କୁନି ଝିଅଟି କରୁଛି ଏମିତି ଆକୁଳ ନିବେଦନ, “ମତେ ଡାକ୍ତରଙ୍କ ପାଖକୁ ନେଇ ଚାଲ ନହେଲେ ମତେ ମା-ରି-ଦି-ଅ”, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଗୁଡିକ ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।

ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ନେଇ ଆସିଛୁ ଯାହା ବିଷୟରେ ଆପଣ କେବେ କଳ୍ପନା ବି କରିପାରିବେ ନାହିଁ । ଗୋଟେ ନାଗ କୁନି ଝିଅକୁ କାମୁଡିବାରୁ ତାକୁ ବ-ନ୍ଦୀ କରି ରଖିଛନ୍ତି ଝିଅର ବାପା । ନା ଖାଇବାକୁ ଦେଉଛନ୍ତି ନା ପିଇ ବାକୁ ।

ଗାଁ ଲୋକଙ୍କର ମଧ୍ୟ ଗୋଟିଏ ଜିଦ ଯେତେବେଳ ପର୍ଯ୍ୟନ୍ତ ଝିଅ ସଂପୂର୍ଣ୍ଣ ଭାବରେ ସୁସ୍ଥ ନହୋଇଛି ସେତେବେଳ ପର୍ଯ୍ୟନ୍ତ ସାପକୁ ଛଡାଯିବ ନାହିଁ । ଆପଣ ମାନଙ୍କୁ ଏହି ଘଟଣାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଂପୂର୍ଣ୍ଣ ଘଟଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ପ୍ରାୟତଃ ଏକ ମାସ ତଳେ ମଞ୍ଜୁଳା ନାମକ ଏକ କୁନି ଝିଅ ନିଜ ଘର ପାଖ ଗଛ କରୋଡରୁ ପକ୍ଷୀ ଧରୁଥିବା ବେଳେ ଏକ ନାଗ ସାପ ଆସି ତାର ହାତକୁ କା-ମୁ-ଡି ଦେଇଥିଲା । ସେହି ଦିନ ଠାରୁ ମଞ୍ଜୁଳା ବି-ଷ ଜ୍ଵ-ଳା-ରେ ହେଉଛି ଛ-ଟ-ପ-ଟ । ଯେଉଁ ଡାହାଣ ହାତକୁ ନାଗ ଚୋ-ଟ ମା-ରି-ଥି-ଲା ସେହି ହାତଟି ପ୍ରଥମେ ଫୁଲି ଯାଇଥିଲା ଓ ବର୍ତ୍ତମାନ ପଚିବାକୁ ଲାଗିଛି ।

ଚିକିତ୍ସା ଅଭାବରୁ ହାତଟି ପ-ଚି-ବା-କୁ ଲାଗିଲାଣି । ସାପ କାମୁଡିବା ପରେ ପରିବାର ଲୋକେ ଝିଅକୁ ପ୍ରଥମେ ଉବାରକୋଟ ପରେ ନବରଙ୍ଗ ପୁର ଓ ତାପରେ କୋରାପୁଟ ହସ୍ପିଟାଲକୁ ନେଇଥିଲେ । ଅବସ୍ଥା ଗୁରୁତ୍ଵର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ କହିଥିଲେ କୋରାପୁଟ ଡାକ୍ତର ।

ହେଲେ ବନ୍ଧୁଗଣ ଅର୍ଥ ଅଭାବ ହେତୁ ପରିବାର ଲୋକେ ମଞ୍ଜୁଳାକୁ ବ୍ରହ୍ମପୁର ନେଇପାରି ନଥିଲେ । ଏହି ସମ୍ପର୍କ ବିଷୟରେ ଜାଣିବା ପରେ ରାୟଘରର ବିଡିଓ ସେହି ପରିବାର ସହ କଥା ହୋଇଥିଲେ ଓ ସହାୟତାର ପ୍ରତିସୂତି ନେଇଥିଲେ ।


ଗତ ରାତିରେ ମଞ୍ଜୁଳାଙ୍କୁ ରାୟଘର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେଠାର ତାର ଚିକିତ୍ସା କରାଯାଇଛି । ଯେଉଁ ନାଗ ସାପଟି ଝିଅକୁ କା-ମୁ-ଡି ଥିଲା ତାକୁ ଏକ ପ୍ଲାଷ୍ଟିକ ପାତ୍ରରେ ବନ୍ଦ କରି ରଖାଯାଇଛି । ଝିଅ ଯେହେତୁ କିଛି ଖାଉନି କି ପିଉନି ତେଣୁ ସାପକୁ ମଧ୍ୟ କିଛି ଖାଇବାକୁ ଦିଆଯାଉ ନାହିଁ । ଯେତେବେଳେ ଝିଅ ଠିକ ହୋଇଯିବ ସେତେବେଳେ ଗାଁ ଲୋକ ସାପକୁ ସ୍ଥାନୀୟ ଜଙ୍ଗଲରେ ଛାଡିଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *