Bollywood ଅଭିନେତା Ranbir Kapoor କରିଛନ୍ତି କିଛି ଏଭଳି କାଣ୍ଡ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବଲିଉଡ ଏମିତି ଏକ ଦୁନିଆ ଯେଉଁଥିରେ ସମସ୍ତେ ରଙ୍ଗୀନ ହୋଇଥାନ୍ତି । ଏହାକୁ ସାଧାରଣ ଲୋକେ ମଧ୍ୟ ଅନୁକରଣ କରିଥାନ୍ତି । କିନ୍ତୁ ବଲିଉଡ ଯେତିକି ଚାକ ଚମକ ହୋଇଥାଏ ସେତିକି ମଧ୍ୟ ସେଥିରେ କଳା ଦାଗ ଭରି ରହିଥାଏ । ସେହିଭଳି ଏହି ବଲିଉଡ ଷ୍ଟାର ମାନଙ୍କ ଜୀବନରେ ଏମିତି କିଛି କଥା ଅଛି ଯାହାକି ବହୁତ କମ ଲୋକ ଜାଣିଥାନ୍ତି । ରଣବିର କପୁର ତାଙ୍କର ପ୍ରଥମ ଫିଲ୍ମ ସାବରୀୟା ରୁ ନେଇ ତାଙ୍କର ଏ ପର୍ଯ୍ୟନ୍ତ ଆସିଥିବା ଫିଲ୍ମ ସଞ୍ଜୁ ପର୍ଯ୍ୟନ୍ତ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ଏବେ ରଣବିର କପୁର ବଲିଉଡରେ ଜଣେ ଆଗ ଧାଡ଼ିର ହିରୋ ହୋଇ ଯାଇଛନ୍ତି । କିନ୍ତୁ ରଣବିର କପୁରଙ୍କ ଜୀବନରେ କିଛି ଖରାପ ଗୁଣ ଅଛି ତାହା ବିଷୟରେ ଆଜି ଆମେ ଜାଣିବା । ରଣବିର କପୁର ବହୁତ ଥର ତାଙ୍କର କିଛି ଭୁଲ କାମ ପାଇଁ ସମାଲୋଚନାର ପାତ୍ର ହୋଇଥାନ୍ତି ।

କିନ୍ତୁ କିଛିଦିନ ତଳେ ରିଷି କପୁରଙ୍କ ମୃତ୍ୟୁ ବେଳକୁ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଥିଲା । ତାହା ହେଉଛି ରଣବିର କପୁର ଓ ରିଷି କପୁରଙ୍କ ସମ୍ପର୍କ କିଛି ଭଲ ନଥିଲା । ଛୋଟ ବେଳରୁ ଋଷି କପୁର ରଣବିର କପୁରଙ୍କ ସହିତ ନଥିଲେ । ରଣବିର କପୁର ସବୁବଳେ ଋଷି କପୁରଙ୍କ ରାଗ ଓ ଅହଂକାର କୁ ଦେଖିଛନ୍ତି । ରଣବିର କପୁର ଛୋଟ ବେଳରୁ ତାଙ୍କ ବାପାଙ୍କୁ ଏକ ମଦ୍ୟପ ଦୃଷ୍ଟିରେ ଦେଖିଛନ୍ତି । ସେ ସବୁବେଳେ ତାଙ୍କ ମାଆଙ୍କ ପାଖରେ ରହିଥାନ୍ତି ।

ରଣବିର କପୁର ତାଙ୍କ ପିତାଙ୍କ ଭଳି ଜଣେ ମଦ୍ୟପ ମଧ୍ୟ । ସେ ବହୁତ ମଦ ଓ ନିଶା ସେବନ କରିଥାନ୍ତି । ସେ ମାତ୍ର ୧୫ ବର୍ଷ ବୟସରେ ମଦ ଓ ଡ୍ରଗ୍ସ ନେବା ଆରମ୍ଭ କରିଦେଇଥିଲେ । ସେ ଜଣେ କେବଳ ମଦ୍ୟପ ସହିତ ଜଣେ ସବୁବେଳେ ସିଗାରେଟ ଟାଣୁଥିବା ବ୍ୟକ୍ତି ମଧ୍ୟ ଅଟନ୍ତି । ସେ କୌଣସି ବି ପାର୍ଟିରେ ବହୁତ ମଦ ପିଇଥାନ୍ତି ।

ଖବର ଅନୁସାରେ, ସେ ଯେତେବେଳେ ରକ୍ ଷ୍ଟାରର ସୁଟିଂ କରୁଥିଲେ ସେତେବେଳେ ସେ ବହୁତ ନିଶାରେ ଥିଲେ । ସେଥିପାଇଁ ତାଙ୍କ ମାଆ ନିତୁ ତାଙ୍କୁ ଅଷ୍ଟ୍ରେଲିଆର ଏକ ହେଲଥ କେୟାରରେ ଭର୍ତି କରାଇଥିଲେ ,କିନ୍ତୁ ସେଥିରେ ତାଙ୍କର କିଛି ପରିବର୍ତ୍ତନ ହୋଇ ନଥିଲା । ସେ ଆଜି ପର୍ଯ୍ୟନ୍ତ ନିଶାରୁ ବାହାରି ପାରୁ ନାହାନ୍ତି ।

ସେ ସବୁବେଳେ ବହୁତ ଝିଅଙ୍କ ସହିତ ରିଲେସନ ରେ ରହିଥାନ୍ତି କିନ୍ତୁ କାହାକୁ ସିରିୟସ ରେ ନିଅନ୍ତି ନାହିଁ । ସେ ସବୁବେଳେ ତାଙ୍କ ମାଆଙ୍କ କଥା ଶୁଣିଥାନ୍ତି । ସେ କୁହନ୍ତି କି ମୋ ମାଆ ଯାହାକୁ ପସନ୍ଦ କରିବେ ମୁଁ ତାହା ସହିତ ରହିବି । ତେଣୁ ତାଙ୍କ ମାଆ ନିତୁ କପୁରଙ୍କୁ କଟ୍ରିନା ଓ ଦୀପିକା ପସନ୍ଦ ନ ଥିଲେ , ସେଥିପାଇଁ ସେ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଦୀପିକାଙ୍କ ଠାରୁ ଅଲଗା ହେବା ପରେ ଦୀପିକା କିଛିଦିନ ପାଇଁ ବହୁତ ମାନସିକ ଦୁଶ୍ଚିନ୍ତାରେ ଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *