କେବେ ବି ମା’ ହେବାକୁ ଯାଉଥିବା Kareena Kapoor ଚୁଡିଦାର ଟାଇଟ ପ୍ୟାଣ୍ଟରେ ଦେଖାଇଲେ ହେବି ବେବି ବମ୍ପ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କରିନା କପୁର ।

ବନ୍ଧୁଗଣ ଏହି କିଛିଦିନ ତଳେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଇଥିଲା । ବଲିଉଡ ଅଭିନେତ୍ରୀ ଖ୍ରୀଷ୍ଟମାସର କିଛି ଖାସ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ବନ୍ଧୁଗଣ ସେହି ସବୁ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୋଇଥିଲା ।

ବନ୍ଧୁଗଣ କପୁର ପରିବାର ଖ୍ରୀଷ୍ଟମାସ ପାଳନ କରୁଥିବାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ କରିନା ବର୍ତ୍ତମାନ ପ୍ରେଗନେଣ୍ଟ ଅଛନ୍ତି ଓ ତାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ କରିନାଙ୍କର କିଛି ଷ୍ଟାଇଲିସ ଲୁକ୍ ବିଷୟରେ କହିବାକୁ ଯାଉଛୁ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ କରିନା ନିଜର ଖ୍ରୀଷ୍ଟମାସ ପାର୍ଟିରେ ଏକ ସବୁଜ ରଙ୍ଗର କୁର୍ତାରେ ନଜର ଆସିଥିଲେ । ସିମ୍ପଲ ମେକଅପ୍ ରେ କରିନା ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ବନ୍ଧୁଗଣ କରିନାଙ୍କର ଏହି ଖ୍ରୀଷ୍ଟମାସ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ଏହି ପାର୍ଟିରେ ସେଫ ଅଲି ଖାନ ଓ ତାଙ୍କ ପୁଅ ତେମୁର ମଧ୍ୟ ନଜର ଆସିଥିଲେ । ଏହା ବ୍ଯତୀତ କରିନା ନିଜ ଘରର ପାର୍ଟିରେ ବହୁତ ଷ୍ଟାଇଲିସ ଡ୍ରେସରେ ନଜର ଆସିଥିଲେ ।

ବନ୍ଧୁଗଣ ଏହି ପାର୍ଟିରେ କରିନା ଏକ କଳା ରଙ୍ଗର ଗାଉନ ସହ ଏକ ହୀରାର ନେକ୍ଳେଶ ପିନ୍ଧିଥିଲେ । କରିନାଙ୍କର ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଏହି ଲୁକ୍ ରେ କରିନା ନିଜ ବେବିବମକୁ ଦେଖାଇ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ କରିନା ନିଜ ଘର ବାହାରେ ଏକ କଳା ରଙ୍ଗର ୱାନପିସ ଗାଉନରେ ନଜର ଆସିଥିଲେ । କରିନାଙ୍କର ଏହି ଲୁକ୍ କୁ ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

କରିନାଙ୍କର ଏହି ସିମ୍ପଲ ଲୁକ୍ ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ପ୍ରେଗନେଣ୍ଟ ହେବା ପରେ ମଧ୍ୟ କରିନାଙ୍କ ଲୁକ୍ ଓ ଷ୍ଟାଇଲକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । କରିନା ନିଜର ପ୍ରେଗ୍ନେନ୍ସି ସମୟରେ ମଧ୍ୟ ସବୁଦିନ ଯୋଗ ଓ ବାୟାମ କରୁଥିବାର ନଜର ଆସୁଛନ୍ତି । କରିନା ନିଜର ଡାଏଟ ଓ ବାୟାମ ଆଦିର ଫଟୋ ନିଜ ଫ୍ୟାନ୍ସ ମାନଙ୍କୁ ସେୟାର କରୁଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ବର୍ତ୍ତମାନ ନିଜ ପ୍ରେଗ୍ନେନ୍ସି ପାଇଁ ବହୁତ ଚର୍ଚାରେ ଅଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *