ବନ୍ଧୁଗଣ ଆଜି ଆମେ ୫ଟି ନାଁର ଯୋଡି ବିଷୟରେ ଜାଣିବା ଯେଉଁମାନେ କେବେ ବି ଅଲଗା ହୁଅନ୍ତି ନାହିଁ , ଏମାନେ ସବୁବେଳେ ଏକାଠି ହୋଇ ରୁହନ୍ତି ଆଉ ସର୍ବଦା ଉତ୍ତମ ସାଥି ହୋଇ ରହିଥାନ୍ତି । ଲେଖାଟିକୁ ଶେଷ ପର୍ଯନ୍ତ ପଢନ୍ତୁ ହେଇପାରେ ଏଥିରେ ଆପଣଙ୍କ ନାମ ବି ଥାଇପାରେ । ଜୀବନରେ ପ୍ରେମର ଅନୁଭୂତି ନଥିଲେ ଜୀବନ ସମ୍ପୂର୍ଣ୍ଣ ହୁଏନି । କିନ୍ତୁ ଏହା ଭିତରୁ ଗୋଟେ ହେଇଛି ଆପଣଙ୍କର ନିଜର ଜୀବନ ସାଥି ସହିତ ସମ୍ବନ୍ଧ, ସେ ସେହି ସାଥି ଯାହା ସହିତ ଜୀବନ ବିତେଇବାର ଆମେ ଶପଥ ନେଇଥାଉ ଆଉ ସାରା ଜୀବନ ସୁଖ ହେଉ ବା ଦୁଃଖ ଏକା ସହିତ ରହିବାର କଥା ଦେଇଥାଉ ।
ଆଜିକାଲି ଜୀବନ ଶୈଳୀରେ ସଚ୍ଚା ପ୍ରେମ ପାଇବା ବହୁତ କଷ୍ଟକର , ଏବେ ଜୀବନର ଚିନ୍ତାଧାରା ବଦଳି ଯାଇଛି । ଇଛା ଆଉ ଆଶା ବହୁତ ବଢିଯାଇଛି । କିନ୍ତୁ ଏପରି କିଛି ଯୋଡି ଅଛନ୍ତି ଯେଉଁମାନେ ସାରା ଜୀବନ ଏକା ସହିତ ରୁହନ୍ତି । ଏମାନେ ସୁହଖ ଦୁଃଖରେ ପାଶପରର ସାଥ ଦେଇଥାନ୍ତି ।
ଏମିତି ତ କୁହାଯାଏ କି ଯୋଡି ଭଗବାନଙ୍କ ଦ୍ଵାରା ତିଆରି ହୋଇ ଆସିଥାଏ , କିନ୍ତୁ ତାକୁ ବାନ୍ଧି ରଖିବା ତ ଆମ କାମ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିର ଯୋଡି ହୋଇଥାନ୍ତି ଯେଉଁମାନେ ସବୁବେଳେ ଜଣେ ଅନ୍ୟଜନକ ସାଥି ହୋଇ ସମ୍ପର୍କ ନିଭେଇଥାନ୍ତି , ଆଉ ଜୀବନରେ ବେଷ୍ଟ ଲାଇଫ ପାର୍ଟନର ହୋଇଥାନ୍ତି । ଏମିତି କିଛି ନାମର ବ୍ୟକ୍ତି ଥାଆନ୍ତି ଯେଉଁ ମାନଙ୍କ ନାମ ଅନୁସାରେ ସେମାନେ ସବୁଠୁ ସୁନ୍ଦର ଜୀବନ ସାଥି ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା
H ଓ J ନାମର ଯୋଡି
ଏହି ନାମର ଲୋକ ମାନେ ନିଜ ସାଥିଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି ଓ ସତ ପ୍ରେମ ମଧ୍ୟ କରିଥାନ୍ତି । ଏହି ଦୁଇ ନାଁର ବ୍ୟକ୍ତିଙ୍କ ମଧ୍ୟରେ କେବେ ଝଗଡା ମଧ୍ୟ ହୋଇନଥାଏ । ଦୁହିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ । ଏହି ଦୁଇ ଜଣଙ୍କ ମଧ୍ୟରେ ମାନ ସମ୍ମାନ ସବୁବେଳେ ରହିଥାଏ ଓ ଏମାନେ ପରସ୍ପରକୁ ସଚ୍ଚା ପ୍ରେମ କରିଥାନ୍ତି ।
A ଓ S ନାମର ଯୋଡି
ଏମାନେ ସବୁବେଳେ ଭଲ ଯୋଡି ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ସମ୍ବନ୍ଧ ସବୁବେଳେ ମଧୁର ରହିଥାଏ , ଏମାନେ ଜୀବନ ସାରା ପରସ୍ପରର ସାଥ ଦେଇଥାନ୍ତି ତେଣୁ ଏମାନେ ସୁନ୍ଦର ଜୀବନ ସାଥି ହୋଇଥାନ୍ତି । ଏମାନେ ନିଜର ସାଥିକୁ ସବୁ ମନ କଥା କହିଥାନ୍ତି ଓ ଏମାନଙ୍କ ମଧ୍ୟରେ ବହୁତ ବିଶ୍ଵାସ ଓ ବୁଝାମଣା ରହିଥାଏ ।
B ଓ M ନାମର ଯୋଡି
ଏହି ଦୁଇଜଣ କେବେ ବି ପରସ୍ପରକୁ ଧୋକା ଦେଇନଥାନ୍ତି । ଏମାନଙ୍କ ଜୀବନରେ ଅନେକ ଉତ୍ଥାନ ପତ୍ତନ ଲାଗି ରହିଥାଏ କିନ୍ତୁ ଏମାନଙ୍କ ସମ୍ପର୍କ କେବେ ବି ବିଗିଡି ନଥାଏ । କିନ୍ତୁ କୌଣସି ବି ପରିସ୍ଥିତି ହେଉ ନା କାହିଁକି ଏମାନଙ୍କ ସମ୍ପର୍କ ଆହୁରି ମଜବୁତ ହୋଇଥାଏ ସେଥିପାଇଁ ଏମାନେ ସୁନ୍ଦର ଯୋଡି ହୋଇଥାନ୍ତି ।
K ଓ T ନାମର ଯୋଡି
ଏହି K ଓ T ନାମର ଯୋଡି ମଧ୍ୟ ବହୁତ ସୁନ୍ଦର ଯୋଡି ହୋଇଥାନ୍ତି । ଏମାନେ ନିଜ ଭିତରେ ଭଲ ବୁଝାମଣା ରଖି ସାରା ଜୀବନ ଏକା ସହିତ ଜୀବନ କାଟିଥାନ୍ତି । ଏମାନେ ନିଜର ଜୀବନ ସାଥିର ସବୁ ପରିସ୍ଥିତିରେ ସହୋଯୋଗ କରିଥାନ୍ତି । ଏମାନଙ୍କ ଭିତରୁ ଜଣେ ବି କମ୍ଜୋର ପଡେ ତ ଅନ୍ୟ ଜଣେ ତା ସାଥ ଦେଇ ସଂପର୍କକୁ ମଜବୁତ କରିଥାନ୍ତି । ଏହିପରି ଭାବରେ ଏମାନେ ସୁନ୍ଦର ଜୀବନ ସାଥି ହୋଇଥାନ୍ତି ।
R ଓ P ନାମର ଯୋଡି
ଏମାନେ ନିଜ ସାଥିର ଖୁସି ପାଇଁ ସବୁ କାମ କରିବାକୁ ପ୍ରସ୍ତୁତ ରୁହନ୍ତି । ଏମାନଙ୍କ ମଧ୍ୟରେ ସନ୍ଦେହ କେବେ ବି ରୁହେ ନାହିଁ ଓ ଏମାନଙ୍କ ସମ୍ପର୍କ ବର୍ଷ ବର୍ଷ ଧରି ଚାଲିଥାଏ । ଏମାନେ ସୁଖ ଓ ଦୁଃଖ ଯେ କୌଣସି ପରିସ୍ଥିତି ଆସିଲେ ବି କେହି କାହାର ହାତ ଛାଡନ୍ତି ନାହିଁ । ଏହି କାରଣରୁ ବନ୍ଧୁଗଣ ଏହି ନାମର ଯୋଡି ସୁନ୍ଦର ଯୋଡି ହୋଇଥାନ୍ତି ।
ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ