ସେ ଦିନ ରାତିରେ ଏମିତି କଣ ହେଇଥିଲା କି ତା ପର ଦିନ Salmaan Khan ଙ୍କ କାରଣରୁ Arbaaz Khan ଙ୍କୁ ଡିଭୋର୍ସ ଦେଲେ Malaika

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ବାଦବିବାଦ ବିଷୟରେ ଜାଣିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବିବାଦ ବିଷୟରେ କହିବାକୁ ଯାଉଛୁ ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତାହା ହେଉଛି ମଲାଇକା କାହିଁକି ସଲମାନଙ୍କ ପାଇଁ ନିଜ ସ୍ଵାମୀ ଅରବାଜ ଖାନଙ୍କୁ ଦେଲେ ତଲାକ । ବନ୍ଧୁଗଣ ଏହି ଖବରଟି ବହୁତ ଚର୍ଚାରେ ମଧ୍ୟ ଗୋଟେ ସମୟରେ ରହିଥିଲା । ଆପଣ ମାନେ ସମସ୍ତେ ଅଭିନେତ୍ରୀ ମଲାଇକା ଅରୋରା ଓ ଅରବାଜ ଖାନଙ୍କୁ ନିଶ୍ଚୟ ଦେଖିଥିବେ ।

ଏହି ଦୁଇଜଣ ପରସ୍ପର ସହ ବିବାହ କରି ଜୀବନ ଅତିବାହିତ କରୁଥିଲେ । ହେଲେ ଏମାନଙ୍କ ମଧ୍ୟରେ ତଲାକ ହେବାର କାରଣ କଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବଲିଉଡ ଅଭିନେତା ସଲମାନ ଖାନ ବହୁତ ରାଗି ଅଟନ୍ତି । ତାଙ୍କ କ୍ରୋଧର ଶିକାର ବଲିଉଡର ବହୁତ ଦିଗଜ କଳାକାରଙ୍କୁ ହେବାକୁ ପଡିଛି । ମଲାଇକା ମଧ୍ୟ ସଲମାନ ଖାନଙ୍କ କ୍ରୋଧର ଶିକାର ହୋଇଥିଲେ । ଯାହା ଫଳରେ ସେ ଅରବାଜ ଖାନଙ୍କୁ ଡିଭୋର୍ସ ଦେଇଥିଲେ । ବନ୍ଧୁଗଣ ସଲମାନ ଖାନ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ବୋଲ୍ଡ ଫଟୋ ଓ ମଡେଲିଙ୍ଗ କରିବାକୁ ମନା କରିଥିଲେ ।

ଘରର ମାନ ସମ୍ମାନ ପାଇଁ ସଲମାନ ମଲାଇକାଙ୍କୁ ଅରବାଜଙ୍କୁ ତଲାକ ଦେବାକୁ ମଧ୍ୟ ମନା କରିଥିଲେ । ହେଲେ ସେହି ସମୟରେ ମଲାଇକା ସଲମାନ ଖାନଙ୍କ କଥାକୁ ଅମାନ୍ୟ କରିଥିଲେ ଯାହାଫଳରେ ସଲମାନ ସମସ୍ତଙ୍କ ସାମ୍ନାରେ ମଲାଇକାଙ୍କୁ ହାତ ଉଠାଇ ଥିଲେ । ଏହା ସହିତ ସଲମାନ ମଲାଇକାଙ୍କୁ ବହୁତ ଅପଶବ୍ଦ ମଧ୍ୟ କହିଥିଲେ । ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ନିଜ ବୋଲ୍ଟ ଲୁକ୍ ଓ ମଡେଲିଙ୍ଗ ପାଇଁ ଲାଇମ ଲାଇଟରେ ରହୁଛନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ମଲାଇକା ନିଜର ବୋଲ୍ଡ ଫଟୋକୁ ବହୁତ ମାତ୍ରାରେ ସେୟାର କରୁଥିଲେ । ହେଲେ ଖାନ ପରିବାରକୁ ମଲାଇକାଙ୍କର ଏହି ସବୁ ହରକତ ଭଲ ଲାଗୁନଥିଲା । ଯେତେବେଳେ ସଲମାନ ମଲାଇକାଙ୍କ ଉପରେ ହାତ ଉଠାଇ ଥିଲେ ସେତେବେଳେ ସଲମାନ ଖାନ କହିଥିଲେ, ମଲାଇକା ଆଉ କୌଣସି ଆଇଟମ ସଙ୍ଗ ରେ କାମ କରିବେ ନାହିଁ । କାରଣ ଖାନ ପରିବାର ମଲାଇକାଙ୍କର କାମକୁ ପସନ୍ଦ କରୁନଥିଲେ । ହେଲେ ମଲାଇକା ନିଜ ପରିବାର ଓ ସ୍ଵାମୀକୁ ତ୍ୟାଗ କରି ନିଜ କ୍ୟାରିୟରକୁ ବାଛି ଥିଲେ ।

ସେହି ସମୟରେ ମଲାଇକା ନିଜ ସ୍ଵାମୀ ଅରବାଜ ଖାନଙ୍କୁ ଡିଭୋର୍ସ ଦେଇ ନିଜ ମଡେଲିଙ୍ଗ ଦୁନିଆରେ ରହିଥିଲେ । ମଲାଇକା ଅରୋରା ବହୁତ ଅଧିକ ବୋଲ୍ଡ ଓ ସେକ୍ସି ଦେଖାଯାନ୍ତି ସେଥିପାଇଁ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ । ମଲାଇକା ଅରୋରା କରିସ୍ମା କପୁରଙ୍କ ରେଡିଓ ସୋ ‘ୱାଟ ୱୂମେନ ୱାଣ୍ଟ’ରେ ନିଜ ଡିଭୋର୍ସ ବିଷୟରେ ସମସ୍ତ କଥା କହିଥିଲେ । ବର୍ତ୍ତମାନ ମଲାଇକା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଲିଭିଙ୍ଗ ରିଲେସନସିପରେ ରହୁଛନ୍ତି ଓ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *