ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।
ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ଶାସ୍ତ୍ର ଅନୁସାରେ ସପ୍ତାହ ର ଏହି ଦିନ ରେ ପତ୍ନୀ ଙ୍କ ସହିତ ସ-ମ୍ଭ-ନ୍ଧ ରଖିବା ଉଚିତ ନୁହେଁ । ତେଣୁ ଏହି ଦିନ ମ-ରି-ଗ-ଲେ ମଧ୍ୟ ପତ୍ନୀ ଙ୍କ ସହିତ ସ-ମ୍ବ-ନ୍ଧ ରଖନ୍ତୁ ନାହିଁ ।
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଦିନ ପତ୍ନୀ ଙ୍କ ସହିତ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖନ୍ତି ତେବେ ପର ଜନ୍ମ ରେ ଆପଣ କୁ-କୁ-ର ର ଜନ୍ମ ମଧ୍ୟ ନେଇ ପାରନ୍ତି । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଯେତେବେଳେ ଚାହିଁବେ ସେତେବେଳେ ସ-ମ୍ବ-ନ୍ଧ ରଖନ୍ତି । କିନ୍ତୁ ଏହା ବହୁତ ବଡ଼ ପାପ ଅଟେ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ସ-ମ୍ବ-ନ୍ଧ ବନାଇବା ଉଚିତ ନୁହେଁ । କାରଣ ଏହି ଦିନ ଟି ବୃହସ୍ପତି ଙ୍କ ଦିନ ଅଟେ ।
ବୃହସ୍ପତି ଗ୍ରହ ମାନଙ୍କ ର ଗୁରୁ ଅଟନ୍ତି । ଏହି ଦିନ ସ-ମ୍ଭ-ନ୍ଧ ରଖିବା ଦ୍ଵାରା ଗର୍ଭ ରେ ରହିବାକୁ ଯାଉଥିବା ପିଲା ରାକ୍ଷସ ଜାତି ର ହୋଇଥାଏ । ଏହା ଆପଣଙ୍କ ପାଇଁ ମଧ୍ୟ ବହୁତ ବିପଦ କୁ ଡାକି ଆଣିଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ । ଏହା ସହିତ ଆପଣ ଆର ଜନ୍ମ ରେ କୁ-କୁ-ର ର ଜନ୍ମ ମଧ୍ୟ ନେଇପାରନ୍ତି ।
ବନ୍ଧୁଗଣ ମଙ୍ଗଳବାର ଦିନ ଭୁଲ ରେ ମଧ୍ୟ ନିଜ ପତ୍ନୀ ଙ୍କୁ ଚୁ-ମ୍ବ-ନ କରିବା ଉଚିତ ନୁହେଁ । କାରଣ ଏହି ଦିନ ଆପଣ ଏପରି କରିବା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କ ପିଲା କୌଣସି ଅ-ପ-ରା-ଧୀ କିମ୍ବା ଆ-ତ-ଙ୍କ-ବା-ଦୀ ହୋଇ ଯାଇ ପାରନ୍ତି । କେବଳ ଏତିକି ନୁହେଁ । ଏହା ସହିତ ଆପଣ ନିଜ ର ଆର ଜନ୍ମ ରେ କୁ-କୁ-ର କିମ୍ବା ଘୁଷୁରୀ ରୂପ ରେ ଜନ୍ମ ନେଇ ପାରନ୍ତି । ଏହି ଦିନ ମାଂସ ମଧ୍ୟ ଖାଇବା ଉଚିତ ନୁହେଁ ।
ଏହା ସହିତ ନି-ଶା- ଦ୍ର-ବ୍ଯ ମଧ୍ୟ ସେବନ କରିବା ଉଚିତ ନୁହେଁ । ଏହି ଦିନ ଗର୍ଭ ରେ ରହୁଥିବା ଶିଶୁ ରାକ୍ଷସ ପ୍ରଜାତି ର ହୋଇଥାଆନ୍ତି କିମ୍ବା ଏହି ଦିନ ଗର୍ଭ ରେ ରହୁଥିବା ଶିଶୁ କିନ୍ନର ହୋଇ ମଧ୍ୟ ଜନ୍ମ ନେଇ ପାରନ୍ତି । ଶନି ବାର ଦିନ ମଧ୍ୟ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ । ଏହି ଦିନ ଗର୍ଭ ରେ ରହୁଥିବା ଶିଶୁ ବି-କ-ଳା-ଙ୍ଗ ହୋଇ ଜନ୍ମ ନେଇଥାଏ । ଏହା ସହିତ ଶନିବାର ଦିନ କୌଣସି ମଧ୍ୟ ଖରାପ କାମ କରିବା ଉଚିତ ନୁହେଁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ