ବନ୍ଧୁଗଣ ଆମେ ମାନେ ସମସ୍ତେ ରାତିରେ ଶୋଇବା ପରେ ନିଶ୍ଚୟ କିଛି ନା କିଛି ସ୍ଵପ୍ନ ଦେଖିଥାଉ । ଏମିତି କିଛି ଭାବନା ଯାହା ଆମକୁ ମନ ରହିଥାଏ କିମ୍ବା ମନ ନରହିଥାଏ ତାହା ଆମ ସ୍ଵପ୍ନରେ ଦର୍ଶାଇ ଥାଏ । ବନ୍ଧୁଗଣ ସ୍ଵପ୍ନ ଆସିବା ଏକ ପ୍ରକାରର ସଙ୍କେତ ମଧ୍ୟ ହୋଇଥାଏ ।
ଆମେ ଯାହା ସ୍ଵପ୍ନରେ ଦେଖିଥାଉ ତାହା ନିଦ ଭାଙ୍ଗିବା ପରେ କିଛି ସମୟ ପାଇଁ ମନ ରହିଥାଏ ଓ ଆମେ ଭୁଲିଯାଇଥାଉ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ସ୍ଵପ୍ନ ଓ ତାହାର ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକଙ୍କୁ ନଜର ଆସିଥାଏ । ବନ୍ଧୁଗଣ ଏହି ସବୁ ସ୍ଵପ୍ନ ଦେଖିବା ଦ୍ଵାରା ଆପଣଙ୍କ ଭବିଷ୍ୟତରେ ଉଭୟ ଲାଭ ଓ କ୍ଷତି ହେବାର ସମ୍ଭାବନା ରହିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ସ୍ଵପ୍ନ ଓ ତାର ସଙ୍କେତ ବିଷୟରେ ।
୧. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ପିମ୍ପୁଡି ଦେଖୁଛନ୍ତି ତା ହେଲେ ଏହା ବିପଦକୁ ଦର୍ଶାଇ ଥାଏ । ତେଣୁ ଏହି ସ୍ଵପ୍ନ ଆସିବା ପରଠାରୁ ଆପଣ ସାବଧାନ ହୋଇଯାନ୍ତୁ ।
୨. ଯଦି ଆପଣଙ୍କ ସ୍ଵପ୍ନରେ ଆମ୍ବ ନଜର ଆସିଥାଏ କିମ୍ବା ଆପଣ ନିଜ ସ୍ଵପ୍ନରେ କୌଣସି ଫଳ ଖାଉଛନ୍ତି ତା ହେଲେ ବହୁତ ଶୀଘ୍ର ଆପଣ ପୁତ୍ର ପ୍ରାପ୍ତି କରିବେ ।
୩. ଯଦି ଆପଣ ନିଜ ସ୍ଵପ୍ନରେ କୌଣସି ପି-ଞ୍ଜ-ରା ଦେଖୁଛନ୍ତି ତା ହେଲେ ଏହାର ସଙ୍କେତ ଜେ-ଲ ହୋଇଥାଏ । ତେଣୁ ଆପଣ କୌଣସି ଅ-ପ-ରା-ଧ କରିବାରୁ ବଞ୍ଚିତ ରୁହନ୍ତୁ ।
୪. ଯଦି ଆପଣ ନିଜକୁ ସ୍ଵପ୍ନରେ ଏକ ଅଲଗା ପେସାରେ ଦେଖୁଛନ୍ତି ତା ହେଲେ ବନ୍ଧୁଗଣ ଏହାର ସଙ୍କେତ ରୋଗ ହୋଇଥାଏ । ଆଗାମୀ ସମୟରେ ଆପଣ ଏକ ମା-ରା-ତ୍ମ-କ ରୋଗରେ ପୀଡିତ ହୋଇପାରନ୍ତି । ତେଣୁ ବନ୍ଧୁଗଣ ଆପଣ ସାବଧାନ ରୁହନ୍ତୁ ।
୫. ଯଦି ଆପଣ ନିଜ ସ୍ଵପ୍ନରେ ଟଙ୍କା କିମ୍ବା ପାନ ଦେଖୁଛନ୍ତି ତା ହେଲେ ଏହା ଧନଲାଭର ସଙ୍କେତ ଅଟେ । ଆପଣ ବହୁତ ଶୀଘ୍ର ପ୍ରଚୁର ଧନଲାଭ କରିବେ ।
୬. ଯଦି ଆପଣ ନିଜ ସ୍ଵପ୍ନରେ ନିଜ ଦେ-ହା-ନ୍ତ ବା ଅନ୍ୟ କାହାର ଦେ-ହା-ନ୍ତ ବିଷୟରେ ଦେଖିବେ ତା ହେଲେ ବାସ୍ତବ ଜୀବନରେ ଆପଣଙ୍କ ଆୟୁର ବୃଦ୍ଧି ହୋଇଯିବ ।
୭. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ଯ-ମ-ଦୂ-ତ ଦେଖିବେ ତା ହେଲେ ଆପଣଙ୍କ ଦେ-ହା-ନ୍ତ ବହୁତ ଶୀଘ୍ର ହୋଇଯିବ । ତେଣୁ ଏଥିପାଇଁ ସାବଧାନ ରୁହନ୍ତୁ ।
୮. ଯଦି ସ୍ଵପ୍ନରେ ଆପଣ ନିଜକୁ ବାନ୍ତି କରୁଥିବାର ଦେଖିବେ ତା ହେଲେ ଆପଣ ଆଜୀବନ ସୁସ୍ଥ ରହିବେ ବା ହୋଇଯିବେ ।
୯. ଯଦି ଆପଣ ନିଜ ସ୍ଵପ୍ନରେ ନାଲି କପଡା ଦେଖୁଛନ୍ତି ତା ହେଲେ ଏହା ଦୁଃଖ ସଙ୍କେତ ଅଟେ । ଏହି ସ୍ଵପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବହୁତ ଦୁଃଖ ଆସିବ ।
୧୦. ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ମାଙ୍କଡ ଦେଖୁଛନ୍ତି ତା ହେଲେ ଏହା ଧନଲାଭ ହେବାର ସଙ୍କେତ ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ