Kareena ଙ୍କ ଗୀତ ରେ Janhvi Kapoor କଲେ ବେଲି ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ମଧ୍ୟ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଯାନଭି କପୁର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଫିଲ୍ମ ‘ଧଡକ’ରେ ଅଭିନୟ କରିଥିବା ଅଭିନେତ୍ରୀ ଯାନଭି କପୁରଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମ ପରେ ସେ ‘ଗୁଞ୍ଜନ ସକସେନା’ ଫିଲ୍ମରେ ମଧ୍ୟ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଛନ୍ତି ।


ଏହି କିଛି ଦିନ ହେବ ଯାନଭିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଯାନଭି ଅଧିକାଂଶ ସମୟ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଆକ୍ଟିଭ ରୁହନ୍ତି ।

ଏହି କିଛି ଦିନ ତଳେ ସେ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଡ୍ୟାନ୍ସ ଭିଡିଓକୁ ସେୟାର କରିଛନ୍ତି । ସେ ଅଭିନେତ୍ରୀ କରିନା କପୁର ଖାନଙ୍କର ଗୀତ ‘ସନ ସନନ’ରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଯାନଭି ଏକ ଧଳା ରଙ୍ଗର ଆଉଟଫିଟରେ ନଜର ଆସୁଛନ୍ତି ଓ ବହୁତ ହଟ୍ ନଜର ଆସୁଛନ୍ତି ।

 

View this post on Instagram

 

A post shared by Janhvi Kapoor (@janhvikapoor)

ସେ ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ ‘ମୁ ମୋର ବେଲି ଡ୍ୟାନ୍ସର ସେଶନକୁ ବହୁତ ମିସ୍ କରୁଛି’ । ଯାନଭିଙ୍କର ଏହି ଭିଡିଓକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଯାନଭିଙ୍କର ଏହି ଭିଡିଓକୁ ବହୁତ କମ ସମୟରେ ୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ଓ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସେ ନିଜର ପରବର୍ତ୍ତୀ ଫିଲ୍ମ ‘ଗୁଡ ଲକ ଜେରୀ’ ପାଇଁ ବ୍ୟସ୍ତରେ ଅଛନ୍ତି । ଗତ ଷୋମବାର ଦିନ ସେ ନିଜ ଫିଲ୍ମର ଫାଷ୍ଟ ଲୁକ୍ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ପୋଷ୍ଟରରେ ଯାନଭି ଏକ ଟ୍ରେଡିସ୍ନାଲ ଲୁକ୍ ରେ ନଜର ଆସୁଛନ୍ତି । ଏହି ପୋଷ୍ଟରରେ ସେ ଏକ ନୀଳ ରଙ୍ଗର ସଲବାର ସୁଟ ପିନ୍ଧିଛନ୍ତି ଓ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ଯାନଭି ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି କ୍ୟାପ୍ସନରେ ଲେଖିଥିଲେ ‘ଗୁଡଲକଜେରୀ’ । ବନ୍ଧୁଗଣ ପରବର୍ତ୍ତୀ ସମୟରେ ସେ ସେ ଦୋସ୍ତାନା ୨, ରୁହି ଅଫଜା ଓ ତଖ୍ତରେ ନଜର ଆସିବେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *