ଆତଙ୍କର ଅନ୍ୟ ନାଁ ‘ବାବା ଜଲନ୍ଧର’, ତାଲିବାନ ପାଇଁ ଯମ, ଦେଖନ୍ତୁ କିଏ ଏହି ବାବା ଜଲନ୍ଧର, ଯାହା ନାଁ ଶୁଣିଲେ ଥରହର ହୁଅନ୍ତି ତାଲିବାନୀ, ଦେଖନ୍ତୁ Video

ବନ୍ଧୁଗଣ, ତାଲିବାନ ଙ୍କ ପାଇଁ ଯ-ମ ଯାହାଙ୍କ ନାମ ଶୁଣିଲେ ଥରହର ତାଲିବାନୀ । କେହି ପଂଶିର ମାଟି ମା-ଡି-ଲେ ଲ-ମ୍ଫ ଦେଇ ଜୀବନ ନେ-ଇ ଜାଆନ୍ତି । ଆଫଗାନିସ୍ଥାନ ର ପଂଶିର ଘାଟିରେ ତାଲିବାନ ସେନା ଙ୍କୁ ନି-ପା-ତ କରି ବର୍ତ୍ତମାନ ଏହି ବ୍ୟକ୍ତି ଜଣକ ପାଲଟି ଯାଇଛନ୍ତି ମହାନାୟକ । ନାମ “ୱାହିଦ ଜଲନ୍ଦର” ଅଟେ । ସେ ବାବା ଜଲନ୍ଦର ନାମରେ ବେସ ପରିଚିତ । ପଂଶିର ଏବଂ ତାଲିବାନ ଙ୍କ ମଧ୍ୟରେ ଚାଲିଥିବା ଯୁ-ଦ୍ଧ ର ଏହି ଦାଇତ୍ଵ ନେଇଛନ୍ତି । ଅହମଦ ସାହ ମାସୁଦ ଙ୍କ ନାରଦର ଅଲିଅନ୍ସ କୋମାଣ୍ଡର ହେଉଛନ୍ତି ୱାହିଦ ।

କହିବାକୁ ଗଲେ ୱାହିଦ ହେଉଛନ୍ତି ମାସୁଦ ଙ୍କ ଡାହାଣ ହାତ । ଯାହାଙ୍କ ନାମ ଶୁଣିଲେ ଭ-ୟରେ ଥ-ର-ହ-ର ହେଉଅଛି ତାଲିବାନ ସଂଗଠନ । ପଂଶିର ଘାଟି ବାରମ୍ବାର ତାଲିବାନ ଙ୍କୁ ଏହି ପାଣି ପିଆଇ ଚାଲିଛନ୍ତି । ତାଲିବାନ ସହିତ ଲ-ଢେ-ଇ କରିବାରେ ୱାହିଦ ଙ୍କ ପାଖରେ ରହିଅଛି ୩୫ ବର୍ଷ ର ଅଭିଜ୍ଞତା । ପଂଶିର ରେ ତାଲିବାନୀ ଙ୍କ ସହିତ ଲଢିବାରେ ସେ ମାହିର । ନର୍ଦନ ଆଲିଆନ୍ସ ର କହିବା ଅନୁଯାୟି ଅଳ୍ପ ଘଣ୍ଟା ମଧ୍ୟରେ ସେ ୫୦୦ ତାଲିବାନୀ ଙ୍କୁ ନି-ହ-ତ କରି ରେକର୍ଡ କରିଛନ୍ତି ।

ତାଙ୍କ ଭ-ୟ-ରେ ଅନେକ ତା-ଲି-ବା-ନୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ପଂଶିର ଘାଟି ରେ ତାଲିବାନୀ ଙ୍କୁ ଆଣ୍ଠେଇବା ନିମନ୍ତେ ବାଧ୍ୟ କରିଥିବା କମାଣ୍ଡର ୱାହିଦ ଜଳନ୍ଦର ଙ୍କୁ ପୁନର୍ବାର ପଂଶିର ବଞ୍ଚାଇବା ନିମନ୍ତେ ଦାଇତ୍ଵ ଦେଇଛି ନର୍ଦନ ଆଲିଏନ୍ସ । ବାବା ଦାଇତ୍ଵ ନେବା ପରେ ଯୁ-ଦ୍ଧ ଜୋରଦାର ହୋଇଅଛି । ୧୦୦୦ ରୁ ଅଧିକ ତାଲିବାନୀ ଙ୍କୁ ବ-ନ୍ଧି କରାଯାଇଥିବା ଦାବି କରିଅଛି ପଂଶିର ର ରେଜିଷ୍ଟାନ୍ସ ଫୋର୍ସ ।

କେବଳ ଏତିକି ନୁହେଁ ବରଂ ଏହା ସହିତ ବହୁ ଆ-ତ-ଙ୍କ-ବା-ଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଅଛି । ଆଫଗାନିସ୍ଥାନ ଙ୍କୁ ତାଲିବାନ ଦଖଲ କରିବା ପରେ ପଂଶିର ରେ ଜୋରଦାର ଲ-ଢେ-ଇ ଜାରି ରହିଅଛି । ପଂଶିର କୁ କବଜା କରିଥିବା ତାଲିବାନ କହୁଥିବା ବେଳେ ପଂଶିର ରେଜିଷ୍ଟାଣ୍ଟ ଫୋର୍ସ ର ନେତା ଅମୃଲ୍ଲା ସାଲେ ଏହାକୁ ଖାରଚ କରିଛନ୍ତି । ପଂଶିର ରେଜିଷ୍ଟାଣ୍ଟ ଫୋର୍ସ ର ନେତୃତ୍ଵ ନେଉଛନ୍ତି ଆହମଦ ମାସୁଦ ଏବଂ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମୃଲ୍ଲା ଶାଲି ।

୧୯୯୬ ରୁ ୨୦୦୧ ମସିହା ମଧ୍ୟରେ ଯେତେବେଳେ ଆଫଗାନୀସ୍ଥାନ ଉପରେ ତାଲିବାନ କବଜା କରିଥିଲା, ସେହି ସମୟରେ ମଧ୍ୟ ପଂଶିର ଘାଟି କୁ ତାଲିବାନ ନିଜ ଅଧୀନ କୁ ନେଇ ପାରି ନଥିଲା । ବନ୍ଧୁଗଣ ଏହି ମାମଲା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *