ଗୋଟିଏ ଥରରେ ହିଁ ଥଣ୍ଡା, କାଶ, ଛାତିରେ ଜମିଥିବା କଫ ସବୁ ଭଲ ହୋଇଯିବ- Health Tips

ନମସ୍କାର ବନ୍ଧୁଗଣ ଯଦି ଆପଣ ଙ୍କ ଛାତିରେ ବଲଗମ ଅଛି କିମ୍ବା ମୋଟା କଫ ଅଛି ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ଯଦି ଆପଣ କାଢା ପିଇ ପାରନ୍ତି ନାହିଁ ଆଉ ଯଦି ଛୋଟ ପିଲା ଅଛି ତେବେ ତାକୁ କିପରି କାଢା ଦିଆ ଯାଇ ପାରିବ ।

ସେ ଉପାୟ ବିଷୟରେ ଜାଣିବା । ଯେତେବେଳେ ଆମ ଫୁସଫୁସ ରେ ଯନ୍ତ୍ରଣା ହେବାକୁ ଆରମ୍ଭ ହୋଇ ଥାଏ ଏବଂ କାଶ ହେବା ଆରମ୍ଭ ହୁଏ ଏବଂ ଗଳାରେ ବହୁତ କଫ ରହିଛି । କିମ୍ବା ଶରୀର ଦୁର୍ବଳ ହୋଇ ପଡୁଛି କିମ୍ବା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା କମ ଅଛି ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି । ତେବେ ଏହାର ସହଜ ଉପାୟ କଣ ତେବେ ଆସନ୍ତୁ ଜାଣିନେବା ଏହାର ସହଜ ଉପାୟ ବିଷୟରେ ଏବଂ ତା ସହିତ ନିଜ ଅମ୍ଳଜାନ ର ମାତ୍ରା କୁ କିପରି ବୃଦ୍ଧି କରି ପାରିବା ସେ ବିଷୟରେ ମଧ୍ୟ ଆଲୋଚନା କରି ପାରିବା ।

ଏହା ଛଡା ଆମକୁ ବହୁତ କାଶ ହୋଇଥାଏ କିମ୍ବା କଥା କହିବା ଦ୍ୱାରା ହିଁ କାଶ ହୋଇଯାଏ ତେବେ କାଶ ଅଧିକ ହୋଇ ଆମେ ନିଶ୍ୱାସ ମଧ୍ୟ ନେଇ ପାରୁନୁ । ତେବେ ଏହି କରୋନା ମହାମାରୀ ସମୟରେ ମଧ୍ୟ ଅମ୍ଳଜାନ ର ବହୁତ ଆବଶ୍ୟକତା ରହିଛି ଆମ ଶରୀର କୁ । ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ ଏବଂ ନିଜ ଗଳା ରେ ଥିବା କଫକୁ କିପରି ବାହାର କରିବା ଏବଂ ତା ସହ ନିଜ କାଶ କୁ ମଧ୍ୟ କିପରି ଠିକ କରିବା ସେ ବିଷୟରେ ମଧ୍ୟ ଆଲୋଚନା କରିବା ।

ଆପଣଙ୍କୁ ଏହି ଉପାୟ କିମ୍ବା ଉପଚାର ପାଇଁ କିଛି ଗୋଲମରିଚ ଏବଂ ପିପଳି ନେବା । ତା ପରେ ସେ ଗୁଡିକ କୁ କୁଟି କରି ତାର ଚୁରଣ ପ୍ରସ୍ତୁତ କରି ଦିଅନ୍ତୁ । ପିପଳି କୁ ଶ୍ୱାସ ରୋଗୀ ମାନେ ଏବଂ କଫ ବାହାର କରିବା ପାଇଁ କିମ୍ବା କାଶ କୁଭଲ କରିବା ପାଇଁ ଖାଇଥାନ୍ତି । ଗୋଲ ମରିଚ ମଧ୍ୟ କଫ ନାଶକ ହୋଇଥାଏ । ତେବେ ଆପଣ ଏହି ଦୁଇ ବସ୍ତୁ କୁ ଏକଦମ ସମାନ ରୂପରେ ନେବେ ।

ଏହାକୁ ଚୁରି ଏହାର ପାଉଡର ବନେଇ ସାରିବା ପରେ ଏହି ଦୁଇ ମିଶ୍ରଣ କୁ ଅଧା ଚାମଚ ନେବେ ଏବଂ ତା ସହ ଏକ ଚାମଚ ମହୁ ନେବେ । ତାପରେ ଆପଣ ଏହାକୁ ଚାଟି ଦିଅନ୍ତୁ ।
ଏହାକୁ ନେଇ ସାରିବା ପରେ ଅଧା ଘଂଟା ପର୍ଯ୍ୟନ୍ତ ଆପଣ କିଛି ବି ଖାଇବେ ନାହିଁ । ଏପରି ଆପଣ ଦିନକୁ ଦୁଇଥର କରି ପାରିବେ ।

ଏହା ଛଡା ଧ୍ୟାନ ଦେବେ ଯେପରି ଆପଣ ଙ୍କ ଶରୀର ରେ ଜଳ ର ମାତ୍ରା ନ କମୁ । ଆପଣ ପ୍ରଚୁର ପରିମାଣରେ ପାଣି ପିଇବେ । ଏହାର ବ୍ୟବହାର ଦ୍ୱାରା ଆପଣ ଙ୍କ କାଶ ଭଲ ହୋଇଯିବ ଏବଂ ତା ସହ ଆପଣ ଙ୍କ ଛାତିରେ ଜମି ରହୁଥିବା କଫ ମଧ୍ୟ ଭଲ ହୋଇଯିବ ଏବଂ ଆପଣ ଭଲ ଭାବରେ ନିଶ୍ୱାସ ମଧ୍ୟ ନେଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *