ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ କହିବାକୁ ଯାଉଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ସମ୍ପର୍କରେ ଅନେକ ବିବରଣୀ ଉଲ୍ଲେଖନୀୟ ରହିଛି। ନାରୀ କେତେ ପ୍ରକାର,ନାରୀ ର ସ୍ଵଭାଵ କିପରି ହୋଇଥାଏ, ନାରୀ ମାନଙ୍କ ଦେହରେ କଣ ସବୁ ଲକ୍ଷଣ ରହିଛି ଏପରି ଅନେକ କଥା ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣିତ ହୋଇ ରହିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ । ବନ୍ଧୁଗଣ ନାରୀ ମାନେ ୪ ପ୍ରକାରର ହୋଇଥାନ୍ତି । ପଦ୍ମିନୀ, ଚିତ୍ରିଣି, ଶଂଖୀନି ଏବଂ ହସ୍ତୀନି।ସେହିପରି ପୁରୁଷ ମାନେ ମଧ୍ୟ ୪ ପ୍ରକାରର ହୋଇଥାନ୍ତି। ଶସାକ, ମୃଗ, ବୃକ୍ଷ ଏବଂ ଅଶ୍ୱ ଜାତିର ହୋଇଥାନ୍ତି।
୧.ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ‘ପଦ୍ମିନୀ’ ନାରୀଙ୍କ ବିଷୟରେ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ,ପଦ୍ମିନୀ ଅତ୍ୟନ୍ତ ସୁଖୀ ସ୍ଵଭାଵ ର ହୋଇଥାନ୍ତି। ଏହି ନାରୀ ମାନେ ପୂଜା ପାଠ ଏବଂ ଭକ୍ତି ରେ ବିଶ୍ୱାସ କରନ୍ତି । ଏହି ନାରୀ ମାନେ ନିଜର ଗୁରୁଜନ ଏବଂ ମାତାପିତା ଙ୍କ ସର୍ବଦା ସେବା କରିଥାନ୍ତି । ନିଜ ବାପଘର ଏବଂ ଶାଶୁଘର ପାଇଁ ଏହି ନାରୀ ହିତକର ହୋଇଥାନ୍ତି । ଏହି ନାରୀ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ନାରୀଙ୍କ କେଶ ଅତ୍ୟନ୍ତ ଘନ ଏବଂ ଲମ୍ବା ହୋଇଥାଏ ।
ଏମାନଙ୍କ ମୁହଁ ଗୋଲ ଆକୃତି ର ଏବଂ ଛୋଟ ହୋଇଥାଏ।ଏମାନଙ୍କ ଆଖି ସାମାନ୍ୟ ବଡ଼ ହୋଇଥାଏ ଏବଂ ବେକ ଶଙ୍ଖ ଆକୃତି ର ହୋଇଥାଏ। ଏମାନଙ୍କ ଶରୀର ପତଳା ହୋଇଥାଏ। ଏମାନଙ୍କ କଥା କହିବାର ଶୈଳୀ ଅତ୍ୟନ୍ତ ବିନମ୍ର ହୋଇଥାଏ।ଏମାନେ ଅଳ୍ପ ଭୋଜନ ରେ ସନ୍ତୁଷ୍ଟ ହୋଇଥାନ୍ତି।ଏମାନେ ଯେଉଁ ପୁରୁଷ କୁ ବିବାହ କରିଥାନ୍ତି ସେମାନେ ଧନବାନ ଏବଂ ଦୀର୍ଘାୟୁ ହୋଇଥାନ୍ତି।
୨.ବନ୍ଧୁଗଣ ଏବେ ଜାଣିବା ‘ଚିତ୍ରିଣି’ ନାରୀ ଙ୍କ ବିଷୟରେ।ଏହି ନାରୀ ମାନେ ପତିବ୍ରତା ହୋଇଥାନ୍ତି।ଏମାନେ ଭୋଗ ବିଳାସ ଚାହିଁ ନଥାନ୍ତି।ଏମାନେ ସାଜ ଶୃଙ୍ଗାର କରିବା କୁ ବହୁତ ଭଲ ପାଆନ୍ତି । ଏହି ନାରୀ ମାନେ ସୃଜନଙ୍କୁ ସ୍ନେହ କରିଥାନ୍ତି । ଏହି ନାରୀ ମାନଙ୍କ ଦ୍ୱାରା କୌଣସି କଷ୍ଟକର କାମ ହୋଇନଥାଏ । ଏମାନେ ନିଜ ଗୁରୁଜନଙ୍କ ସେବା କରିବାରେ ଆନନ୍ଦ ପାଇଥାନ୍ତି ।
ଗୀତ,ନୃତ୍ୟ ଏବଂ ଚିତ୍ର କଳା ରେ ଏହି ନାରୀ ମାନଙ୍କ ରୁଚି ରହିଥାଏ । ଏହି ନାରୀ ମାନଙ୍କ ମସ୍ତକ ଗୋଲାକାର ହୋଇଥାଏ । ଏହି ନାରୀ ମାନଙ୍କ କଣ୍ଠ କୋଇଲି ପରି ହୋଇଥାଏ । ଏହି ନାରୀ ବହୁତ କମ ଦେଖିବାକୁ ମିଳନ୍ତି । ଏହି ଜାତି ର ନାରୀ ମାନେ ‘ମୃଗ’ ଜାତି ର ପୁରୁଷ ଙ୍କୁ ବିବାହ କଲେ ଅତ୍ୟନ୍ତ ଖୁସି ରେ ରହିଥାନ୍ତି ।
୩. ବନ୍ଧୁଗଣ ଯଦି ‘ସଂଖିନି’ ନାରୀ ଙ୍କ ବିଷୟରେ କହିବା ତେବେ ଏହି ନାରୀ କେବେ ବି ସନ୍ତୁଷ୍ଟ ରୁହନ୍ତି ନାହିଁ । ଏମାନେ ସର୍ବଦା ଭୋଗ ବିଳାସ ରେ ରହିବା କୁ ପସନ୍ଦ କରିଥାନ୍ତି । ଏମାନେ ସବୁବେଳେ ନିଜ ଜୀବନ ସାଥି ଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏବଂ ବିନା କାରଣ ରେ ଝଗଡ଼ା କରିଥାନ୍ତି।ଏହି ନାରୀ ବହୁତ ମାତ୍ରାରେ ଦେଖୁବାକୁ ମିଳିଥାନ୍ତି।ଏମାନେ ‘ବୃଷ’ ଜାତି ର ପୁରୁଷ ଙ୍କ ସହ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇ ରହିଥାନ୍ତି।
୪.ବନ୍ଧୁଗଣ ଏବେ ଜାଣିବା ‘ହସ୍ତୀନି’ ନାରୀଙ୍କ ବିଷୟରେ । ଏହି ନାରୀ ମାନେ ସର୍ବଦା ନିଜର ରଙ୍ଗ ବଦଳାଇ ଥାଆନ୍ତି ଏବଂ ଭୋଗ ବିଳାସ ରେ ରହିବାକୁ ପସନ୍ଦ କରନ୍ତି । ଏମାନେ କାଥାକଥା ରେ ରାଗିଥାନ୍ତି ।ଏମାନେ କଳହ ପ୍ରକୃତି ର ହୋଇଥାନ୍ତି ଏବଂ ନିଜର କଳହ ପ୍ରକୃତି ଯୋଗୁ ଏହି ନାରୀ ମାନେ ପରିବାରରେ ଅଶାନ୍ତି ସୃଷ୍ଟି କରିଥାନ୍ତି । ଏମାନଙ୍କ ଶରୀର ମୋଟା ଏବଂ ଲୋମଯୁକ୍ତ ହୋଇଥାଏ । ଏମାନେ ସର୍ବଦା ପର ପୁରୁଷ ଉପରେ ଆସକ୍ତି ଭାବ ରଖିଥାନ୍ତି । ଏମାନେ କୃଷ୍ଣ ବର୍ଣ୍ଣ ର ହୋଇଥାନ୍ତି । ଏହି ନାରୀ ମାନେ ଅଶ୍ୱ ଜାତିର ପୁରୁଷ ଙ୍କୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ରୁହନ୍ତି ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ