ବନ୍ଧୁଗଣ ଡିଏଫଓ ଅଫିସର ସୋମ୍ୟ ରଞ୍ଜନଙ୍କ ହତ୍ୟା ପରେ ତାଙ୍କ ସ୍ତ୍ରୀ (ବିଦ୍ୟା ଭାରତୀ)ଙ୍କ କଳା କର୍ଣ୍ଣମା ଗୋଟେ ପରେ ଗୋଟେ ସାମ୍ନାକୁ ଆସିଛି । ସ୍ଵାମୀର ଦେହାନ୍ତ ପରେ ବିଦ୍ୟା ପ୍ରଥମେ ମିଡିଆ ସାମ୍ନାରେ ଏକ କଲ୍ ରେକର୍ଡ ରଖିଥିଲେ ।
ସେହି କଲ୍ ରେକର୍ଡରେ ବିଦ୍ୟା ନିଜକୁ ଭଲ ଦେଖାଇ ନିଜ ସ୍ଵାମୀକୁ ଖରାପ ଦର୍ଶାଇ ଥିଲେ । ହେଲେ ବନ୍ଧୁଗଣ ବିଦ୍ୟାଙ୍କ ମନରେ ଥିବା ସବୁ ରହସ୍ୟ ତାଙ୍କ ଗୋଲାପି ଡାଏରୀରୁ ଜଣା ପଡି ଯାଇଛି । ପ୍ରଥମେ ବିଦ୍ୟାଙ୍କ ହାତ ଲେଖା ଚିଠି ସାଇଣ୍ଟିଫିକ ଟିମ ହାତକୁ ଆସିଥିଲା । ସେହି ଚିଠିରେ ବିଦ୍ୟା ନିଜ ମନର ଦୁଃଖ ବିଷୟରେ ଲେଖିଥିଲେ । ହେଲେ ବର୍ତ୍ତମାନ ବିଦ୍ୟାଙ୍କ ଗୋଲାପି ଡାଏରୀର ପରଦାଫାସ ହୋଇଛି ।
ବନ୍ଧୁଗଣ ଏହି ଗୋଲାପି ଡାଏରୀରେ ବିଦ୍ୟା ଯାହା ସବୁ ସୋମ୍ୟଙ୍କ ବିରୋଧରେ ଲେଖିଛନ୍ତି ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ବିଦ୍ୟାଙ୍କର ଏହି ଗୋଲାପି ଡାଏରୀ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବିଦ୍ୟାଙ୍କର ସେହି ଗୋଲାପି ଡାଏରୀ ବିଷୟରେ ।
ଗୋଲାପି ଡାଏରୀରେ ପ୍ରେମ କଥା ନଲେଖି ଘୃଣା କଥା ଗୋଟିଏ ପରେ ଗୋଟିଏ ଲେଖିଛନ୍ତି ବିଦ୍ୟା ଭାରତୀ । ଏହା ସହିତ ସେ କଞ୍ଚା ଓଡିଆରେ ସୋଦି ଛନ୍ତି ସୋମ୍ୟ ରଞ୍ଜନଙ୍କୁ । ସେହି ଡାଏରୀରେ ଥିବା ଲେଖା କହୁଦେଉଛି ତାଙ୍କ ମନରେ ସୋମ୍ୟଙ୍କ ପାଇଁ କେତେ ଘୃଣା ଥିଲା । ଡାଏରୀର ଗୋଟେ କାଗଜରେ ଲେଖା ହୋଇଛି ୩୧ ଏମ ବୋଧେ ଏହା ମାର୍ଚ୍ଚ ୩୧ ।
ଏହି କାଗଜରେ ହେଟ ୧+୧+୧୧+୧+୧୧+୧+୧୧+୧+୧ ଲେଖି ଛନ୍ତି ବିଦ୍ୟା । ଏଥିରୁ ଆପଣ ଯାନୀ ପାରୁଥିବେ ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କୁ କେତେ ଘୃଣା କରୁଥିଲେ । ଏହାପରେ ଅନ୍ୟ ଏକ ଫର୍ଦରେ ୧ ଏପ୍ରିଲ ଲେଖି ହେଟ୧+୧+୧ ୧+୧+୧୧+୧+୧ ପୁଣି ଲେଖି ଛନ୍ତି ବିଦ୍ୟା । ଏମିତି ଅନେକ ତାରିଖରେ ବିଦ୍ୟା ନିଜ ଘୃଣା ମନୋଭାବକୁ ଏହିପରି ଭାବରେ ଲେଖିଛନ୍ତି ।
ହେଟ ୧+୧+୧ର ତାଲିକାଟା ବହୁତ ଲମ୍ବା ହୋଇ ରହିଛି । ବନ୍ଧୁଗଣ ଯାହା ଅନୁମାନ କରାଯାଉଛି ସେ ଯେତେ ଥର ସୋମ୍ୟଙ୍କୁ ଦେଖୁଥିଲେ ବା କଥା ହେଉଥିଲେ ସେତେ ଥର ନିଜ ଡାଏରୀରେ ଏହାକୁ ଲେଖୁଥିଲେ । ତାଙ୍କ ମନରେ ସୋମ୍ୟଙ୍କ ପ୍ରତି ଏତେ ଘୃଣା ଭାବ ଥିଲା ଯେ, ସେ ନିଜେ ବି ଜାଣି ନଥିଲେ ।
ଏହା ସହିତ ସେ ଡାଏରୀରେ ଆଉ କିଛି ଆଶ୍ଚର୍ଯ୍ୟ ଜନକ କଥା ଲେଖା ହୋଇଛି । ବିଦ୍ୟା ଲେଖିଛନ୍ତି-‘ପ୍ରଭୁ ଜୀବନ ସାରା ତୋ ପାଖରେ ରୁଣୀ ହୋଇ ରହିଯିବି । ମୁ ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ତୋର ସେବା କରିବି କିନ୍ତୁ ପ୍ଳିଜ କିଛି ବି କରେଇ ଡିଭୋର୍ସ କରେଇ ଦିଅ’ ।
ଏହା ସହିତ ବିଦ୍ୟା ଭାରତୀଙ୍କ ଛିଛାକର କଥା ମଧ୍ୟ ଲେଖା ହୋଇଛି । ତା ହେଲେ ବନ୍ଧୁଗଣ ବିଦ୍ୟାଙ୍କ ମନରେ ସୋମ୍ୟଙ୍କ ପ୍ରତି କେତେ ଘୃଣା ଭାବ ଥିଲା ଆପଣ ମାନେ ଜାଣି ପାରୁଥିବେ । ଗୋଟେ ସ୍ତ୍ରୀ କେବେ ନିଜ ସ୍ଵାମୀ ବିଷୟରେ ଏତେ ଖରାପ କଥା କେମିତି ଲେଖିବ ଏହା ଏକ ଆଶ୍ଚର୍ଯ୍ୟ ଜନକ କଥା । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ