ମାନିନୀ ସିରିଏଲ ର କୁନି ମାନିନୀ ର ଡ୍ୟାନ୍ସ ଦେଖିଲେ ଆପଣ ବି ହେଇଯିବେ ଦିବାନା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି । କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ । ତେବେ ସେହି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ ସେଥି ମଧ୍ୟରୁ ସାର୍ଥକ ଟିଭି ରେ ପ୍ରସାରିତ ହୋଇଥିବା ମାନିନୀ ଧାରାବାହିକ ଅନ୍ୟତମ ।

ତେବେ ଏହି ଧାରାବାହିକ ରେ ମାନିନୀ ଚରିତ୍ର ରେ ଉପାସନା ଭଦ୍ରା ମହାନ୍ତି ଅଭିନୟ କରିଥିଲେ ଏବଂ ପରେ ସୁଇଟି ଏହି ଚରିତ୍ର ରେ ଅଭିନୟ କରିଥିଲେ । ତେବେ ଏହା ସହ ମାନି ଚରିତ୍ର ଅର୍ଥାତ ମାନିନୀ ଙ୍କ ର ଝିଅ ଭୂମିକା ରେ ଅଭିନୟ କରିଥିଲେ ନିଶିତା ପ୍ରିୟଦର୍ଶିନୀ । ତେବେ ଆସନ୍ତୁ ତାଙ୍କ ବିଷୟ ରେ କିଛି ଆଲୋଚନା କରିନେବା ।

ତେବେ ନିଶିତା ପ୍ରିୟଦର୍ଶିନୀ ଏହି ମାନିନୀ ଧାରାବାହିକ ରେ ବାଲ୍ୟ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେ ମାନି ଚରିତ୍ର ରେ ଅର୍ଥାତ ମାନିନୀ ଙ୍କ ଝିଅ ଏବଂ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିଲେ । ତେବେ ସେ ଏତେ ଅଳ୍ପ ବୟସରେ ସେ ଏତେ ସୁନ୍ଦର ଅଭିନୟ କରିଥିଲେ କି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ନିଜର ଏକ୍ସପ୍ରେସନ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ ।

ତେବେ ସେ ବହୁତ ଭଲ ଅଭିନେତ୍ରୀ ସହ ଜଣେ ଭଲ ଡାନ୍ସର ମଧ୍ୟ । ତେବେ ସେ ଜ଼ୀ ଟିଭି ରେ ପ୍ରସିଦ୍ଧ ଡାନ୍ସ ଶୋ ଡାନ୍ସ ଇଣ୍ଡିଆ ଡାନ୍ସ ରେ ମଧ୍ୟ ସେ ସିଲେକ୍ଟ ହୋଇଥିଲେ । ତେବେ ବର୍ତ୍ତମାନ ସେ ବହୁତ ବଡ଼ ହୋଇଗଲେଣି ଏବଂ ନିଜର ପାଠ ପଢ଼ାରେ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି ତେବେ ସେ ବର୍ତ୍ତମାନ ଆହୁରି ଭଲ ଅଭିନୟ ଏବଂ ବହୁତ ଭଲ ଡା-ନ୍ସ ମଧ୍ୟ କରୁଛନ୍ତି ସେ ସ୍ନା-କ ଭି-ଡି-ଓ ଏବଂ ଇଂ-ଷ୍ଟା-ଗ୍ରା-ମ ର ରିଲସ ଭି-ଡି-ଓ ରେ ସେ ସୁନ୍ଦର ସୁନ୍ଦର ଭି-ଡି-ଓ ମଧ୍ୟ ବନାଉ ଛନ୍ତି ଏବଂ ଲୋକମାନେ ମଧ୍ୟ ସେହି ସବୁ ଭି-ଡି-ଓ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଆମେ ଆଶା କରୁଛୁ କି ସେ ବହୁତ ଶୀଘ୍ର ନୂଆ ପ୍ରୋଜେକ୍ଟ ରେ ଦେଖାଦେବେ ।

Leave a Reply

Your email address will not be published. Required fields are marked *