କଣ ଭାଇରଲ ବୟ Sahadev ଙ୍କୁ ଗିଫ୍ଟ କରଗଲା 23 ଲକ୍ଷ ଟଙ୍କାର କାର୍ ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଗୀତ ‘ବଚପନ କା ପ୍ୟାର’ ନିଶ୍ଚୟ ଦେଖିଥିବେ । ଏହି ଗୀତଟିକୁ ଏକ ସ୍କୁଲ ଛାତ୍ର ସହଦେବ ଗାଇଥିଲେ । ସହଦେବ ଗାଉଥିବା ଏହି ଗୀତର ଭି-ଡି-ଓ ତାଙ୍କ ସ୍କୁଲ ଶିକ୍ଷକ କରି ସୋ-ସି-ଆ-ଲ ମି-ଡି-ଆ-ରେ ସେୟାର କରିଥିଲେ । ଏହି ଗୀତଟିକୁ ବଲିଉଡ ସିଙ୍ଗର ବାଦଶାହ ଦେଖି ବହୁତ ଖୁସି ହୋଇଥିଲେ ଓ ଏହି ଗୀତକୁ ନେଇ ନିଜର ଏକ ସର୍ଟ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଥିଲେ । ଏହା ପରେ ଏହି ଗୀତଟି ଟ୍ରେଣ୍ଡକୁ ଆସିଗଲା ଓ ରାତା ରାତି ସହଦେବ ଷ୍ଟାର ହୋଇଗଲେ ।

ବନ୍ଧୁଗଣ ସହଦେବ ଡିରଡୋ ବର୍ତ୍ତମାନ ବହୁତ କମ ବର୍ଷ ବୟସରେ ଷ୍ଟାର ହୋଇ ସାରିଛନ୍ତି । ବଲିଉଡ ସିଙ୍ଗର ବାଦଶାହ ସହଦେବଙ୍କୁ ଡକାଇ ତାଙ୍କ ସହ ଏକ ଆଲବମ କରିଛନ୍ତି ଓ ସେହି ଆଲବମର ନାମ ହେଉଛି ‘ବଚପନ କା ପ୍ୟାର’ । ଆଲବମ ଲଞ୍ଚ ହେବା ପରେ ସହଦେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛନ୍ତି । ତାଙ୍କ ସହ ଜଡିତ ସମସ୍ତ ଅପଡେଟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାକୁ ଲାଗିଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ବଡ ଖବର ବହୁତ ଭା-ଇ-ରା-ଲ ହେଉଛି । ଜଣା ପଡିଛି ଯେ ଏମଜି ହେକ୍ଟର ତରଫରୁ ସହଦେବଙ୍କୁ ୨୩ ଲକ୍ଷ ଟଙ୍କାର ଏକ କାର ଗିଫ୍ଟ କରାଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଛତିଶଗଡର ସହଦେବ ବର୍ତ୍ତମାନ ବହୁତ ଫେମସ ହୋଇସାରିଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ବହୁତ ପ୍ରଶଂସା କରାଯାଉଛି । ତାଙ୍କୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବେଗଲ ମଧ୍ୟ ପ୍ରଶଂସା କରିଥିଲେ । ବର୍ତ୍ତମାନ ସହଦେବଙ୍କର ଆଉ ଗୋଟେ ବଡ ଖବର ସାମ୍ନାକୁ ଆସିଛି ତାହା ହେଉଛି ସହଦେବଙ୍କୁ ଏମଜି ହେକ୍ଟର ଏକ କାର ଗିଫ୍ଟ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯେଉଁଥିରେ ସହଦେବଙ୍କୁ ଏକ କାର ଚାବି ଗିଫ୍ଟ କରାଯାଉଛି ।

ହେଲେ ବନ୍ଧୁଗଣ ଏହି ଫଟୋ ପଛର କାହାଣୀ କିଛି ଅଲଗା ଅଛି । ସହଦେବଙ୍କୁ ପ୍ରକୃତରେ ସେହି ସ୍ଥାନକୁ ଡକାଇ ସମ୍ମାନିତ କରଯାଇଥିଲା ଓ ଏମଜି ହେକ୍ଟର କମ୍ପାନୀ ତରଫରୁ ତାଙ୍କୁ ୨୧ ହଜାର ଟଙ୍କା ଦିଆଯାଇଥିଲା । ହେଲେ ଏହି ଫଟୋକୁ ଦେଖି ଅନେକ ଲୋକ ଭାବୁଛନ୍ତି ଯେ, ସହଦେବଙ୍କୁ ଏକ କାର ଗିଫ୍ଟ ମିଳିଛି କିନ୍ତୁ ବନ୍ଧୁଗଣ ଏହା ହେଉଛି ଏକ ଭୁଲ ଧାରଣା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସହଦେବଙ୍କ ଗୀତ ‘ବଚପନ କା ପ୍ୟାର’ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *