ଏ ପର୍ଯ୍ୟନ୍ତ କାହିଁକି ବିବାହ କରି ନାହାଁନ୍ତି ଲୋକପ୍ରିୟ Ollywood ଅଭିନେତ୍ରୀ Namrata Das, କଣ ପାଇଁ ସାରା ଜୀବନ ରହିଲେ ବାଡୁଅ ଜାଣିଲେ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନମ୍ରତା ଦାସ । ଆପଣ ମାନେ ସମସ୍ତେ ନମ୍ରତା ଦାସଙ୍କ ଜବରଦସ୍ତ ଅଭିନତ ତ ନିଶ୍ଚୟ ଦେଖିଥିବେ । ନମ୍ରତା ଜଣେ ବରିଷ୍ଠ ଅଭିନେତ୍ରୀ ଅଟନ୍ତି ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ନମ୍ରତା ଦାସ ‘ତାରା ତାରିଣୀ’ ସିରିଏଲରେ ଜେଜେ ମାଙ୍କ ଭୂମିକାରେ ସୁନ୍ଦର ଅଭିନୟ କରିଥିଲେ ।

ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ନମ୍ରତା ଦାସଙ୍କ ବିଷୟରେ କିଛି ଏପରି କଥା କହିବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନମ୍ରତା ଦାସ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସାରିଛନ୍ତି ।

ତାଙ୍କର ଜନ୍ମ କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିଲା । ନମ୍ରତା ଏକ ବଡ ପରିବାରରୁ ଆସିଛନ୍ତି ତାଙ୍କ ପୂର୍ବଜ ଜମିଦାର ଥିଲେ । ନମ୍ରତାଙ୍କୁ ୭ ବର୍ଷ ହୋଇଥିବା ବେଳେ ତାଙ୍କ ମାଙ୍କ ଦେହାନ୍ତ ହୋଇଥିଲା । ସେବେଠାରୁ ତାଙ୍କ ବାପା ତାଙ୍କୁ ବହୁତ ସପୋର୍ଟ କରିଛନ୍ତି । ବନ୍ଧୁଗଣ ନମ୍ରତା ୧୯୭୩ ମସିହାରେ ‘ଧରିତ୍ରି’ ଚଳଚିତ୍ରରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।

ଏହି ଫିଲ୍ମଟି ସୁପର ହିଟ ହେବା ପରେ ସେ ଗୋଟେ ପରେ ଗୋଟେ ଅନେକ ଫିଲ୍ମରେ କାମ କରିଥିଲେ । ବନ୍ଧୁଗଣ ରିଅଲ ଲାଇଫରେ ନମ୍ରତା ଦାସ ବିବାହ କରି ନାହାନ୍ତି । ବିବାହ ନକରିବାର କାରଣ ବିଷୟରେ ମଧ୍ୟ ସେ କେବେବି କହି ନାହାନ୍ତି । ବହୁତ କମ ଲୋକ ଜାଣିଛନ୍ତି ଯେ, ନମ୍ରତା ଦାସ ବିବାହ କରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ନମ୍ରତା ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *