କେବଳ ଏହି 3 ଟି ଜିନିଷ ଖାଇ ନିଅନ୍ତୁ, ପାଖ ମଧ୍ୟ ମାଡିବ ନାହିଁ ବ୍ଲାକ ଫଙ୍ଗସ (Mucormycosis) – Dr. Mandeep Dahiya

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଅନେକ ଲୋକ କରୋନା ଭାଇରସରେ ସଂକ୍ରମିତ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ।

ଏହି କରୋନା କାଳ ସମୟରେ କିଛି ଘାତକ ରୋଗ ସାମ୍ନାକୁ ଆସିଛି । ସେହି ସବୁ ରୋଗ ଗୁଡିକ ହେଉଛି ବ୍ଲାକ ଫଙ୍ଗସ ଓ ୱ୍ହାଇଟ ଫଙ୍ଗସ ଆଦି । ବର୍ତ୍ତମାନ ଅନ୍ୟ ଏକ ଘାତକ ରୋଗ ଜଣ ସାଧାରଣ ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ସେହି ରୋଗଟି ହେଉଛି Mucormycosis । ବନ୍ଧୁଗଣ ଏହି ରୋଗଟି ହେଉଛି ଏକ ପ୍ରକାର ଫଙ୍ଗସ ଜନିତ ରୋଗ । ଆଜି ଆମେ ଆପଣ ମାନଙ୍କୁ ଏହି ରୋଗ ସମ୍ବନ୍ଧରେ ସମସ୍ତ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି Mucormycosis ହେଉଛି ଏକ ପ୍ରକାରର ଜୀବାଣୁ । ଏହି ପରଜୀବୀ ମାନେ ଆମ ଆଖିରେ ଦେଖାଯାଇନଥାଏ । Mucormycosisର ବହୁତ ପ୍ରକାରର ପ୍ରଜାତି ରହିଛି । ଆପଣଙ୍କ ଘରେ ଯଦି ଏପରି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ବାହାର ଅମ୍ଳଜାନ ସଂସ୍ପର୍ଶରେ ନାହିଁ ସେହି ଜିନିଷରେ ଏହି Mucormycosis ଜୀବାଣୁ ହୋଇଯାଇଥାନ୍ତି । ଏହା ପବନରେ ଆପଣଙ୍କୁ ଆକ୍ରମଣ କରିପାରେ ନାହିଁ । ଯଦି ଆପଣ ଏହି ଜିନିଷକୁ ଛୁଇଁବା ପରେ ଅନ୍ୟ ଏକ ଖାଦ୍ୟ ପଦାର୍ଥକୁ ହାତରେ ଧରି ସେବନ କରିବେ ତା ହେଲେ ଏହା ଆପଣଙ୍କ ଶରୀର ମଧ୍ୟକୁ ଯାଇଥାଏ ।

ଏହି ଜୀବାଣୁ ବହୁତ ବର୍ଷ ହେବ ରହିଛି । ଏହା ସାଧାରଣତଃ ଷ୍ଟେରୋଏଡ ନେଉଥିବା ବ୍ୟକ୍ତି ମାନଙ୍କୁ ଅତି ସହଜରେ ଆକ୍ରମଣ କରୁଛି । ଏହା ସାଧାରଣତଃ ଶୁଖିଲା ପତ୍ର, ଫଳ ଓ ପନିପରିବା ଆଦିରେ ହୋଇଯାଇଥାଏ । ଏହି ସବୁ ଜିନିଷ ଯେତେବେଳେ ବାହାରର ଅମ୍ଳଜାନ ସଂସ୍ପର୍ଶରେ ଆସି ନଥାଏ ସେତେବେଳେ ଏହା ସଢି ଯାଇଥାଏ । ସଢିବାରେ ଏହି ଜୀବାଣୁ ସେହି ଖାଦ୍ୟ ପଦାର୍ଥରେ ଜନ୍ମ ହୋଇଥାଏ । ଯଦି କୌଣସି ଫଳ ବା ପନିପରିବାରେ ଏକ ପ୍ରକାରର କଳା ଦାଗ ଦେଖାଯାଉଥିବ ଓ ଆପଣ ତାକୁ ଖାଇଦେବେ ତା ହେଲେ ଆପଣଙ୍କ ଶରୀରରେ ଏହି Mucormycosis ରୋଗ ସୃଷ୍ଟି ହେବ ।

ଏହି ରୋଗ ହେବାର ଲକ୍ଷଣ ଗୁଡିକ ହେଉଛି, ମୁହଁରେ କଳା ଦାଗ ହେବା, ଜ୍ଵର, ମୁଣ୍ଡ ବିନ୍ଧା, ନାକରୁ କଳା ରକ୍ତ ବାହାରିବା ଆଦି । ଏହି ରୋଗଟି ଆପଣଙ୍କର ଯେଉଁ ଅଙ୍ଗରେ ସୃଷ୍ଟି ହେବ ସେହି ଅଙ୍ଗଟି ସଂପୂର୍ଣ୍ଣ ନଷ୍ଟ ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ କଥା ଗୁଡିକୁ ଧ୍ୟାନରେ ନିଶ୍ଚୟ ରଖନ୍ତୁ ।

ସାଧାରଣତଃ ଯେଉଁ ମାନଙ୍କ ରୋଗପ୍ରତିଷେଧକ ଶକ୍ତି କମ ଥାଏ ଓ ଯେଉଁ ମାନଙ୍କର ଡାଇବେଟିସ ଆଦି ସମସ୍ୟା ରହିଥାଏ ସେମାନଙ୍କୁ ଏହି ରୋଗ ଶୀଘ୍ର ସଂକ୍ରମଣ କରିଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ସବୁ କଥାକୁ ଧ୍ୟାନରେ ରଖନ୍ତୁ ଓ ଯଦି ଆପଣ ମାନଙ୍କର ଏହି ସବୁ ରୋଗର ଲକ୍ଷଣ ଦେଖାଯାଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବନ୍ଧୁଗଣ ଏହି ରୋଗରୁ ଦୂରରେ ରହିବା ପାଇଁ ଆପଣ ମାନେ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ହଳଦୀ, ଅଧା ଚାମଚ ଲବଙ୍ଗ, ଅଧା ଚାମଚ ଗୋଲମରୀଚ ଗୁଣ୍ଡ ମିଶାଇ ଏହାର ସେବନ କରିପାରିବେ । ଏହା ସହିତ ଆପଣ ମାନେ ସବୁଦିନ ଅଧ ଖଣ୍ଡ ଡାଲଚିନି ନିଜ ପାଟିରେ ରଖି ଧୀରେ ଧୀରେ ସେବନ କରନ୍ତୁ । ଯଦି ଆପଣ ଏହି ସବୁ ଜିନିଷର ସେବନ କରିବେ ତା ହେଲେ ଆପଣ ସବୁବେଳେ ଏହି ରୋଗରୁ ଦୂରେଇ ରହିବେ । 

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *