ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ସାପ ମାନଙ୍କର ବିଭିନ୍ନ ପ୍ରଜାତି ରହିଛି । ସେଥିମଧ୍ୟରୁ ଗୋଟେ ସାପ ହେଉଛି କିଙ୍ଗ କୋବ୍ରା । କିଙ୍ଗ କୋବ୍ରାକୁ ନାଗ ରାଜ ବୋଲି ମଧ୍ୟ କୁହାଯାଏ । ଏହି ସାପଟି ବହୁତ ଲମ୍ବା ଓ ସବୁଠାରୁ ଅଧିକ ବି-ଷ-ଧ-ର ହୋଇଥାଏ । ଏହି ସାପଟି ମଣିଷ ପାଇଁ ଘାତକ ହୋଇଥାଏ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପର ଧାର୍ମିକ ମାନ୍ୟତା ରହିଛି । ସାପକୁ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସାପର ପୂଜା ଅର୍ଚ୍ଚନା ମଧ୍ୟ କରାଯାଇଥାଏ ।
ହେଲେ ବର୍ତ୍ତମାନର ସମୟରେ ଲୋକମାନେ ସାପ ଦେଖିଲେ ମା-ରି ଦେଉଛନ୍ତି । ଲୋକମାନେ ସାପକୁ ଭୟ କରି ମା-ରି-ବା ପାଇଁ ବାଧ୍ୟ ହୋଇଯାଉଛନ୍ତି । କିନ୍ତୁ ବନ୍ଧୁଗଣ ସାପକୁ ମା-ରି-ବା ଉଚିତ ନୁହେଁ । ଯଦି ଆପଣ ନିଜ ଘରର ଆଖ ପାଖରେ ସାପ ଦେଖୁଛନ୍ତି ତା ହେଲେ ଆପଣଙ୍କୁ ବନ ବିଭାଗ ସହ ଯୋଗାଯୋଗ କରିବା ଉଚିତ । ଆପଣ ମାନେ ସମସ୍ତେ ଲୋକପ୍ରିୟ ସାପ ଧରାଳି ଏମ ଡି ଆରିଫ ମିର୍ଜାଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ଏମ ଡି ଆରିଫ ସାପ ମାନଙ୍କୁ ଉଧାର କରି ବଣରେ ଛାଡି ଦିଅନ୍ତି । ତାଙ୍କର ଏକ ଭି-ଡି-ଓ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ସେହି ଭି-ଡି-ଓରେ ଏମ ଡି ଏକ କିଙ୍ଗ କୋବ୍ରା ସାପକୁ ଉଧାର କରି ଜଙ୍ଗଲରେ ଛାଡିବା ପାଇଁ ଯାଉଛନ୍ତି । ବନ୍ଧୁଗଣ କିଙ୍ଗ କୋବ୍ରା ସାପଟି ବହୁତ ଲମ୍ବା ଓ ଭୟଙ୍କର ଦେଖା ଯାଉଛି । ଭି-ଡି-ଓରେ ଏମ ଡି କୋବ୍ରାକୁ ଜଙ୍ଗଲରେ ଛାଡିବା ପରେ କୋବ୍ରା ନିଜର କ୍ରୋ-ଧ ଦେଖାଇ ଥିଲା । କୋବ୍ରା ନିଜ ଫଣା ଟେକି ବହୁତ ସମୟ ପର୍ଯ୍ୟନ୍ତ ଏମ ଡିଙ୍କୁ ଚାହିଁ ରହିଥିଲା ।
କିଛି ସମୟ ଫଣା ବାହାର କରିବା ପାଇଁ କୋବ୍ରାଟି ଗର୍ଜନ କାଢି ଥିଲା ଯାହା ବହୁତ ଭୟଙ୍କର ଶୁଭା ଯାଉଥିଲା । ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଭି-ଡି-ଓ ପ୍ରତି ନିଜର ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭି-ଡି-ଓ ପ୍ରତି ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।