ଖୁବ ଶୀଘ୍ର ଏହି ସିରିଏଲଟି ମଧ୍ୟ ବନ୍ଦ ହୋଇଯିବ, ଆଜି ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ସିରିଏଲ ଗୁଡିକ ମଧ୍ୟରୁ କେତେକ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥାଏ କାରଣ ଏହି ସିରିଏଲରେ ଅଭିନୟ କରିଥିବା ଶାସତା କଳାକାରଙ୍କ ଅଭିନୟ ବହୁତ ସୁନ୍ଦର ହେବା ସହିତ ସିରିଏଲର କାହାଣୀଟି ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ସିରିଏଲ ରହିଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଆମେ ଦେଖୁଥିବା ସମସ୍ତ ସିରିଏଲ ଗୁଡିକ ବହୁତ ବର୍ଷ ପର୍ଯ୍ୟନ୍ତ ଚାଲି ରହିଥାଏ ଓ ଶେଷରେ ଏହି ସିରିଏଲ ଗୁଡିକ ବନ୍ଦ ବା ଶେଷ ହୋଇଯାଏ ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ସିରିଏଲ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଶୀଘ୍ର ବନ୍ଦ ବା ଶେଷ ହେବାକୁ ଯାଉଛି । ବନ୍ଧୁଗଣ ଏହି ସିରିଏଲଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ଓ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସିରିଏଲ ବିଷୟରେ ଯାହା ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଚ୍ୟାନେଲ ତରଙ୍ଗରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ ଲୋକପ୍ରିୟ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ‘ତାରାତାରିଣୀ’ । ବନ୍ଧୁଗଣ ଏହି ସିରିଏଲଟି ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ବହୁତ ଶୀଘ୍ର ଏହି ସିରିଏଲଟି ବନ୍ଦ ହେବାକୁ ଯାଉଛି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହି ସିରିଏଲଟି ଅନ୍ୟ ଏକ ନୂଆ ରୂପ ନେଇ ଆପଣ ମାନଙ୍କ ପାଖକୁ ଆସୁଛି । ଏହି ସିରିଏଲଟି ପୁଣି ଏକ ନୂଆ ରୂପ ନେଇ ‘ତାରିଣୀ ଆଖିର ତାରା’ ନାମରେ ଆପଣ ମାନଙ୍କ ପାଖକୁ ଆସୁଛି । ଏହି ସିରିଏଲଟିକୁ ଆପଣ ମାନେ ବହୁତ ଶୀଘ୍ର ତରଙ୍ଗ ଚ୍ୟାନେଲରେ ଦେଖିବାକୁ ପାଇବେ । ହେଲେ ବନ୍ଧୁଗଣ ଏହି ନୂଆ ସିରିଏଲରେ କେତେକ କଳାକାର ମାନଙ୍କୁ ଆପଣ ମାନେ ଦେଖିବାକୁ ପାଇବେ ନାହିଁ । ଏହି ସିରିଏଲରେ ତାରାତାରିଣୀଙ୍କ ଭୂମିକା କରୁଥିବା ଶିଶୁ କଳାକାର ମାନଙ୍କୁ ଆପଣ ମାନେ ଦେଖିବାକୁ ପାଇବେ ନାହିଁ ।

କାରଣ ଏହି ସିରିଏଲରେ ସେମାନେ ବଡ ହୋଇଯାଇଛନ୍ତି । ଏହି ଶିଶୁ କଳାକାରଙ୍କ ବଦଳରେ ଆପଣ ମାନେ ଅଭିନେତ୍ରୀ ସୁନାମ ପଟନାୟକ ଓ ଅସୀମା ପାତ୍ରକୁ ଆପଣ ମାନେ ଦେଖିବାକୁ ପାଇବେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଏହି ନୂଆ ଧାରାବାହିକକୁ ଆପଣ ମାନେ ୧୯ ଏପ୍ରିଲ ରାତି ୯ଟାରେ ଦେଖିବାକୁ ପାଇବେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ତାରାତାରିଣୀ’ ସିରିଏଲଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *