25 Odia Gk Questions & Answers: କେଉଁ ଗଛ ତଳେ ଶୋଇଲେ ମଣିଷ ମରିପାରେ ?

ଆପଣ ସମସ୍ତେ ଜାଣିଥିବେ କି ୟୁପିଏସସି ପରୀକ୍ଷା ଭାରତର ସବୁଠୁ କଠିନ ପରିକ୍ଷା । ଏହି ପରୀକ୍ଷାରେ ପାସ ହେବା ପରେ ପ୍ରତିଯୋଗୀକୁ ଇଣ୍ଟରଭିୟୁର ସାମ୍ନା କରିବାକୁ ପଡିଥାଏ । ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ରର ଉତ୍ତର ଦେବା ସମୟରେ ଲୋକଙ୍କର ମୁଣ୍ଡ ବୁଲାଇ ଥାଏ କାରଣ ଏଥିରେ ଏମିତି କିଛି ପ୍ରଶ୍ନ ପଚରା ଯାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ନେଇ ଆସିଛି ।

ପ୍ରଶ୍ନ : ନବାବମାନଙ୍କ ସହର କାହାକୁ କୁହାଯାଏ ?

ଉତ୍ତର : ଲଖନଊ

ପ୍ରଶ୍ନ : ଷ୍ଟାଚୁ ଅଫ ୟୁନିଟି କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର : ନର୍ମଦା ନଦୀ

ପ୍ରଶ୍ନ : କେଉଁ ଜୀବ କେବେ ବି ନିଜର ମା କୁ ଦେଖି ପାରେ ନାହିଁ ?

ଉତ୍ତର : ବିଚ୍ଛା

ପ୍ରଶ୍ନ : ବିଶ୍ଵର କେଉଁ ଦେଶରେ ଗୋଟିଏ ହେଲେ ବି ନଦୀ ନାହିଁ ?

ଉତ୍ତର : ସାଉଦୀ ଆରବ

ପ୍ରଶ୍ନ : ମାନଚିତ୍ରରେ ନଦୀକୁ କେଉଁ ରଙ୍ଗ ଦ୍ଵାରା ଚିହ୍ନଟ କରାଯାଏ ?

ଉତ୍ତର : ନୀଳ ରଙ୍ଗ

ପ୍ରଶ୍ନ : ସୂର୍ଯ୍ୟଙ୍କ କିରଣରେ କେତୋଟି ରଙ୍ଗ ଥାଏ ?

ଉତ୍ତର : ୭ ଟି

ପ୍ରଶ୍ନ : ଭାଙ୍ଗଡା କେଉଁ ରାଜ୍ୟର ଲୋକନୃତ୍ୟ ଅଟେ ?

ଉତ୍ତର : ପଞ୍ଜାବ

ପ୍ରଶ୍ନ : ଆମ ଆଦମୀ ପାର୍ଟିର ସ୍ଥାପନ କେବେ ହୋଇଥିଲା ?

ଉତ୍ତର : ୨୬ ନଭେମ୍ବର ୨୦୧୨

ପ୍ରଶ୍ନ : କେଉଁ ପଶୁର ଶରୀରରୁ ବାହାରୁଥିବା ଝାଳର ରଙ୍ଗ ଗୋଲାପି ହୋଇଥାଏ ?

ଉତ୍ତର : ଦରିୟାଇ ଘୋଡା

ପ୍ରଶ୍ନ : କୁମ୍ଭ ମେଳା କେଉଁ ସ୍ଥାନରେ ଆୟୋଜନ କରାଯାଏ ?

ଉତ୍ତର : ବାରାଣସି

ପ୍ରଶ୍ନ : ମିଲ୍ଖା ସିଂହ କେଉଁ ନାଁ ଦ୍ଵାରା ପରିଚିତ ?

ଉତ୍ତର : ଦ ଫ୍ଲାଇଙ୍ଗ ସିଖ

ପ୍ରଶ୍ନ : ବଙ୍ଗାଲ କି ଶୋକ ଦ୍ଵାରା କେଉଁ ନଦୀ ଜଣା ଯାଇ ଥାଏ ?

ଉତ୍ତର : ଦାମୋଦର ନଦୀ

ପ୍ରଶ୍ନ : ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କିଏ ଥିଲା ?

ଉତ୍ତର : କଲିକତା

ପ୍ରଶ୍ନ : କେଉଁ ଗଛ ତଳେ ଶୋଇଲେ ମଣିଷ ମରିଯାଏ ?

ଉତ୍ତର : ନିମ୍ବ

ପ୍ରଶ୍ନ : ଚାରମୀନାର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର : ହାଇଦ୍ରାବାଦ

ପ୍ରଶ୍ନ : କେଉଁ ପଶୁ ସବୁଠୁ ଅଧିକ ବିଶ୍ଵାସୀ ହୋଇଥାଏ ?

ଉତ୍ତର : କୁକୁର

ପ୍ରଶ୍ନ : ଭାରତରେ ସର୍ବେ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରେ ଆରମ୍ଭ ହୋଇଥିଲା ?

ଉତ୍ତର : ବ୍ୟାଙ୍ଗଲୋର

ପ୍ରଶ୍ନ : ଭାରତର କେଉଁ ରାଜ୍ୟରେ ୩ ରୁ ଅଧିକ ପିଲା ଜନ୍ମ କରିବା ଉପରେ ୧୦୦୦୦ ଟଙ୍କା ଜୁର୍ମାନା ଲାଗିଥାଏ ?

ଉତ୍ତର : କେରଳ ରାଜ୍ୟରେ

ପ୍ରଶ୍ନ : କେଉଁ ଭିଟାମିନ ଶରୀରରେ ଘା ଶୁଖିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର : ଭିଟାମିନ K

Leave a Reply

Your email address will not be published. Required fields are marked *