କୁମକୁମ ଭାଗ୍ଯର ଏହି ଅଭିନେତାଙ୍କ ପତ୍ନୀଙ୍କ ଆଗରେ ଫେଲ ହେଇଯିବେ ବଲିଉଡର ସବୁ ଅଭିନେତ୍ରୀ, ବିଶ୍ଵାସ ହେଉନାହିଁ ତ ଦେଖନ୍ତୁ ଫଟୋ

ଆଜିକାଲି ଲୋକ ଯେତେ ବଡ଼ ପର୍ଦାର ଆକ୍ଟରଙ୍କ ବିଷୟରେ ଜାଣିବା ପାଇଁ ତାଙ୍କୁ ଫଲୋ କରିଥାନ୍ତି ସେତିକି ହିଁ ଅଧିକ ଟିଭି ଜଗତର କଳାକାର ମଧ୍ୟ ଚର୍ଚ୍ଚାରେ ରୁହନ୍ତି  । ଟିଭିର କଳାକାରଙ୍କ କ୍ରେଜ ତ ଘରେ ଘରେ ରହିଛି । ଏହି କାରଣ ଅଟେ କି ସେ ମଧ୍ୟ ଏବେ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହନ୍ତି । କେତେକ ଲୋକ ଆପଣଙ୍କୁ ଏମିତି ମିଳିବେ ଯିଏ ଆପଣଙ୍କ ଫିଲ୍ମ ଠାରୁ ଅଧିକ ଧାରାବାହିକ ଦେଖିବାରେ ସମୟ ଦେଇଥାନ୍ତି । ଟିଭି ସିରିୟେଲରେ ନିଜର ଭଲ ଅଭିନୟ ଦ୍ୱାରା ବଲିଉଡ ଠାରୁ ଅଧିକ ଫେମଶ ହେବା ସହଜ କଥା ନୁହେଁ । ସେଇଠି କିଛି କଳାକାର ଏମିତି ବି ଅଛନ୍ତି ଯେଉଁମାନେ ଛୋଟ ଛୋଟ ଟିଭି ଧାରାବାହିକରୁ ନିଜର କ୍ୟାରିୟରର ଆରମ୍ଭ କରିଥିଲେ ଓ ଆଜି ବଲିଉଡର ବଡ଼ ଅଭିନେତା ହେଇ ସାରିଲେଣି ।

 

ଯାହା ମଧ୍ୟରୁ ଜଣଙ୍କର ଭଲ ଉଦାହରଣ ଆମେ ଆପଣକୁ ଦେଇପାରିବୁ ସୁଶାନ୍ତ ସିଂହ ରାଜପୁତ ଯିଏ କି ପ୍ରଥମେ ଟିଭିର ସିରିୟଲରେ ନଜର ଆସିଥିଲେ କିନ୍ତୁ କିଛି ସମୟରେ ସେ ବଲିଉଡରେ କେତେ ଭଲ ଫିଲ୍ମ ଦେଇସାରିଛନ୍ତି । ସୁଶାନ୍ତ ସିଂହ ରାଜପୁତ ବହୁତ ହିଁ କମ ସମୟରେ ଇଣ୍ଡଷ୍ଟ୍ରିରେ ବହୁତ ନା କରି ସାରିଲେଣି । ଠିକ୍ ଏହିପରି ଜଣେ ଆଉ ଟିଭି ଷ୍ଟାରଙ୍କ ବିଷୟରେ କଥା ହେବାକୁ ଯାଉଛୁ ।

 

ଜି ଟିଭିର ସବୁଠୁ ପପୁଲାର ଧାରାବାହିକ ଭିତରୁ ଗୋଟେ ହେଉଛି କୁମ୍ କୁମ୍ ଭାଗ୍ୟ ଯିଏକି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ଆସିଛି କିନ୍ତୁ ଲୋକଙ୍କର ଭଲ ପାଇବା ଆଜି ମଧ୍ୟ ସେତିକି ରହିଛି । ଏହି ଧାରାବାହିକରେ ମୁଖ୍ୟ ଅଭିନୟ କରୁଥିବା ଅଭିଙ୍କ ଆକ୍ଟୀଙ୍ଗରେ ଲୋକେ ପାଗଳ ଅଟନ୍ତି ଓ ସେ ବହୁତ ନା ମଧ୍ୟ କମେଇଲେଣି । ଏହି ସିରିୟଲର ଟି ଆର ପି ମଧ୍ୟ ବହୁତ ଆଗରେ ରହିଛି । କୁମ୍ କୁମ୍ ଭାଗ୍ୟ ସବୁଠୁ ଅଧିକ ଲୋକପ୍ରିୟ ଧାରାବାହିକ ଅଟେ । ଆଜି ଆମେ ଆପଣଙ୍କୁ ଏହି ଧାରାବାହିକର ପ୍ରମୁଖ କଳାକାର ବିଷୟରେ ଏମିତି କଥା କହିବାକୁ ଯେଉଁ କଥା ଆପଣ ଆଜିଯାଏ ଜାଣି ନଥିବେ ।

ଆଜ୍ଞା ହିଁ ଆମେ ଏହି ଧାରାବାହିକର ମୁଖ୍ୟ ଅଭିନେତା ଅଭିଙ୍କ ପର୍ଶନାଲ ଜୀବନ ବିଷୟରେ କହିବାକୁ ଯାଉଛୁ । ଯାହାର ରିୟଲ ଲାଇଫରେ ନାମ ସବିର ଆଲୁବାଲିଆ । ଆପଣ ଦେଖିଥିବେ ଏହି ସିରିୟଲରେ ତାଙ୍କ ପଛରେ ଝିଅମାନେ ଦିୱାନା ଅଟନ୍ତି ଓ ସେ ଜଣେ ବଡ଼ ସିଙ୍ଗରର ଭୂମିକା ପ୍ଲେ କରୁଛନ୍ତି କିନ୍ତୁ କଣ ଆପଣଙ୍କୁ ଜଣା ଅଛି ତାଙ୍କର ରିୟଲ ସ୍ତ୍ରୀ ତାଙ୍କଠୁ କମ ସୁନ୍ଦର୍ ନୁହଁନ୍ତି । ଆଜ୍ଞା ହଁ ତାଙ୍କର ସ୍ତ୍ରୀଙ୍କୁ ଦେଖିବା ପରେ ଆପଣଙ୍କର ହୋଶ ଉଡିଯିବ ।

ତାଙ୍କ ସ୍ତ୍ରୀ ବହୁତ ହିଁ ସୁନ୍ଦର୍ ଓ ଷ୍ଟାଇଲିଶ ଅଟନ୍ତି । ତାଙ୍କ ସୁନ୍ଦରତା ଆଗରେ ବଡ଼ ବଡ଼ ଅଭିନେତ୍ରୀ ଫେଲ ମାରିବେ । ଆକ୍ଟର ସବିର ଆଲୁବାଲିଆଙ୍କ ବିବାହ ଆକ୍ଟ୍ରେଶ୍ କାଞ୍ଚି କୌଲଙ୍କ ସହିତ ହୋଇଛି । ଏହି ଦୁଇ ଜଣଙ୍କର ଦୁଇଟି ସନ୍ତାନ ଅଛନ୍ତି ।

କାଞ୍ଚି କୌଲ ବି ଟିଭି ଇଣ୍ଡଷ୍ଟ୍ରିର ଗୋଟେ ଲୋକପ୍ରିୟ କଳାକାର ଅଟନ୍ତି । ନିଜର ପ୍ରେଗ୍ନେନ୍ସି କାରଣରୁ କିଛି ସମୟ ଲାଇମ ଲାଇଟରୁ ଦୂରରେ ରହିବା ପରେ ଏହି ଆକ୍ଟ୍ରେଶ୍ କମବ୍ୟାକ କରିବାକୁ ରେଡି ଅଛନ୍ତି । କାଞ୍ଚି କୌଲଙ୍କ ଜନ୍ମ ୨୪ ମେ ୧୯୮୨ ରେ ଶ୍ରୀନଗରରେ ହୋଇଥିଲା । ସେ ଜଣେ ମଡେଲ ଓ ଆକ୍ଟର ଅଟନ୍ତି । ସେ ୨୦୦୭ ରେ ନିଜର କ୍ୟାରିୟରର ଆରମ୍ଭ ଟିଭି ଆକ୍ଟ୍ରେଶ୍ ରୁପରେ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *