ଦେଖନ୍ତୁ Video: ହ୍ୱା-ଟ୍ସ-ଆ-ପ ରେ ଜଣେ ଶିକ୍ଷକଙ୍କୁ ଭିଡିଓ କଲ କରି ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର, ଶୁଣନ୍ତୁ ଶିକ୍ଷକ ଜଣକ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାମ୍ନା କୁ ଆସିଛି ଠ-କେ-ଇ ଓ ବ୍ଲା-କ ମେ-ଲିଂ ର ନୂଆ ତରିକା । ହ୍ଵାଟ୍ସ ଆପ ରେ ଗୋଟିଏ ଭିଡିଓ କଲ କିଭଳି ଜଣେ ଶିକ୍ଷକ ଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା ଏବଂ ଠକ ରେ ଫାସ ରେ ବାନ୍ଧିବାକୁ ଚାହିଁଥିଲା ତାହା ଜଣେ ଶିକ୍ଷକ ସ୍ୱୟଂ କହିଛନ୍ତି ।

ତେବେ ଆପଣ ମାନେ ଏହି ଠକେଇ ରୁ କିଭଳି ଭାବରେ ନିଜକୁ ବଞ୍ଚାଇବେ ସେହି ସମ୍ବନ୍ଧରେ ମଧ୍ୟ ଅବଗତ ରହିବା ଆବଶ୍ୟକ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ କଣ ରହିଛି ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଶିକ୍ଷକ ଜଣକ କହିଛନ୍ତି ଯେ, ସେ ବିଦ୍ୟାଳୟ ରୁ ଘରକୁ ଆସି ରେଷ୍ଟ କରୁଥିବା ସମୟରେ ପାଖାପାଖି ୨ଟା ବେଳେ ତାଙ୍କୁ ହ୍ଵା-ଟ୍ସ-ଆ-ପ ରେ ଏକ ଭି-ଡି-ଓ କ-ଲ ଆସିଥିଲା ।

ସେ କହିଲେ ଯେ, ତାଙ୍କୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ସମୟ ରେ କଲ କରନ୍ତି ତ ସେ ଏହା ଭାବି ସେହି ଭି-ଡି-ଓ କଲ କୁ ଉଠାଇ ଥିଲେ । କିନ୍ତୁ ଭିଡିଓ କଲ ଉଠାଇବା ପରେ ସେ ଏହା ଦେଖିଲେ ଯେ, ଗୋଟିଏ ଝିଅ ଉ-ଲ-ଗ୍ନ ଅବସ୍ଥାରେ ଛିଡ଼ା ହୋଇଛି । ଏହା ପରେ ସେହି ଝିଅ ଟି ଶିକ୍ଷକ ଙ୍କ ମୁହଁକୁ ଏଡିଟ କରି ଅ-ଶ୍ଳୀ-ଳ ଭିଡିଓ ବନାଇ ତାଙ୍କ ପାଖକୁ ସେ-ଣ୍ଡ କରିଥିଲା ।

ଏହା ପରେ ସେ ଝିଅ ଟି କହିଲା ଯଦି ପଇସା ନଦେବ ତେବେ ଏହି ଭି-ଡି-ଓ କୁ ସୋ-ସି-ଆ-ଲ ମି-ଡି-ଆ ରେ ସେ ଭା-ଇ-ରା-ଲ କରିଦେବେ । ତାପରେ ସେହି ବ୍ୟକ୍ତି ଥା-ନା କୁ ଯୋଗା ଯୋଗ କରିଥିଲେ ଏବଂ ତାଙ୍କୁ ଆପ୍ଲିକେସନ ଦେବା ନିମନ୍ତେ କୁହାଗଲା । ଯାହା ସାଇବର ସେଲ କୁ ପଠାଯିବ ଓ ଟ୍ରାକିଂ କରାଯିବ । ଏହା ପରେ ସେହି ଝିଅ ଟି ପୁଣିଥରେ କଲ କରିଲା ଏବଂ ଅସଭ୍ୟ ଭାଷା ରେ ବ୍ୟକ୍ତି ଙ୍କୁ ଗା-ଳି ଦେଇଥିଲା ।

କଥାବାର୍ତ୍ତା ରୁ ବିହାରୀ ଝିଅ ଭଳି ଲାଗୁଥିଲା ବୋଲି ଶିକ୍ଷକ କହିଛନ୍ତି । ତାଙ୍କ କହିବାନୁସାରେ ସାମ୍ନା ରୁ ଆସୁଥିବା ଭିଡିଓ କଲ କୁ ଯଦି ଆପଣ ଉଠାଇଛନ୍ତି ତେବେ ଯେଉଁ ବ୍ୟକ୍ତି ଆପଣଙ୍କୁ କଲ କରୁଛି ସେ ସ୍କ୍ରୀନ ରେକର୍ଡ ଦ୍ୱାରା ଆପଣଙ୍କ ଚେହେରା କୁ କ୍ୟାପଚର କରୁଛି ଏବଂ ଏଭଳି ଅଶ୍ଳୀଳ ଭିଡିଓ ବନାଇ ବ୍ଲାକମେଲ କରୁଛି ।

ତେଣୁ ଏଥିପ୍ରତି ପ୍ରଶାସନ ଏଭଳି ବ୍ୟବସ୍ଥା କରିବା ଆବଶ୍ୟକ ଯାହାଦ୍ୱାରା ଫେକ ଆକାଉଣ୍ଟ ଦ୍ଵାରା ହେଉଥିବା ଠକାମୀ ସମ୍ପୂର୍ଣ୍ଣ ରୂପରେ ବନ୍ଦ ହୋଇଯିବ ଏବଂ ଏହା ସହିତ ଯଦି ଆପଣଙ୍କୁ ଏଭଳି କୌଣସି ଭି-ଡି-ଓ କଲ ଆସୁଛି ତେବେ ଆପଣ କଲ ଉଠାଇବା ପୂର୍ବରୁ ସର୍ବ ପ୍ରଥମେ ନିଜ କ୍ୟାମେରା ଆଗରେ ହାତ ରଖି ବନ୍ଦ କରି ଦିଅନ୍ତ ।

କଲ ଉଠାଇବା ପରେ ଯଦି ଆପଣ ଦେଖୁଛନ୍ତି ଯେ, ସାମ୍ନା ରେ ଥିବା ବ୍ୟକ୍ତି ଆପଣଙ୍କ ଚିହ୍ନା ପରିଚୟ ର ଅଟନ୍ତି ସେତେବେଳେ ହିଁ କ୍ୟାମେରା ରୁ ହାତ ଉଠାନ୍ତୁ । ଏହା ଦ୍ବାରା ଆପଣ ଏଭଳି ସାଇବର ଠ-କା-ମୀ ର ଶି-କା-ର ରୁ ବଞ୍ଚି ପାରିବେ । ତେଣୁ ଆପଣ ମାନେ ମଧ୍ୟ ଏଭଳି ସାଇବର ଠ-କା-ମୀ ପ୍ରତି ସାବଧାନ ଓ ସତର୍କ ରୁହନ୍ତୁ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *