GK- କେଉଁ ଫଳ କୁ ଫ୍ରିଜ ରେ ରଖିବା ଦ୍ଵାରା ବିଷ ହୋଇ ଯାଇଥାଏ ? 15+ Gk With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଏମିତି କେଉଁ ପଦାର୍ଥ ଅଛି ଯାହା କେବେ ଖରାପ ହୁଏ ନାହିଁ ?

ଉତ୍ତର- ମହୁ । 

2- ଗରିବ ର ସେଓ କାହାକୁ କୁହାଯାଏ ?

ଉତ୍ତର- ପିଜୁଳି । 

3- ଏମିତି କେଉଁ ଜୀବ ଅଛି ଯାହାର 5ଟି ଆଖି ଅଛି ?

ଉତ୍ତର- ମହୁମାଛି । 

4- ଭାରତର କେଉଁ ପ୍ରଧାନ ମନ୍ତ୍ରୀ 3ଟି ବିବାହ କରିଥିଲେ ?

ଉତ୍ତର- ରାଜୀବ ଗାନ୍ଧୀ । 

5- ଭାରତରେ କେଉଁ ରାଜ୍ୟରେ କୁକୁର ମନ୍ଦିର ଅଛି ?

ଉତ୍ତର- ଛତିଶଗଡ । 

6- ରକ୍ତ ର ନଦୀ କେଉଁ ନଦୀକୁ କୁହା ଯାଇଥାଏ ?

ଉତ୍ତର- ଲୋହିତ ନଦୀ । 

7- ଭାରତର ସ୍ଵର୍ଗ କାହାକୁ କୁହା ଯାଇଥାଏ ?

ଉତ୍ତର- ଜାମୁ କାଶ୍ମୀର । 

8- କେଉଁ ଜୀବ ପକ୍ଷୀ ମାନଙ୍କ ଭଳି ବସା କରିଥାଏ ?

ଉତ୍ତର- କିଙ୍ଗ କୋବ୍ରା । 

9- କେଉଁ ଗଛକୁ କେବେ ବି ଘର ଭିତରେ ଲଗାଇବା ଉଚିତ ନୁହେଁ ?

ଉତ୍ତର- ଓସ୍ତ ଗଛ । 

10- ଭାରତରେ ଚନ୍ଦନ କାଠ କେଉଁ ରାଜ୍ୟରେ ଅଧିକ ମିଳିଥାଏ ?

ଉତ୍ତର- କର୍ଣ୍ଣାଟକ । 

11- ତ୍ରିରଙ୍ଗା ରେ ଅଶୋକ ଚକ୍ର କିଏ ଲଗାଇଥିଲେ ?

ଉତ୍ତର- ଭୀମରାବ ଅବେଣ୍ଡକର । 

12- ବୁର୍ଜ ଖାଲିଫା ବନାଇବାରେ ପ୍ରାୟ କେତେ ସମୟ ଲାଗିଥିଲା ?

ଉତ୍ତର- 5 ବର୍ଷ । 

13- ହାତୀ ଉଶ୍ଚବ ଭାରତର କେଉଁ ରାଜ୍ୟରେ ପାଳନ କରାଯାଏ ?

ଉତ୍ତର- ଜୟପୁର । 

14- ସୌରମଣ୍ଡଳ ର ସବୁଠୁ ହାଲକା ଗ୍ରହ କଣ ?

ଉତ୍ତର- ଶନି ଗ୍ରହ । 

15- ଭାରତରେ ସବୁଠୁ ଅଧିକ ପୋଲିସ ଷ୍ଟେସନ କେଉଁ ରାଜ୍ୟରେ ଅଛି ?

ଉତ୍ତର- ତାମିଲନାଡୁ । 

16- ବିଶ୍ବରେ ସବୁଠୁ ଶସ୍ତା ଉଲ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିୟା । 

17- ସିଙ୍ଗଡା ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କବଜ । 

18- କେଉଁ ଫଳ କୁ ଫ୍ରିଜ ରେ ରଖିବା ଦ୍ଵାରା ବିଷ ହୋଇ ଯାଇଥାଏ ?

ଉତ୍ତର- ତରଭୁଜ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *