କୁହନ୍ତୁ ତ ମା’ କିଏ ଆଉ ଝିଅ କିଏ ? ଜଣେ 45 ବର୍ଷର ତ ଆଉ ଜଣେ 24 ବର୍ଷର, କଣ ଆପଣ ଚିହ୍ନି ପାରିଲେ ?

ବନ୍ଧୁଗଣ ସମସ୍ତ ଲୋକ ସୁନ୍ଦରତାକୁ ପସନ୍ଦ କରନ୍ତି । ସମସ୍ତଙ୍କର ଗୋଟେ ଇଛା ରହିଥାଏ ଯେ, ସେମାନେ ସବୁବେଳେ ସୁନ୍ଦର ନଜର ଆସିବେ । ସୁନ୍ଦର ଦେଖାଯିବା ପାଇଁ କେତେଜଣ ମେକପଡ଼ଟ ସାହାରା ନିଅନ୍ତୁ ତ କେତେଜଣ କିଛି ବ୍ୟୁଟି ପ୍ରଡ଼କ୍ଟସର ବ୍ୟବହାର କରନ୍ତି ।

କେତେକ ଲୋକ ସୁନ୍ଦର ଦେଖାଯିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି ହେଲେ ସେମାନେ ସୁନ୍ଦର ହୋଇପାରି ନଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ସୁନ୍ଦରତ ଉପରେ ଅଧିକ ଧ୍ୟାନ ଦେଇ ନଥାନ୍ତି ହେଲେ ବାସ୍ତବରେ ସେମାନେ ବହୁତ ସୁନ୍ଦର ନଜର ଆସନ୍ତି । ବନ୍ଧୁଗଣ ସୁନ୍ଦରତା ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରହିଥାଏ । ମଣିଷ ଯେତେବେଳେ ବୃଦ୍ଧା ଅବସ୍ତାକୁ ଗତି କରେ ସେତେବେଳେ ତାର ସୁନ୍ଦରତା କମିବାରେ ଲାଗିଥାଏ ।

ହେଲେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ବୃଦ୍ଧା ଅବସ୍ତାରେ ମଧ୍ୟ ସୁନ୍ଦର ନଜର ଆସନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମା ଝିଅର ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ଆପଣ ଦୁଇଟି ସୁନ୍ଦର ମହିଳାଙ୍କୁ ଦେଖିବାକୁ ପାଉଥିବେ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ହେଉଛି ମାତ୍ର ୨୪ ବର୍ଷ ଓ ଅନ୍ୟ ଜଣଙ୍କ ହେଉଛି ୪୫ ବର୍ଷ । ଫଟୋକୁ ଦେଖି ଏହା ମଧ୍ୟ ଲାଗୁଛି ଯେ, ସେହି ଦୁଇଜଣ ମହିଳା ଭଉଣୀ ଅଟନ୍ତି । ହେଲେ ବାସ୍ତବରେ ସେମାନେ ମା ଝିଅ ଅଟନ୍ତି ।

ଏହି ଫଟୋକୁ ଲିଜା ଗୁଲୟାବା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଲିଜା ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କ ସୁନ୍ଦରତାର ରହସ୍ୟ ଜାଣିବା ପାଇଁ ଅନେଲ ଫ୍ୟାନ୍ସ ତାଙ୍କୁ ପ୍ରଶ୍ନ କରନ୍ତି । ଗତ କିଛି ଦିନ ତଳେ ଲିଜା ନିଜ ୪୫ ବର୍ଷୀୟ ମାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ସେହି ଫଟୋକୁ ସେୟାର କରି ଲିଜା କ୍ୟାପ୍ସନରେ ଲେଖିଥିଲେ-‘ଅଧିକାଂଶ ଲୋକ ମୋର ସୁନ୍ଦରତାର ରହସ୍ୟ ବିଷୟରେ ଜାଣିବା ପାଇଁ ମତେ ଅନେକ ପ୍ରଶ୍ନ ପଚାରିଥାନ୍ତି ହେଲେ ଆପଣ ମାନେ ମୋ ୪୫ ବର୍ଷୀୟ ମାଙ୍କୁ ଦେଖି ପାରୁଥିବେ । ମୋ ମା ବର୍ତ୍ତମାନ ମଧ୍ୟ ବହୁତ ଯବାନ ଓ ସୁନ୍ଦର ନଜର ଆସୁଛନ୍ତି । ମୋର ସୁନ୍ଦରତା ପଛରେ ମୋ ଜେନିଟିକ୍ସର କମାଲ ରହିଛି’ । ଲିଜା ମାନଙ୍କ ସୁନ୍ଦରତାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ତାଙ୍କ ମାଙ୍କୁ ଦେଖି ଲାଗୁଛି ଏହି ଦୁଇଜଣ ଭଉଣୀ । ଲୋକ ମାନେ ବିଶ୍ଵାସ କରିପାରୁ ନାହାନ୍ତି ଯେ, ଏହି ଦୁଇଜଣ ମା ଝିଅ । ଲିଜାଙ୍କ ମା ବହୁତ ଅଧିକ ସୁନ୍ଦର ଓ ଯବାନ ନଜର ଆସୁଛନ୍ତି ।

ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ବହୁତ କମ ବର୍ଷରେ ଅଧିକ ବଡ ନଜର ଆସନ୍ତି । ଲିଜାଙ୍କ ମାଙ୍କୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ କାରଣ ସେ ବର୍ତ୍ତମାନ ବଡ ଥାଇ ମଧ୍ୟ ଯବାନ ନଜର ଆସୁଛନ୍ତି । ଏହି ଫଟୋରେ ଦୁଇଟି ମହିଳା ନଜର ଆସୁଛନ୍ତି । ଫଟୋର ବାମ ପାଟରେ ଲିଜାଙ୍କ ମା ଅଛନ୍ତି ଓ ଡାହାଣ ପାଟରେ ବା ଯିଏ ଫଟୋ ଉଠାଉ ଛନ୍ତି ସେ ହେଉଛନ୍ତି ଲିଜା ।

ତା ହେଲେ ବନ୍ଧୁଗଣ ଏହି ଫଟୋ ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *