Bollywood ଅଭିନେତ୍ରୀ Rhea Chakraborty ଙ୍କ ଲାଇଫ ଷ୍ଟାଇଲ, ଘର ଓ ଗାଡ଼ି, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ସେ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ପୁରା ବଲିଉଡ ଜଗତ ସଦମା ରେ ରହିଛି । ଶୁଣିବାକୁ ଆସିଥିଲା କି ସୁଶାନ୍ତ ଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଲକ ଡାଉନରେ ସୁଶାନ୍ତ ଙ୍କ ସହିତ ତାଙ୍କ ଫ୍ଲାଟ ରେ ରହୁଥିଲେ । ଆଜି ଆମେ ଆପଣଙ୍କୁ ରିୟା ଚକ୍ରବର୍ତ୍ତୀ ଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ରିୟା ଚକ୍ରବର୍ତ୍ତୀ ଙ୍କ ଜନ୍ମ ୧ ଜୁଲାଇ ୧୯୯୨ ରେ ବାଙ୍ଗାଲୋର ରେ ହୋଇଥିଲା । ତାଙ୍କର ବର୍ତମାନ ବୟସ ୨୭ ବର୍ଷ । ରିୟା ନିଜର ସ୍କୁଲିଂ ଆର୍ମି ପବ୍ଲିକ ସ୍କୁଲ ଅମ୍ବାଲା ରୁ କରିଛନ୍ତି । ଏହା ପରେ ସେ ପାଠ ପଢା ଛାଡ଼ିଦେଇଥିଲେ । ରିୟା ବ୍ରାହ୍ମଣ ପରିବାରରୁ ଆସିଛନ୍ତି । ରିୟା ଜଣେ ଅଭିନେତ୍ରୀ ଏବଂ ଭିଯେ ଅଟନ୍ତି । ରିୟା ନିଜର ଅଭିନୟ କ୍ୟାରିଅର ୨୦୦୯ ରେ ଟିଭି ସିରିଏଲ ଦ୍ଵାରା କରିଥିଲେ ।

ସେ ପ୍ରଥମ ଥର ଟିଭି ସିରିଏଲ ଏମ ଟିଭି ସ୍କୁଟି ଟିନ ଦିଭା ଦ୍ଵାରା ନଜର ଆସିଥିଲେ । ଏହାପରେ ସେ ଏମ ଟିଭିରେ ଭିଜେ ପୋଷ୍ଟ ରେ ଅଡିସନ ଦେଇଥିଲେ ଏବଂ ସେ ସିଲେକ୍ଟ ମଧ୍ୟ ହୋଇଥିଲେ । ରିୟା ବହୁତ ଶୋ ହୋଷ୍ଟ କରିଥିଲେ । ୨୦୧୨ ରେ ରିୟା ଫିଲ୍ମ ଜଗତରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ଗୋଟେ ତେଲୁଗୁ ଫିଲ୍ମ ଥିଲା ଯାହାର ନାମ ଥିଲା ତୁଲେଗା ଟୁଲେଗା ।

୨୦୧୩ ରେ ରିୟା ପ୍ରଥମ ଥର ପାଇଁ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ । ତାଙ୍କର ବଲିଉଡ ରେ ପ୍ରଥମ ଫିଲ୍ମ ର ନାମ ଥିଲା ମେରେ ଡ୍ୟାଡ କି ମାରୁତି । ଏହି ଫିଲ୍ମ ଟି ସୁପରହିଟ ହୋଇଥିଲା । ଏହା ପରେ ସେ ତାଙ୍କର ଦୂତିଅ ଫିଲ୍ମ ୨୦୧୪ ରେ କରିଥିଲେ ଯାହାର ନାମ ଥିଲା ସୋନାଲି କେବୁଲ । କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇଥିଲା । ରିୟା ନିଜର ଶେଷ ଫିଲ୍ମ ୨୦୧୮ ରେ କରିଥିଲା ଯାହାର ନାମ ଥିଲା ଜଳେବି ।

କିନ୍ତୁ ଏହି ଫିଲ୍ମ ଦ୍ଵାରା ମଧ୍ୟ ରିୟା କୁ ବଲିଉଡ ରେ ପରିଚୟ ମିଳିନଥିଲା । ରିୟା ଙ୍କ ପିତା ଙ୍କ ନାମ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ଭାଇ ଙ୍କ ନାମ ଅଟେ ସୋହେବ ଚକ୍ରବର୍ତ୍ତୀ । ରିୟା ଙ୍କ ଟୋଟାଲ ସମ୍ପତି ୪୫ କୋଟି ଟଙ୍କା ଅଟେ । ରିୟା ସୁଶାନ୍ତ ଙ୍କ ଘରେ ରହୁଥିଲେ କିନ୍ତୁ ଖବର ଅନୁସାରେ ସୁଶାନ୍ତ ଙ୍କ ମୃତ୍ୟୁ ର ଦୁଇ ଦିନ ପୂର୍ବରୁ ରିୟା ତାଙ୍କ ଘର ଛାଡ଼ି ଚାଲିଯାଇଥିଲେ । ରିୟା ଙ୍କ ପାଖରେ ଅଡି କାର ଅଛି ଯାହାର ଦାମ ୧ କୋଟି ଟଙ୍କା ଅଟେ, ଗୋଟେ ବିଏମଦବୁଲୁ ଅଛି ଯାହାର ଦାମ ୧.୫ କୋଟି ଟଙ୍କା ଅଟେ ।

ରିୟା ଙ୍କ ମୁମ୍ବାଇରେ ଘର ଅଛି ଯାହାର ଦାମ ୬୦ ଲକ୍ଷ ଟଙ୍କା ଅଟେ । ରିୟା ନିଜ ଫିଲ୍ମ ଜୀବନରେ ଏତେ ସଫଳତା ହାସଲ କରିନାହାନ୍ତି । ଏବଂ ବର୍ତମାନ ସେ ବଲିଉଡ ଜଗତରୁ ଦୂରେଇ ଅଛନ୍ତି । ତେବେ ଆପଣଙ୍କୁ ରିୟା ଚକ୍ରବର୍ତ୍ତୀ ପସନ୍ଦ କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *