ଦେଖନ୍ତୁ ରିଅଲ ଲାଇଫ ରେ କେମିତି ଦେଖା ଯାଆନ୍ତି କୁଆଁରୀ ବୋହୂ ସିରିୟଲ ର ଷ୍ଟାର ମାନେ, ବହୁତ ଷ୍ଟାଇଲିସ ଲାଗନ୍ତି ଶ୍ରଦ୍ଧା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘କୁଆଁରୀ ବୋହୁ’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ବହୁତ ଲୋକପ୍ରିୟତା ହାସଲ କରିଛି କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।

ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନେ ରିଅଲ ରେ କେମିତି ଦେଖା ଯାନ୍ତି ତାହା ଜାଣିଛନ୍ତି । ‘କୁଆଁରୀ ବୋହୁ’ ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ରିଅଲ ଲାଇଫରେ କେମିତି ଦେଖା ଯାନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସବିତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସବିତା । ସବିତା ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ରିଅଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି ।

ଦେବିକା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦେବିକା । ଦେବିକାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ସେ ରିଅଲ ଲାଇଫରେ ବହୁତ ସିମ୍ପଲ ଦେଖା ଯାନ୍ତି ।

ବର୍ଷା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବର୍ଷ । ଏହି ସିରିଏଲରେ ବର୍ଷା ଏକ ସଂସ୍କାରୀ ବୋହୁର ଭୂମିକାରେ ନଜର ଆସୁଛନ୍ତି  ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ନଜର ଆସନ୍ତି । ଆପଣ ମାନେ ଏହି ଫଟୋରେ ତାଙ୍କୁ ଦେଖି ପାରୁଥିବେ ।

ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶ୍ରଦ୍ଧା । ଶ୍ରଦ୍ଧା ଏହି ସିରିଏଲରେ ଏକ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ସୁନ୍ଦରତାକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ଓ ସୁନ୍ଦର ନଜର ଆସନ୍ତି ।


ବେଦିକା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବେଦିକା । ବେଦିକା ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ତାଙ୍କ ବୟସ ଅଧିକ ହୋଇଥିଲେ ମଧ୍ୟ ସେ ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ନଜର ଆସନ୍ତି । ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରୁହନ୍ତି ।

କବିତା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି କବିତା । କବିତାଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ସେ ରିଅଲ ଲାଇଫରେ ମଧ୍ୟ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

କାମିନି- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାମିନି । କାମିନିଙ୍କ ଅଭିନୟକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ସେ ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ନଜର ଆସନ୍ତି ।

ସାଇ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଇ । ସାଇ ଏହି ସିରିଏଲରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେ ରିଅଲ ଲାଇଫରେ ମଧ୍ୟ ବହୁତ ଷ୍ଟାଇଲିସ ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *