ମାତ୍ର 2 ଟଙ୍କାରେ କେବଳ ଗୋଟିଏ ଥର ବ୍ୟବହାର କରି ଦାନ୍ତ ପୋକକୁ ବାହାର କରନ୍ତୁ- Health Tips  

ବନ୍ଧୁଗଣ ଆମ ଜୀବନରେ ଦାନ୍ତର ବହୁତ ଅଧିକ ମହତ୍ଵ ରହିଥାଏ । କାରଣ ଆମ ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ରହିଥାଏ ଓ ଆମ ସୁନ୍ଦରତା ପାଇଁ ଦାନ୍ତର ଆବଶ୍ୟକତା । ହେଲେ ବନ୍ଧୁଗଣ ଯଦି ଆମ ଦାନ୍ତରେ ଜୀବାଣୁ ଆସିଯାଇଥାଏ ସେତେବେଳେ ଆମ ଦାନ୍ତରେ ବହୁତ କଷ୍ଟ ହୋଇଥାଏ । ଆମେ ଠିକ ଭାବରେ ଖାଦ୍ୟ ଖାଇପାରୁ ନାହିଁ । ତେଣୁ ବନ୍ଧୁଗଣ ସୁସ୍ଥ ରହିବା ପାଇଁ ଆମକୁ ସୁସ୍ଥ ଦାନ୍ତର ଆବଶ୍ୟକତା ରହିଛି । ହେଲେ ବନ୍ଧୁଗଣ ଆଜିକାଲିର ଦୁନିଆରେ ଲୋକମାନେ ନିଜ ଦାନ୍ତର ଠିକ ଭାବରେ ଧ୍ୟାନ ରଖିପାରୁ ନାହାନ୍ତି, ଯାହାଫଳରେ ସେମାନଙ୍କୁ ଏହି ପରିକା ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ଦାନ୍ତ ଜୀବାଣୁ ରହିଲେ ତାହା ଆମ ଦାନ୍ତୁକୁ ସଂପୂର୍ଣ୍ଣ  ଖରାପ କରିଦେଇଥାଏ, ଯାହାଫଳରେ ଆମକୁ ସେହି ଦାନ୍ତକୁ ବାହାର କରିବାକୁ ପଡିଥାଏ ।

ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଏହିପରି କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ନିଜ ଦାନ୍ତରେ ଥିବା ପୋକକୁ ବାହାର କରିପାରିବେ ଓ ନିଜ ଦାନ୍ତକୁ ସୁସ୍ଥ ରଖିପାରିବେ ।

ବନ୍ଧୁଗଣ ଏହା ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କହିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମକୁ ଏହି ଉପାୟକୁ ବନେଇବା ପାଇଁ ଦୁଇଟି ଜିନିଷର ଆବଶ୍ୟକତା ରହିଛି, ପ୍ରଥମଟି ହେଉଛି ପାନ ଚୂନ ଓ ଦୁତୀୟଟି ହେଉଛି ଫିଟିକିରି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଟି ଜିନିଷ ବଜାରରୁ ବହୁତ ସହଜରେ ମିଳିଯିବ । ଯଦି ଆପଣ ଗୋଟା ଫିଟିକିରି ଆଣିବେ ତା ହେଲେ ଆପଣ ସେହି ଫିଟିକିରିକୁ ପେଶୀ ଗୁଣ୍ଡ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ଫିଟିକିରି ଓ ଏକ ଚାମଚ ପାନ ଚୂନ ନିଅନ୍ତୁ । ଏହାପରେ ଆପଣ ଅଳ୍ପ ପାଣି ସାହାର୍ଯ୍ୟରେ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ଏହାପରେ ଆମ ଉପଚାର ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ଏକ ତୁଳା ସାହାର୍ଯ୍ୟରେ ଏହି ମିଶ୍ରଣକୁ ନେଇ ନିଜ ପୋକ ଖାଇଥିବା ଦାନ୍ତରେ ଭଲ ଭାବରେ ଲଗାନ୍ତୁ । ଲଗାଇବା ପରେ ଏହାକୁ ନିଜ ଦାନ୍ତରେ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ହେଲେ ବନ୍ଧୁଗଣ ସେହି ସମୟରେ ଆପଣ ନିଜ ପାଟିକୁ ଖୋଲା ରଖିବେ ନଚେତ ଦାନ୍ତରେ ଜିଭ ବାଜିବା ଦ୍ଵାରା ଏହି ମିଶ୍ରଣ ଅଲଗା ହୋଇପାରେ ।

ଏହାପରେ ବନ୍ଧୁଗଣ ଆପଣ ନିଜ ପାଟିକୁ ୫ ମିନିଟ ପରେ ପାଣି ସାହାର୍ଯ୍ୟରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହାର ମାତ୍ର ଦୁଇ ଥର ବ୍ୟବହାରରେ ଆପଣଙ୍କ ଦାନ୍ତ ପୋକ ମୁକ୍ତ ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ହି ଉପଚାରକୁ ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *