ୟାମେରା ଆଗକୁ ଆସିଥାନ୍ତି ଫ୍ୟାନ୍ସ ତାଙ୍କର ସୁନ୍ଦରତାର ତାରିଫ କରିଥାନ୍ତି ।

ଫୋଟୋରେ ରେଖାଙ୍କ ସହ ଗୋଟେ ଛୋଟ ପିଲା ନଜର ଆସୁଛି । ବର୍ତ୍ତମାନ ସେ ଛୋଟ ପିଲାଟି ବଡ ହୋଇ ସାରିଛି ଓ ନିଜର କ୍ଯାରିୟରରେ ଅନେକ ଫିଲ୍ମରେ କାମ କରି ସାରିଛନ୍ତି । ଯଦି ଆପଣ ବି ଏହି ପିଲାକୁ ଚିହ୍ନି ପାରିଲେ ନାହି ତେବେ ଆସନ୍ତୁ ଆମେ ଆପଣଙ୍କୁ କହିଦେବୁ ଏହି ନିରୀହ ପିଲାଟି କିଏ ?

କହି ରଖୁଛୁ ଏହି ସରଳ ପିଲାଟି ଆଉ କେହି ନୁହେଁ ବରଂ ବଲିଉଡର ଜଣାଶୁଣା ଅଭିନେତା ଯୁଗଲ ହଂସରାଜ ବତୋର ଚାଇଲ୍ଡ ଆର୍ଟିଷ୍ଟ ଅନେକ ଫିଲ୍ମ ରେ କାମ କରି ସାରିଛନ୍ତି । ବର୍ତ୍ତମାନ ଯୁଗଲ ଅନେକ ସମୟ ହେବ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି । ଯୁଗଲ ନିଜ କ୍ଯାରିୟରରେ “ମୋହବତେ, ସଲାମ ନମସ୍ତେ, ଆଜା ନଚଲେ, ପାପା କେହତେ ହେ” ଭଳି ଫିଲ୍ମ ରେ କାମ କରିଛନ୍ତି ।

ଯୁଗଲ ମ୍ୟାରେଜ ପରେ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି । ଯୁଗଲ ହଂସରାଜ 2004ରେ ନିଜର ପ୍ରେମିକା ଜାସ୍ମିନଙ୍କ ସହ ବିବାହ କରିହନ୍ତି । ଦୁହିଙ୍କର ଗୋଟେ ପୁଅ ଅଛି ଯାହାର ଫୋଟୋ ସେମାନେ ସେୟାର କରିଥାନ୍ତି । ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି ଓ ସୋସିଆଲ ମିଡିଆ ଜରିଆରେ ନିଜର ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ଅଛନ୍ତି ।

ସବୁଠାରୁ ମଜାଦାର କଥା ହେଉଛି କି ଯୁଗଳ ହଂସରାଜ ଆଜି ବି କୌଣସି ହ୍ୟାଣ୍ଡସମ ଠାରୁ କମ ଲାଗୁ ନାହାନ୍ତି । ଆଜି ବି ତାଙ୍କର ଫିମେଲ ଫ୍ୟାନ୍ସ ରେ କୌଣସି କମି ନାହି । ସେ ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ସେୟାର କରିଥାନ୍ତି ଯାହା ତାଙ୍କର ଫ୍ୟାନ୍ସ ଡିମାଣ୍ଡ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *