ନା କୌଣସି ଫିଲ୍ମ ନା କୌଣସି ଆଡ, ତଥାପି କୋଟି କୋଟି ଟଙ୍କାରେ ଖେଳନ୍ତି Bollywood ର ଏହି 4 ଜଣ ଫ୍ଲପ ହିରୋଇନ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ସଫଳତା ପାଇବା ପରେ ଏମାନେ ଗୋଟେ ଫିଲ୍ମ କରିବା ପାଇଁ ବହୁତ ଅଧିକ ଟଙ୍କା ନେଇଥାନ୍ତି । ହେଲେ ଏହା ବ୍ଯତୀତ ଏହି ବଲିଉଡ ଅଭିନେତ୍ରୀ ମାନେ କିଛି ସାଇଡ ବିଜନେସ ମଧ୍ୟ କରନ୍ତି । ଯେଉଁଥିରୁ ସେମାନେ କୋଟି କୋଟି ଟଙ୍କା କମାଇ ଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଫିଲ୍ମ କରିବା ବ୍ଯତୀତ ନିଜର ସାଇଡ ବିଜନେସ ଦ୍ଵାରା ମଧ୍ୟ ବହୁତ ଟଙ୍କା କମାଇଥାନ୍ତି । ତେବେ ଡେରି ନକରି ଚାଲନ୍ତୁ ଜାଣିବା ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶିଲ୍ପା ସେଟି । ବଲିଉଡରେ ବହୁତ ଫିଲ୍ମ କରିବା ପରେ ଶିଲ୍ପା ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ବିବାହ କରିଥିଲେ । ଶିଲ୍ପାଙ୍କର ଏକ ଆଇପିଏଲ ଟିମ ମଧ୍ୟ ଅଛି ଯାହାର ନାମ ହେଉଛି ରାଜସ୍ଥାନ ରୟାଲ୍ସ । ଏହା ସହିତ ଶିଲ୍ପା ଜଣେ ଯୋଗ ଟ୍ରେନର ମଧ୍ୟ ଅଟନ୍ତି ଓ ସେ କେତେକ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ମଧ୍ୟ ଅଟନ୍ତି ।

କରିସ୍ମା କପୁର- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର । ବନ୍ଧୁଗଣ କରିସ୍ମା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ କରିସ୍ମାଙ୍କର ଡିଭୋର୍ସ ହେବା ପରେ କରିସ୍ମା ବଲିଉଡକୁ ତ୍ୟାଗ କରିଥିଲେ । କରିସ୍ମା ଏକ ଭଲ ବିଜନେସ ଓମେନ ହେବା ସହିତ ଏହି କିଛି ଦିନ ତଳେ ସେ ବେବିଓଏ ନାମକ ଏକ କମ୍ପାନୀ ସହ ଟାୟଅପ୍ କରିଛନ୍ତି ।

ସୁସ୍ମିତା ସେନ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସୁସ୍ମିତା ସେନ । ମିସ୍ ୟୁନିଭର୍ସ ସୁସ୍ମିତା ସେନ ବର୍ତ୍ତମାନ ବଲିଉଡକୁ ତ୍ୟାଗ କରି ସାରିଛନ୍ତି । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଡେଲିଙ୍ଗ କରୁଛନ୍ତି ଓ ଏହା ବ୍ଯତୀତ ସେ ବହୁତ ଭଲ ବିଜନେସ ଓମେନ ମଧ୍ୟ ଅଟନ୍ତି । ବନ୍ଧୁଗଣ ସୁସ୍ମିତା ସେନ ନିଜର ଏକ ବ୍ରାଣ୍ଡ ବନେଇଛନ୍ତି ଯାହାର ନାମ ହେଉଛି ଆଇଆମସି । ଏହା ବ୍ଯତୀତ ସୁସ୍ମିତା ଅନ୍ଯାନ୍ଯ କେତେକ କମ୍ପାନୀର ମଧ୍ୟ ବ୍ରାଣ୍ଡ ଆମ୍ବାସେଡର ଅଛନ୍ତି ।

ପ୍ରିୟାଙ୍କା ଚୋପଡା- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ପ୍ରିୟଙ୍କା ନିଜ ଫିଲ୍ମ ପାଇଁ ବହୁତ ଅଧିକ ଟଙ୍କାର ଡିମାଣ୍ଡ କରନ୍ତି । ହେଲେ ଫିଲ୍ମ ବ୍ଯତୀତ ତାଙ୍କର ନିଜର ଏକ ପ୍ରଡ଼କ୍ସନ ହାଉସ ମଧ୍ୟ ଅଛି । ଏହା ବ୍ଯତୀତ ପ୍ରିୟଙ୍କା ଭାରତରେ ବହୁତ ଏନଜିଓ ସହ ଜଡିତ ଅଛନ୍ତି ଓ ପ୍ରିୟଙ୍କାଙ୍କର ଏକ ଫାଉଣ୍ଡେସନ ମଧ୍ୟ ଅଛି । ଯାହା ମାଧ୍ୟମରେ ସେ ଗରିବ ପିଲା ମାନଙ୍କର ସମସ୍ତ କଥା ବୁଝନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *