ପୁଅକୁ ହରାଇ ବୁକୁ ଫଟେଇ କାନ୍ଦୁଛି ମା’ ଆଉ ବୋହୁ ବିଷୟରେ କହୁଛି କିଛି ଏମିତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଏପରି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ କେହି କଳ୍ପନା ବି କରିପାରିବେ ନାହିଁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଛକନା ଗାଁର ଯୁବକ ବିଶ୍ଵ ରଞ୍ଜନ ମହାନ୍ତି ଗତ ଅକ୍ଟୋବର ୧୨ ତାରିଖରେ ହଠାତ କୁଆଡେ ନି-ଖୋ-ଜ ହୋଇଗଲେ । ଘର ଲୋକ ବହୁତ ଖୋ-ଜା-ଖୋ-ଜି କରି ତିର୍ତୋଲ ଥା-ନା-ରେ କହିଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଏମିତି ଖୋ-ଜା-ଖୋ-ଜି-ରେ ୧୭ ଦିନ ଚାଲିଗଲା ଆଉ ନି-ଖୋ-ଜ ହେବାର ୧୭ ଦିନ ପରେ ଜଗତ ସିଂହପୁର ଜିଲ୍ଲା ରାହାମା ହାଟ ପାଖ ପୋଲ ନିକଟରେ ଥିବା କେନାଲ ଭିତରୁ ମିଳିଲା ବିଶ୍ଵ ରଞ୍ଜନଙ୍କ ମୃ-ତ ଦେ-ହ ।

ବନ୍ଧୁଗଣ ବିଶ୍ଵ ରଞ୍ଜନଙ୍କ ବାପା ମା ତାଙ୍କ ବୋହୁ ପ୍ରଜ୍ଞା ପାରମିତା ମହାନ୍ତିଙ୍କୁ ଦାୟୀ କରିଛନ୍ତି । ପ୍ରଜ୍ଞାଙ୍କ ମା, ବାପା, ଭାଇ, ସମ୍ପର୍କୀୟ ଓ ଲଭର ମାନେ ମିଶି ପୁଅର ହ-ତ୍ୟା କରିଥିବାର ଅ-ଭି-ଯୋ-ଗ କରିଛନ୍ତି । ବନ୍ଧୁଗଣ ବିଶ୍ଵଙ୍କ ମା ବାପାଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି ଦିନ ରାତି ସେମାନେ ପୁଅକୁ ଝୁରି ଝୁରି କା-ନ୍ଦୁଛନ୍ତି । ଗତ ଜୁଲାଇ ମାସରୁ ମୃ-ତ ବିଶ୍ଵ ରଞ୍ଜନ ମହରାଷ୍ଟ୍ରର ଏକ କମ୍ପାନୀରେ କାମ କରୁଥିଲେ ।

ସ୍ତ୍ରୀ ପ୍ରଜ୍ଞା ପାରମିତା ଓ ଦୁଇ ବର୍ଷର ପୁଅ ତିର୍ତୋଲରେ ଭଡା ନେଇ ରହୁଥିଲେ । ଗତ ୧୧ ତାରିଖରେ ବିଶ୍ଵ ରଞ୍ଜନ ମହାରଷ୍ଟ୍ରରୁ ତିର୍ତୋଲ ଫେରି ସ୍ତ୍ରୀ ଭଡା ଘର ବଦଳି ଥିବାର ଜାଣିବାକୁ ପାଇଥିଲେ ଓ ନୂଆ ଭଡା ଘରେ ପହଞ୍ଚି ଥିଲେ । ସେଠାରେ ପୁଅ ଜନ୍ମଦିନ ପାଳନକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା । ଅକ୍ଟୋବର ୧୨ ତାରିଖରେ ବିଶ୍ଵ ରଞ୍ଜନ ଗାଁକୁ ଯାଉଛି କହି ତିର୍ତୋଲରୁ ଫେରି ଆସିଲେ ।

କିନ୍ତୁ ଆଉ ଗାଁରେ ପହଞ୍ଚି ନଥିଲେ । ତେଣୁ ବନ୍ଧୁଗଣ ମୃ-ତ ବିଶ୍ଵ ରଞ୍ଜନଙ୍କ ପରିବାର ନିଜ ବୋହୁ ପ୍ରଜ୍ଞାଙ୍କ ବି-ରୋ-ଧ-ରେ ହ-ତ୍ୟା-ର ଅ-ଭି-ଯୋ-ଗ କରିଛନ୍ତି ଓ ଅନ୍ୟ ପକ୍ଷରେ ପୋଲିସ ଏହି ମା-ମ-ଲା-ର ତ-ଦ-ନ୍ତ ଆରମ୍ଭ କରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *