Kangana Ranaut ଙ୍କୁ ନିଜର ଏହି 5 ଟି ଅଜବ ବୋଲ୍ଡ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଥିଲା ବେଜିତ, ଆପଣ ବି ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ସମସ୍ତ ଅଭିନେତ୍ରୀ ନିଜକୁ ସୁନ୍ଦର ଦେଖେଇବା ପାଇଁ ବହୁତ ବୋଲ୍ଟ ଡ୍ରେସ ଓ କସ୍ମେଟିକ୍ସର ସାହାରା ନେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କଙ୍ଗନା ରାନାବତ ।

ବନ୍ଧୁଗଣ ବଲିଉଡ କ୍ଵିନ କଙ୍ଗନା ରାନାବତ ସମସ୍ତ ପ୍ରକାରର ଡ୍ରେସରେ ସୁନ୍ଦର ନଜର ଆସନ୍ତି । ସୋସିଆଲ ମିଡିଆରେ ତାଙ୍କର ସମସ୍ତ ଫଟୋ ବହୁତ ଶୀଘ୍ର ଭାଇରାଲ ହୋଇଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କଙ୍ଗନାଙ୍କର କିଛି ଫେମସ ଡ୍ରେସ ଲୁକ୍ ବିଷୟରେ କହିବାକୁ ଯାଉଛୁ । ଯାହାକୁ ପିନ୍ଧି କଙ୍ଗନା ବହୁତ ଅଧିକ ଲାଇମ ଲାଇଟରେ ରହିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ କଙ୍ଗନା ତାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ଯା’ର ପ୍ରେସ କନ୍ଫ୍ରେଂସରେ ଏକ ସବୁଜ ରଙ୍ଗର ଗାଉନ ପିନ୍ଧି ଥିଲେ ଓ ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ସେହି କନ୍ଫ୍ରେଂସରେ କଙ୍ଗନାଙ୍କ ବୋଲ୍ଡ ଡ୍ରେସ କାରଣରୁ କଙ୍ଗନା ଓ ଏକ ପ୍ରେସ ମେମ୍ବରର ବହୁତ ଅଧିକ ଯୁକ୍ତି ହୋଇଥିଲା । ଯାହା ଫଳରେ କଙ୍ଗନାଙ୍କୁ ବୟକଟ କରିବା ପାଇଁ ପ୍ରେସ କନ୍ଫ୍ରେଂସ କହିଥିଲେ ।


୨. ଫିଲ୍ମ ‘ମଣିକାର୍ନିକା’ର ସକସେସ ପାର୍ଟିରେ କଙ୍ଗନା ଏକ ଶିମିରି ଗାଉନ ପିନ୍ଧି ଥିଲେ ଓ ନିଜ କେସକୁ ଖୋଲି ବହୁତ ସୁନ୍ଦର ନଜର ଆସୁଥିଲେ । ଏହି ଲୁକକୁ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ । କଙ୍ଗନାଙ୍କର ଏହି ଲୁକର ଫଟୋ ବହୁତ ଅଧିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

୩. କାମ୍ସ ଫିଲ୍ମ ଫେଷ୍ଟିଭାଲରେ କଙ୍ଗନା ଏକ ବ୍ରା ପିନ୍ଧିଥିଲେ ଓ ବ୍ରା ଉପରେ ଏକ ଜାକେଟ ପିନ୍ଧିଥିଲେ । କଙ୍ଗନାଙ୍କର ଏହି ଲୁକକୁ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । କଙ୍ଗନା ଏହି ବୋଲ୍ଟ ଡ୍ରେସ ପିନ୍ଧି ବହୁତ ସୁନ୍ଦର ନଜର ଆସୁଥିଲେ । ହେଲେ ଏହି ରିଭିଲିଙ୍ଗ ଡ୍ରେସ ପିନ୍ଧି କଙ୍ଗନା ବହୁତ ମାତ୍ରାରେ ଟ୍ରୋଲିଙ୍ଗ ର ଶିକାର ମଧ୍ୟ ହୋଇଥିଲେ ।

୪. ୨୦୧୯ରେ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିବାଲରେ କଙ୍ଗନା ଏକ ଏମିତି ଲୁକ ନେଇଥିଲେ ଯାହା ବଲିଉଡ ଅଭିନେତ୍ରୀ ମାନେ ଅଧିକାଂଶ ନେଇନଥାନ୍ତି । କଙ୍ଗନା ସେହି ସ୍ଥାନରେ ଦ ବଡୀକର୍ନ କ୍ୟାଟ ସୁଟ ପିନ୍ଧିଥିଲେ । ଏହି ସୁଟ ପିନ୍ଧି କଙ୍ଗନା ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ଏହି ଡ୍ରେସ ପିନ୍ଧି କଙ୍ଗନା ବହୁତ ଚର୍ଚାରେ ମଧ୍ୟ ଥିଲେ । କଙ୍ଗନାଙ୍କର ଏହି ଲୁକକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ ।

୫. ଏବେ କଥା ହେବା କାନ୍ସ ଫିଲ୍ମ ଫେସ୍ଟିଭାଲ ରେ କଙ୍ଗନାଙ୍କର ରିଭିଲିଙ୍ଗ ନେକଲାଇନ ଡ୍ରେସ ବିଷୟରେ । କଙ୍ଗନା ଏହି ବ୍ଲାକ କଲର ପ୍ଯାଣ୍ଟ ଶୁଟ ରେ ବହୁତ ଅଧିକ ବୋଲ୍ଡ ନଜର ଆସିଥିଲେ । ଏଥିପାଇଁ କଙ୍ଗନାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଇଥିଲା । କିନ୍ତୁ କଙ୍ଗନା ନିଜର ଏହି ବୋଲ୍ଡ ଅବତାର ପାଇଁ ବହୁତ ଅଧିକ ଲାଇମ ଲାଇଟ ରେ ରହିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *