କୁଆଡେ ଗଲେ ପୋଲିସ ASI Gopal Das ଙ୍କ ପରିବାର ? ଘରେ ଝୁଲୁଛି ତାଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ASI ଗୋପାଳ ଦାସଙ୍କ ଘରେ ତାଲା । ତେବେ ବର୍ତ୍ତମାନ ସମୟରେ ଏପରି କିଛି ଖବର ଶୁଣିବାକୁ ମିଳିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ gulimada କରଯାଇଥିଲା । ଯେଉଁଥିରେ ମନ୍ତ୍ରୀ ନବ ଦାସ ଅତ୍ୟନ୍ତ ଗୁରୁତର ହୋଇ ଆପୋଲୋ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାପରେ ସୂଚନା ମୁତାବକ ଖବର ଆସିଥିଲା ଏହା କିଜେ ମନ୍ତ୍ରୀ ନବ ଦାସଙ୍କର ପରଲୋକ ଘଟିଥିଲା ।

ତେବେ ମନ୍ତ୍ରୀଙ୍କୁ guli mada କରିଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ASI ପୋଲିସ କର୍ମଚାରୀ ଗୋପାଳ ଦାସ । ତେବେ ମନ୍ତ୍ରୀଙ୍କୁ guli ମ-ଆରିବା ଅଭିଯୋଗରେ ପୋଲିସ ଟିମ ଗୋପାଳକୃଷ୍ଣଙ୍କ ଉପରେ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଯାହା ଏବେ ଖବର ଆସୁଛି । ତେବେ ବ୍ରହ୍ମପୁର ସ୍ଥିତ ପୋଲିସ କର୍ମଚାରୀ ଗୋପାଳ ଦାସଙ୍କ ଘରେ ତାଲା ପଡିଛି । ତେବେ ଥାନାର ଅଧିକାରୀ ମାନଙ୍କ କହିବା ଯୋଗୁ ଗୋପାଳ ଦାସ ଙ୍କ ଘର ପରିବାର ନିଜ ଘର ଛାଡି ଚାଲିଯାଇଛନ୍ତି ।

ନା ଅନ୍ୟ କୌଣସି କାରଣରୁ ଗୋପାଳ ଦାସଙ୍କର ପରିବାର ଲୋକ ଘର ଛାଡି ଅନ୍ୟତ୍ର ପଳାଇଛନ୍ତି । ତେବେ ସୂଚନା ମୁତାବକ ଯେହେତୁ ମନ୍ତ୍ରୀ ନବ ଦାସଙ୍କୁ guli ମ-ଆରିଥିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଏକ ଅଭିଯୁକ୍ତ ଭାବରେ ମାନ୍ୟତା ଦିଆ ହୋଇଯାଇଛି । ତେବେ ଗୋପାଳଙ୍କର ଏପରି ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ପରିବାର ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିପାରେ ।

ତେବେ ହୁଏତ ମିଡିଆ ମାନେ ଗୋପାଳଙ୍କ ଘର ଆଗରେ ପଚରା ଉଚରା ପାଇଁ ଭିଡ ଜମାଇ ପାରନ୍ତି । ତେବେ ନିଜର ସୁରକ୍ଷା ନିମନ୍ତେ ଗୋପାଳ ଦାସଙ୍କ ପରିବାର ସ୍ଵ ଇଚ୍ଛାରେ ନିଜ ଘର ତାଲା ପକାଇ ଅନ୍ୟତ୍ର ଚାଲି ଯାଇଛନ୍ତି । ତେବେ ଗୋପାଳ ଦାସଙ୍କ ଶ୍ଵଶୁର ନିଜ ଝିଅ ଓ ତା’ ର ପରିବାରକୁ ଆଣି ନିଜ ଘରେ ହୁଏତ ରଖିପାରନ୍ତି ବୋଲି ଆଶା ରହୁଛି । ତେବେ ଗୋପାଳ ଦାସଙ୍କ ସ୍ତ୍ରୀ ଓ ପିଲା ଗୋପାଳଙ୍କ ଘର ଛାଡି ଗୋପାଳଙ୍କ ଶ୍ଵଶୁର ଘରେ ରହିବାର ସମ୍ଭାବନା ରହୁଛି ।

ହେଲେ ଗୋପାଳଙ୍କ ପରିବାରକୁ କୌଣସି ପୋଲିସ ଟିମ ଘର ଛାଡିବାର ପରାମର୍ଶ ଦେଇନାହାନ୍ତି ବୋଲି ସୂଚନା ମିଳିଛି । ତେବେ ମନ୍ତ୍ରୀ ନବ ଦାସଙ୍କ ଉପରେ guli mada କରାଯାଇଥିବାରୁ କ୍ରାଇମ ବ୍ରାଞ୍ଚ ଟିମର ସେହି ଘଟଣା ଉପରେ ତଦନ୍ତ ଆରମ୍ଭ ହୋଇଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *