ମୃତ୍ୟୁ ପରେ ପରିବାର ଲୋକଙ୍କ ପାଇଁ କେତେ ଟଙ୍କାର ସମ୍ପତି ଛାଡିଯାଇଛନ୍ତି Puneeth Rajkumar, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏକ ବଡ ଖବର ବିଷୟରେ ନିଶ୍ଚୟ ଜାଣିଥିବେ । 2 ଦିନ ତଳେ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଅ-କା-ଳ ବିୟୋଗ ଘଟିଛି । ପୁନୀତ ଥିଲେ କନ୍ନଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା । ସେ ଅନେକ ସୁପର ହିଟ ଫିଲ୍ମ କରି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ପୁନୀତଙ୍କ ଅ-କା-ଳ ବି-ୟୋ-ଗର କଷ୍ଟ ତାଙ୍କ ପରିବାର ଲୋକ ସ-ହ୍ୟ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ତାଙ୍କ ଫ୍ୟାନ୍ସ ଓ ଅନେକ କଳାକାର ମାନେ ତାଙ୍କ ଅ-କା-ଳ ବି-ୟୋ-ଗ-ରେ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ପୁନୀତ ରାଜକୁମାର ନିଜ ପରିବାର ପାଇଁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପୁନୀତ ମାତ୍ର ୧୦ ବର୍ଷ ବୟସରୁ ଶିଶୁ କଳାକାର ରୂପେ କାମ କରିବା ଆରମ୍ଭ କରିଥିଲେ । ଏହା ପରେ ୨୦୦୨ ମସିହାରେ ସେ ନାୟକ ଭୂମିକାରେ ନଜର ଆସିଥିଲେ । ତାଙ୍କର ପ୍ରଥମ ଫିଲ୍ମଟି ସୁପର ହିଟ ହୋଇଥିଲା ଓ ଏହା ପରେ ସେ ପଛକୁ ଚାହିଁ ନଥିଲେ ସେ ୨୯ଟି କନ୍ନଡ ଫିଲ୍ମ କରିଥିଲେ । ସେ ଅଭିନୟ କରିବା ସହ ଗୀତ ବି ଗାନ୍ତି । ତେବେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ପୁନୀତ ୫ ରୁ ୧୦ କୋଟି ଟଙ୍କା ନିଅନ୍ତି ।

ଏହା ଛଡା ସେ ଟିଭି ଓ ଆଙ୍କରିଙ୍ଗ କରିବା ପାଇଁ ବହୁତ ଅଧିକ ଟଙ୍କା ଡିମାଣ୍ଡ କରନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ପୁନୀତଙ୍କ ପାଖରେ ୮୦୦ ରୁ ୯୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ତା ହେଲେ ପୁନୀତ ନିଜ ପରିବାର ପାଇଁ ବହୁତ ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କନ୍ନଡ ଅଭିନେତା ପୁନୀତ ରାଜକୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *