ଦେଖନ୍ତୁ Video: ସାରସ୍ୱତ, ସେ ଥାର୍ଡ଼ ଗ୍ରେଡ଼ ଝିଅ Sonali କୁ ଛାଡି ମତେ ବାହା ହେଇଯାଅ, ମୁଁ ତାଠୁ ବେଶୀ ଭଲ ଝିଅ, ତୁମକୁ…’ ଦେଖନ୍ତୁ ଏ କଣ କହିଦେଲେ Rani Panda, ଯାହା ଏବେ ହେଛି ଭାଇରାଲ !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମାଜ ରେ ଏତେ ପ୍ରକାର ଘଟଣା ଘଟିଛି ଯାହା ଭାବି ହେବ ନାହିଁ । ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତ ରେ କିଛି ନା କିଛି ଘଟଣା ଘଟୁଛି । ଆପଣ ମାନେ ଜାଣିଥିବେ ପ୍ରେମ ପାଇଁ ବହୁତ୍ ଜଣ ନିଜ ଜୀବନ ଦେଇ ଦେଇଛନ୍ତି ଏବଂ ନେଇ ଯାଇଛନ୍ତି ମଧ୍ୟ । ଏବେ ସବୁ ଦିନ ସୌମ୍ୟ ଏବଂ ସୋନାଲି ଙ୍କ ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋନାଲି ଙ୍କ ପାଇଁ ସୌମ୍ୟ ଆତ୍ମହତ୍ୟା କରିଛନ୍ତି । ସବୁଦିନ ସୋସିଆଲ ମିଡ଼ିଆ ବିଭିନ୍ନ ଫୋଟ ଏବଂ ଅଡିଓ ମଧ୍ୟ ଶୁଣିବାକୁ ମିଳୁଛି ।


ତେବେ ଆପଣ ମାନେ ଜାଣିଥିବେ ସୌମ୍ୟ ଏବଂ ସୋନାଲି ପରଷ୍ପର କୁ ପ୍ରେମ କରିଥିଲେ । ବିବାହ ପାଇଁ ମଧ୍ୟ ଯୋଜନା କରିଥିଲେ । ଉଭୟ ଉଭୟ ଙ୍କ ପରିବାର ସହ ମଧ୍ୟ ମିଶିଥିଲେ । ହେଲେ ଏତେ ସବୁ ପରେ ମଧ୍ୟ ଉଭୟ ଏକ ହୋଇ ପାରିଲେ ନାହିଁ । ଯେଉଁ ପୁଅ ଦିନେ ବର ବେଶ ରେ ବାହା ହେବାକୁ ଯାଇଥାନ୍ତା ସେ କୋକେଇ ରେ ମଶାଣି କୁ ଚାଲି ଗଲା । ଏହି ଦୁଃଖ ଖବର ଶୁଣି ସମସ୍ତେ ବିଭିନ୍ନ ମତ ଦେଉଛନ୍ତି ।

ବହୁତ୍ ଜଣ ସୌମ୍ୟ ଙ୍କ ନ୍ୟାୟ ଦାବି ରେ ଆଗକୁ ଆସୁଛନ୍ତି । ସୌମ୍ୟ ଙ୍କ ପରିବାର ବହୁତ୍ ଦୁଃଖ ରେ ଭାଙ୍ଗି ପଡିଛନ୍ତି । କେହି ବି ବିଶ୍ୱାସ କରି ପାରୁ ନାହାଁନ୍ତି ଏହି ପରି କିଛି ଘଟିଛି ବୋଲି । ଏବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ସେହି ଖବର ଦେଖିବାକୁ ମିଳୁଛି । ତେବେ ତାହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଆଲବମ କୁଇନ ରାଣୀ ପଣ୍ଡା ।

ତେବେ ରାଣୀ ପଣ୍ଡା ବର୍ତ୍ତମାନ କହିଛନ୍ତି କି ପ୍ରେମ ର ମହତ୍ତ୍ଵ ଆଜି କାଲି ର ଛୁଆ ମାନେ ବୁଝି ପାରୁ ନାହାଁନ୍ତି । ତେବେ କିଛି ଝିଅ ମାନେ ସବୁବେଳେ ଯେଉଁଠି ଅଧିକ ପଇସା ସେଇଠାକୁ ପଳେଇବେ । ପଇସା ସବୁ କିଛି ତାଙ୍କ ପାଇଁ ପ୍ରେମ ର ମୂଲ୍ୟ କିଛି ନାହିଁ । ତେବେ ମୁଁ ନ୍ୟୁଜ ରେ ସୌମ୍ୟ ଙ୍କ ଏଗାର ଦେଖିଲି ଏବଂ ତାଙ୍କ ପରିବାର ର କଷ୍ଟ ମୁଁ ବୁଝି ପାରୁଛି ଗୋଟିଏ ମାଆ ତା ପୁଅ କୁ ହରେଇ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କୁ ପରିବାର ପ୍ରତି ମୋର ଅନେକ ସହାନୁଭୂତି ରହିଛି ।


ତେବେ ସେ ଏହା ମଧ୍ୟ କହିଥିଲେ କି ସାରସ୍ୱତ! ସୋନାଲି ଭଳି ଥାର୍ଡ କ୍ଳାସ ଝିଅ କୁ ଭଲ ପାଇବା ଠାରୁ ତୁମେ ମୋତେ ବାହା ହୋଇ ଯାଅ । ତାଠାରୁ ମୁଁ ଅଧିକ ଭଲ ଝିଅ । ଏଭଳି ଝିଅ ଠାରୁ ଯେତେ ଦୂରରେ ରହିବ ସେତେ ଭଲ । ତେବେ ଶେଷ ରେ ସେ କହିଥିଲେ କି ମୁଁ ସବୁ ଭାଇ ଭଉଣୀ ଙ୍କୁ ଏହି କଥା କହିବି କି ଯଦି ଆପଣ ଭଲ ପାଉଛନ୍ତି ତେବେ ପରସ୍ପରକୁ ପ୍ରଥମେ ଜାଣି ନିଅନ୍ତୁ ।

ଯଦି ବୁଝାମଣା ସଠିକ ନୁହେଁ ତେବେ ଆପଣ ମାନେ ଆଗକୁ ବଢ଼ନ୍ତୁ ଏହିଭଳି ପଦକ୍ଷେପ ନିଅନ୍ତୁ ନାହିଁ । ଏବଂ ଯିଏ ଦୋଷୀ ତାକୁ ଉଚିତ ଦଣ୍ଡ ମିଳିବା ନିହାତି ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *