ଦେଖନ୍ତୁ Video: ‘36 ଥର କଲ କରିଥିଲା, ସେଦିନ ରାତିରେ ସୋନାଲି …’ ଆତ୍ମହତ୍ୟା କରିବା ପୂର୍ବରୁ ସେଦିନ ରାତିରେ Soumyaଙ୍କ ସହ କଣ ହୋଇଥିଲା ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ତାଙ୍କ ଭଉଣୀ

ବନ୍ଧୁଗଣ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କାଲି ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ତଳେ ସୋମ୍ୟଙ୍କ ଭଉଣୀ ଏନେଇ ନିଜର ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୋମ୍ୟଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ରାତି ୧୦.୩୦ ରୁ ସେ କଲ୍ କରିଥିଲା ବୋଧେ ତାର ଫୋନ ୱେଟିଙ୍ଗରେ ଥିଲା ।

ଆଗକୁ ସେ କହିଛନ୍ତି-‘ଲାଷ୍ଟକୁ ରାତି ୨.୨୪-୩୦ ଭିତରେ ସେ ତାକୁ ମେସେଜ କରିଛି ମୁ ଚାଲିଲି ମେସେଜ ସେ ଦେଖିଛି । ସେଇ ଟାଇମରେ ଯଦି ସେ ଆମକୁ କଲ୍ କରି ଜଣେଇ ଦେଇଥାନ୍ତା ତା ହେଲେ ବୋଧେ ମୋ ଭାଇ ଆଜି ଥାନ୍ତା । ହେଲେ ସେ ଏମିତି କରିଲା ନାହିଁ । ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି ମୁ ତାକୁ ଛାଡିବି ନାହିଁ । ମୋ ଭାଇନାକୁ ଯିଏ ମାରିଛି ମୁ ତାକୁ ଛାଡିବି ନାହିଁ’ ।

ଆଗକୁ ସେ କହିଛନ୍ତି-‘ମୁ ଆଗରୁ ଭାବୁ ଥିଲି ସେ ବହୁତ ଭଲ ପିଲା ଥିଲା ଭଲ ଝିଅଟେ ଥିଲା । ତା ପ୍ରତି ଯାହା ବି ଇମ୍ପ୍ରେସନ ମୋର ଥିଲା ତାହା ଆଜି ବହୁତ ଖରାପ ହୋଇଯାଇଛି । ସେ ମୋ ଭାଇ ସହ ଏମିତି କଥା ହେଇଛି ମୋ ମା ବାପା ବି ମୋ ଭାଇନାଙ୍କ ସହ ଏମିତି କଥା ହୋଇ ନଥିବେ । ମୋ ଭାଇନା ଏପଟେ ଭୋ ଭୋ ହେଇ କାନ୍ଦୁଛି ହେଲେ ସେ କହୁଛି ମୁ କରିବି ମୁ ସାରସ୍ଵତ ସହ କଥା ହେବି’ ।

ଆଗକୁ ସେ କହିଛନ୍ତି-‘ମୋର ଇଛା ମୁ ଆହୁରି ୧୦ଟା ଟୋକାଙ୍କ ସହ କଥା ହେବି ତୁ ମୋର କଣ କରିବୁ ମୁ ତୋ ସହ ରହିବି ନାହିଁ । ଏଭଳି ଭାବରେ ସେ ମୋ ଭାଇ ସହ କଥା ହେଉଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *