ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଦାସର ହୋଇଛି ନାର୍କୋ ଟେଷ୍ଟ । ତେବେ ଗୁଜୁରାଟ ଗାନ୍ଧିନଗରର DFSS ଠାରେ ଗୋପାଳର ନାର୍କୋ ଟେଷ୍ଟ ହୋଇଥିଲା । ତେବେ ସେଠାରେ ଗୋପାଳକୁ ଟ୍ରୁଥ ସେରମ ଦିଆଯାଇଥିଲା । ତେବେ ଟ୍ରୁଥ ସେରମ ଏପରି ଏକ ନିଶା ଯାହା ଦ୍ଵାରା ବ୍ୟକ୍ତିଟି ସଂପୂର୍ଣ୍ଣ ଚେତାଶୂନ୍ୟ ହୋଇପାରିନଥାଏ । ହେଲେ ବ୍ୟକ୍ତି ଅଧା ଚେତା ଶୂନ୍ୟ ହେବା ସହ ନିଜ ମନରେ ଥିବା ସତ କଥାକୁ ଅନ୍ୟ କଥାରେ ଛନ୍ଦି କହିବାର କ୍ଷମତା ହରାଇଦେଇଥାଏ ।

ତେବେ ସେହି ଅର୍ଦ୍ଧ ଚେତା ଶୂନ୍ୟ ଅବସ୍ଥାରେ ହିଁ କେତେ ଗୁଡିଏ ପ୍ରଶ୍ନ ତଦନ୍ତକାରୀ ଟିମ ଗୋପାଳକୁ ପଚାରି ଥିଲେ । ତେବେ ଗୋପାଳର ହୋଷ୍ ଅଛି କି ନାହିଁ । ପଚାରୁଥିବା ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛି କି ନାହିଁ । ଏହି ସବୁ ତଥ୍ୟ ଜାଣିବା ପାଇଁ ଗୋପାଳକୁ କିଛି ସହଜିଆ ପ୍ରଶ୍ନ ପ୍ରଥମେ ପଚରା ଯାଇଥିଲା । ତେବେ ସେହି ସହଜ ପ୍ରଶ୍ନ ଗୁଡିକ ହେଉଛି । ତୁମ ନାମ କଣ ? ତୁମ ଘର ପତ୍ନୀଙ୍କ ନାମ କଣ ? ତୁମ ଘର କେଉଁଠି ?
ତୁମେ ଆଜି କଣ ଖାଇଛ ? ତୁମେ ଏୟାରପୋର୍ଟରେ ହସୁଥିଲ କଣ ପାଇଁ ? ଏହିପରି କିଛି ସରଳ ପ୍ରଶ୍ନ ସହ ତାପରେ ଜଟିଳ ପ୍ରଶ୍ନ ମଧ୍ୟ ଗୋପାଳକୁ ପଚରା ଯାଇଥିଲା । ତୁମେ ମନ୍ତ୍ରୀ ନବ ଦାସକୁ ମା-ରିବା ପାଇଁ କାହିଁକି ଉଦ୍ୟମ କରିଥିଲ ? ତୁମର ନିଜର କିଛି ବ୍ୟକ୍ତିଗତ ନବ ଦାସ ଉପରେ ଶତ୍ରୁତା ରହିଥିଲା କି ? ନା ତୁମେ କାହା ମନ୍ତ୍ରଣାରେ ପଡି ନବ ଦାସକୁ ସୁପାରି ନେଇ ମା-ରିବାକୁ ଚେଷ୍ଟା କରିଥିଲ ? ତୁମେ କେବେ ଠାରୁ ନବ ଦାସକୁ ମା-ରିବା ପାଇଁ ଯୋଜନା କରିଥିଲ ?

ତେବେ ମନ୍ତ୍ରୀଙ୍କୁ guli mada କରିଥିବା ଦିନକୁ କଣ ସେହି ଦିନ ବୋଲି କାଇଁ ବାଛି ଥିଲ ? ତେବେ ଏପରି ଅନେକ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା । ତେବେ ପ୍ରାୟ ୧୫ଟି ରୁ ଅଧିକ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା । ତେବେ ନାର୍କୋ ଟେଷ୍ଟରେ ଗୋପାଳ ଠାରୁ ପାଇଥିବା ତଥ୍ୟର ରିପୋର୍ଟକୁ କୋର୍ଟରେ ପ୍ରମାଣ ରୂପେ ଦାଖଲ କରିହେବ ନାହିଁ ବୋଲି ଚର୍ଚା ଉଠିଛି ।
ହେଲେ ଗୋପାଳ ଠାରୁ ନାର୍କୋ ଟେଷ୍ଟରେ ମିଳିଥିବା ତଥ୍ୟ ତଦନ୍ତରେ କିଛି ମାତ୍ରାରେ ନିହାତି ଭାବରେ ସାହାଜ୍ଯ କରିବ ବୋଲି କୁହାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

