TV ସିରିଏଲ କସମ ତେରେ ପ୍ୟାର କି ର ଏହି ଫେମସ Actress ଙ୍କ ରିଅଲ ଲାଇଫ ସ୍ଵାମୀ ଅଟନ୍ତି Bollywood ର ଏହି ଫେମସ ଅଭିନେତା

ଟିଭି ଇଣ୍ଡରଷ୍ଟ୍ରି ରେ ଗୋଟିଏ ପରେ ଗୋଟିଏ ବହୁତ ସୁପର ହିଟ ଧାରା ବାହିକ ଦେଖିବାକୁ ମିଳିଛି । କିନ୍ତୁ କେହି ଏହି ସିରିଏଲ କସମ ତେରୀ ପ୍ୟାର କି ର ରେକର୍ଡ ଭାଙ୍ଗି ପାରି ନାହାଁନ୍ତି । କାରଣ ଏହି ସିରିଏଲ ଯେତେ ଭଲ ଥିଲା ତାହା ଠାରୁ ସେଥିରେ ଅଭିନୟ କରିଥିବା କାଳାକାର ମାନେ ତାଙ୍କର ସର୍ବଶ୍ରେଷ୍ଠ ଅଭିନୟ ଦେଖାଇଥିଲେ । ଏହା ବହୁତ ଲୋକପ୍ରିୟ ହୋଇଥିଲା । ସେହି ସମୟରେ ଘରେ ଘରେ ଏହି ଧାରାବାହିକକୁ ଖୁବ ପସନ୍ଦ କରା ଯାଉଥିଲା ।

ସେହି ସିରିଏଲରେ ତନୁ ଭୂମିକାରେ ଅଭିନୟ କରିଥିବା ହିରୋଇନଙ୍କ ଅସଲି ନାଁ ହେଉଛି କୃତିକା ସେଙ୍ଗର । ଏହି ସିରିଏଲ ରେ କୃତିକା ଙ୍କ ଅଭିନୟ କୁ ବହୁତ ପସନ୍ଦ କରା ଯାଇଥିଲା । ସେ ଏହି ଧାରାବାହିକରେ ବହୁତ ସାମାନ୍ୟ ଓ ସାଧାରଣ ଝିଅର ଭୂମିକା କରିଥିଲେ ।

କୃତିକା ଉତ୍ତର ପ୍ରଦେଶର କାନପୁର ସହରରେ ୧୯୮୬ ମସିହା ଜୁଲାଇ ୩ ତାରିଖରେ ହୋଇଥିଲା । ସେ ସହିଠାରେ ତାଙ୍କର ପୁରା ପାଠପଢା ଶେଷ କରିଥିଲେ । ସେ ତାଙ୍କର ଅଭିନୟ କ୍ୟାରିୟର ୨୦୦୬ ମସିହାରେ ପ୍ରସାରିତ ହୋଇଥିବା ଟିଭି ସୋ ‘ କ୍ୟୁକି ସାସ  ଭି କଭି ବହୁ ଥି’ ସିରିଏଲରୁ ଆରମ୍ଭ କରିଥିଲେ ।

ସେ ଏହି ସିରିଏଲରେ ସହାୟକ ଅଭିନେତ୍ରୀ ହିସାବରେ ସୁଗନ୍ଧି ମେହେର ର ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ତାଙ୍କୁ ଅସଲି ପରିଚୟ ସିରିଏଲ ଝାଂସି କି ରାନୀ ସିରିଏଲରେ ମିଳିଥିଲା । ସେ ଏଥିରେ ଝାଂସିର ରାଣୀ ମୁଖ୍ୟ ଭୂମିକାରେ ଅଭିନୟ  କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ତାଙ୍କୁ ବହୁତ ଟିଭି ସିରିଏଲରୁ ଅଫର ମିଳିଥିଲା ।

ସେ ଛୋଟ ପରଦାରେ କାମ କରିବା ସହିତ ବଡ଼ ପରଦାରେ ମଧ୍ୟ କାମ କରିବାର ନଜର ଆସିଥିଲେ । ସେ ୨୦୧୪ ମସିହାରେ ଆସିଥିବା ଫିଲ୍ମ ମାଇଁ ଫାଦର ଗଡ଼ ଫାଦର ରେ କାମ କରିବାର ଦେଖା ଯାଇଥିଲା । ତାଙ୍କ ସ୍ଵାମୀଙ୍କ ନାମ ନିକେତନ ଧୀର ଅଟେ । ସେ ୨୦୧୨ ମସିହାରେ ବିବାହ କରିଥିଲେ ।

ତାହା ଏକ ଆରେଞ୍ଜ ମ୍ୟାରେଜ ଥିଲା । ତାଙ୍କ ପତି ମଧ୍ୟ ଜଣେ ଟିଭି ଓ ଫିଲ୍ମ ଅଭିନେତା ଅଟନ୍ତି । ସେ ୨୦୦୮ ମସିହାରେ ଆସିଥିବା ଫିଲ୍ମ ଯୋଦ୍ଧା ଆକବର ରେ ତାଙ୍କର ଡେବ୍ୟୁ କରିଥିଲେ । ସେ ଏହା ପରେ ଦବଙ୍ଗ ଭଳି ବହୁତ ଫିଲ୍ମରେ କାମ କରିଛନ୍ତି ଓ ବହୁତ ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ବର୍ତ୍ତମାନ ଦୁହେଁ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *